ନମସ୍କାର ଦର୍ଶକବନ୍ଧୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆସିଲା ବଡ଼ ଖୁସି ଖବର ଜାରି କଲେ ସରକାର ଏଥିରେ ନୂଆ ଲିଷ୍ଟ ତେବେ ଖୁବ ଶୀଘ୍ର ଆପଣଙ୍କ ଆକାଉଣ୍ଟକୁ 17 ତମ କିସ୍ତିର ଦୁଇ ହଜାର ଟଙ୍କା ମିଳିବାକୁ ଯାଉଛି | ତେବେ କେଉଁ ତାରିକରେ ଆସିବ ଲିଷ୍ଟ କେମିତି ଆପଣ ଦେଖିପାରିବେ କଣ ରହିଛି ଅପଡେଟ ଯାହା ଆମେ ଆଜିର ବିଷୟରେ ଜାଣିବା | ଆପଣ ପ୍ରଥମେ ଯାଏ PM .Kisan .gov in ୱେବସାଇଟ ଓପନ କରିବେ ପୂର୍ବରୁ 16 ତମ କିସ୍ତି ଟଙ୍କା 28 ଫେବୃଆରୀରେ ପ୍ରଦାନ କରା ଯାଇଥିଲା |
ତେବେ ପ୍ରତି ଚାରି ମାସରେ ଥରେ କିଷାନ ଯୋଜନା ଅଧୀନରେ ଟଙ୍କା ଆସିଥାଏ ଅର୍ଥାତ ବର୍ଷକୁ ତିନୋଟି କିସ୍ତି 6,000 ଟଙ୍କା ଆସିବ | ତେବେ ଫେବୃଆରୀରେ ଆସିବା ପରେ ଜୁନ ମାସରେ ଆସିବାକୁ ଯାଉଛି 17 ତମ କିସ୍ତି ଟଙ୍କା ହେଲେ ଏହା ପୂର୍ବରୁ ସରକାର ଜାରି କରିଛନ୍ତି ନୂଆ ଲିଷ୍ଟ |
ନୂଆ ଲିଷ୍ଟ ପୂର୍ବରୁ ନିୟୁ ରେଜିଷ୍ଟେସନ କାରରିବାକୁ ଚାହୁଁଛନ୍ତି ଯାହାକି ଆପଣ ଯେକୌଣସି ଜନସେବା କେନ୍ଦ୍ରକୁ ଯାଇ ନୂଆ ଆବେଦନ କରିପାରିବେ | ଆଉ ଆପଣଙ୍କ ଆପୃଭ ହେଲେ ଆପଣ ମଧ୍ୟ ନୂଆ ଲିଷ୍ଟରେ ନାମ ଆସିଲେ ଆପଣ ଟଙ୍କା ପାଇପାରିବେ ଆଉ ଲିଷ୍ଟ ଦେଖିବାକୁ ଚାହୁଁଥିଲେ ଆପଣ ବେନିଫିସିଆରି ଲିଷ୍ଟରେ ଚେକ କରି ଦେଖିପାରିବେ |
ହେଲେ ଜାଣିରଖନ୍ତୁ ଏହା ପୂର୍ବରୁ ଆପଣଙ୍କୁ ଏକ କାମ କରିବାକୁ ପଡ଼ିଥାଏ ଯେମିତିକି ମେନ୍ସନ ରହିଛି E -KYC କରିବା ବାଧ୍ୟତାମୂଳକ ଆପଣ ଯଦି ନିଜ ଆଧାରରେ ମୋବାଇଲ ନମ୍ବର ଲିଙ୍କ କରିନଥିବେ ଏବଂ ଆପଣଙ୍କ E -KYC ହୋଇନଥିବ ତେବେ ଆପଣ ଏଥିରୁ ବଞ୍ଚିତ ହେବେ | ତେବେ ଆପଣ ତୁରନ୍ତ E-KYC କରାଇ ନିଅନ୍ତୁ |