Jio ଆଣିଲା ଦମଦାର ପ୍ଲାନ୍, ବର୍ଷେ ପର୍ଯ୍ୟନ୍ତ ସବୁ ସୁବିଧା ମାଗଣା, ଦେଖନ୍ତୁ |

Jio Plan: ରିଲାଏନ୍ସ ଜିଓ ଉପଭୋକ୍ତାମାନଙ୍କୁ ବଡ଼ ଉପହାର ଦେଇଛି । ଜିଓ ଆଣିଛି ଦମଦାର ଅଫର୍। ମଝିରେ ମଝିରେ ଜିଓ ଅନେକ ବଡ଼ ପ୍ଲାନ୍ ଲଞ୍ଚ କରେ । ରିଲାଏକ୍ସ ଜିଓ କମ୍ପାନୀ ଏଥର ଏମିତି ରିଚାର୍ଜ ପ୍ଲାନ୍ ଆଣିଛି, ଯାହା ସବୁଠୁ ଶସ୍ତା । ଆଉ ଯେଉଁଥରେ ବର୍ଷ ସାରା ମିଳିବ ସବୁ ସୁବିଧା ମାଗଣା…

ଆଜି, ଆମେ ଆପଣଙ୍କୁ କମ୍ପାନୀର ଏକ ନୂଆ ରିଚାର୍ଜ ବିଷୟରେ କହିବୁ। ଯଦି ଆପଣ କମ୍ ମୂଲ୍ୟରେ ଏକ ବଡ଼ ରିଚାର୍ଜ ଖୋଜୁଛନ୍ତି, ତେବେ ୮୯୫ ଟଙ୍କା ରିଚାର୍ଜ ଆପଣଙ୍କ ପାଇଁ ଲାଭଦାୟକ ହେବ । ।
କାରଣ ଏଥିରେ ଆପଣ ଅନେକ ବଡ଼ ଅଫର ପାଇପାରିବେ । ଅସୀମିତ କଲିଂ ଠାରୁ ଆରମ୍ଭ କରି ୮୯୫ ଟଙ୍କାରେ ୩୩୬ ଦିନର ଭ୍ୟାଲିଡିଟି ମିଳିବ। ତେଣୁ ଆସନ୍ତୁ
ଜାଣିବା ଜିଓର ଏହି ପ୍ଲାନ୍ ବିଷୟରେ…

Jio ୮୯୫ ରିଚାର୍ଜ ପ୍ଲାନ୍- ଏହି ରିଚାର୍ଜ କରିବା ପରେ, ଆପଣ ୩୩୬ ଦିନ ପାଇଁ ମାଗଣା ସୁବିଧା । ଉଲ୍ଲେଖନୀୟ କଥା ହେଉଛି ଏହି ପ୍ଲାନ୍‌ରେ ସମସ୍ତ ତିନୋଟି ସୁବିଧା ପ୍ରଦାନ କରୁଛି, କଲିଂ, ଡାଟା ସୁବିଧା। ଏହି ପ୍ଲାନ୍‌ରେ ଏକ ଅସୀମିତ କଲିଂ ସୁବିଧା ଉପଲବ୍ଧ । ଏହା ସହିତ ସମୁଦାୟ ୨୪GB ଡାଟା ମଧ୍ଯ ଉପଲବ୍ଧ ଏବଂ ଅଲଗା SMS ସୁବିଧା ମଧ୍ଯ ଉପଲବ୍ଧ।

ରିଲାଏନ୍ସ ଜିଓର ଏହି ରିଚାର୍ଜ ପ୍ଲାନ୍ ଉପଭୋକ୍ତାଙ୍କୁ ୨୮ ଦିନ ଭ୍ୟାଲିଡିଟି ସହିତ ୧୨ଜିବି ହାଇ ସ୍ପିଡ୍ ଡାଟା ପ୍ରଦାନ କରେ। ୮୯୫ ଟଙ୍କିଆ ମୂଲ୍ୟର ଏହି ପ୍ଲାନ୍ ସମସ୍ତ ନେଟୱାର୍କରେ କଥାବାର୍ତ୍ତା କରିବାକୁ ଏକ ମାଗଣା କଲିଂ ସୁବିଧା ମଧ୍ୟ ପ୍ରଦାନ କରିଥାଏ। ଏହି ସୁଲଭ ପ୍ଲାନ୍ ୨୮ ଦିନ ପାଇଁ କେବଳ ୫୦ଟି SMS ପ୍ରଦାନ କରୁଛି ।

ଜିଓ ଟିଭି ବ୍ୟତୀତ ଅନ୍ୟାନ୍ୟ ସୁବିଧା ବିଷୟରେ ଯଦି କଥା ହେବା, Jio Cinema ଏବଂ Jio Cloudରେ ମାଗଣା ଏଣ୍ଟ୍ରି ମଧ୍ଯ ମିଳୁଛି । ଏହା ଉଲ୍ଲେଖଯୋଗ୍ୟ ଯେ ୮୯୫ PlanJio ପ୍ରଦାନ କରୁଥ‌ିବା ଲାଇସେନ୍ସ JioPhone ବ୍ୟବହାରକାରୀଙ୍କୁ ପ୍ରଦାନ କରିଥାଏ।

Leave a Reply

Your email address will not be published. Required fields are marked *