ବିନା ବସ୍ତ୍ରରେ ଭୁଲରେ କେବେବି କରନ୍ତୁ ନାହିଁ ଏହି ତିନୋଟି କାମ ,ନଚେତ ସାରା ଜୀବନ କାନ୍ଦିବେ ଭଗବାନ ଆପଣଙ୍କୁ କେବେବି କ୍ଷମା କରିବେ ନାହିଁ

ନମସ୍କାର ବନ୍ଧୁଗଣ ନିବସ୍ତ୍ର ହୋଇ ଭୁଲରେ କରନ୍ତୁ ନାହିଁ ଏହି ତିନୋଟି କାମ ନେହେଲେ ହୋଇପାରେ ଭୟଙ୍କର ଅସୁବିଧା ଯୁଗର ପରିବର୍ତ୍ତନ ସହିତ ଲୋକମାନଙ୍କ ଜୀବନ ଧାରଣାର ଢାଞ୍ଚା ମଧ୍ୟ ପରିବର୍ତ୍ତନ ହୋଇଛି | ବର୍ତ୍ତମାନର ଆଧୁନିକ ଯୁଗରେ ଉଭୟେ ପୁରୁଷ ଏବଂ ନାରୀ ମାନେ ଏପରି ପୋଷାକ ଧାରଣ କରୁଛନ୍ତି ଯାହା ମାନବ ସମାଜ ପ୍ରଥାକୁ ନଷ୍ଟ କରୁଛି ଆଧୁନିକ ଯୁଗରେ ଆଧୁନିକ ମଣିଷ ମାନେ ଷ୍ଟାଇଲ ପୋଷାକ ପରିଧାନ କରି ସମସ୍ତଙ୍କ ଚର୍ଚ୍ଚାର ସଙ୍କେତ ପାଲଟୁଛନ୍ତି ତାଙ୍କର ଏହି ପୋଷାକ ସମାଜ ଆଗରେ ଚର୍ଚ୍ଚା ହେବା ସହିତ ନିଜ ବ୍ୟକ୍ତିତ୍ୱକୁ ମଧ୍ୟ ଚର୍ଚ୍ଚା କରିଥାଏ କିନ୍ତୁ ଆମେ ଏପରି ପୋଷାକ ପରିଧାନ କରିବା ଦ୍ୱାରା ନିଜର ଅସମ୍ମାନ ହୋଇଥାଏ ମଣିଷ ପାଖରେ ବିବେକ ଥିଲେ ମଧ୍ୟ ସେ ଏପରି କପଡ଼ା ଧାରଣ କରି ନିବସ୍ତ୍ର ହୋଇ ଯାତାୟାତ କରୁଛନ୍ତି | ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି ନିବସ୍ତ୍ର ହୋଇ କିମ୍ବା ବିନା ପୋଷାକ ନପିନ୍ଧି କରନ୍ତୁ ନାହିଁ ଏହି ତିନୋଟି କାମ ନଚେତ ଆପଣମାନେ ବହୁତ ଅସୁବିଧାରେ ପଡ଼ି ପାରନ୍ତି |

ନମ୍ବର 1 ନିବସ୍ତ୍ର ହୋଇ ସ୍ନାନ କରିବା ଅନୁଚିତ ବନ୍ଧୁଗଣ ହିନ୍ଦୁ ଶାସ୍ତ୍ରରେ ନିବସ୍ତ୍ର ହୋଇ ଗାଧେଇବାର ନିୟମ ଉଲଘଂନ ବାହାରେ ଶାସ୍ତ୍ର ପୁରାଣରେ ବର୍ଣ୍ଣିତ ଅଛି ଯେ ବିନା ବସ୍ତ୍ରରେ ସ୍ନାନ କରିବା ଉଚିତ ନୁହେଁ ଯଦି ଆପଣ ସ୍ନାନ କରୁଛନ୍ତି ଶରୀର ମଧ୍ୟରେ ଯେକୌଣସି କପଡ଼ା ରହିବା ନିହାତି ଆବଶ୍ୟକ | ଯଦି କୌଣସି ନାରୀ ନିବସ୍ତ୍ର ହୋଇ ସ୍ନାନ କରୁଛି ତେବେ ତାଙ୍କର ସେହି ନିବସ୍ତ୍ରତା ଜଳ ଦେବତାଙ୍କର ଅପମାନ ହେବା ସହିତ ଇଷ୍ଟ ଦେବତାଙ୍କ ଉପରେ ପ୍ରଭାବ ପକାଇ ଥାଏ ତେଣୁ ସ୍ନାନ କରିବା ସମୟରେ ଶରୀରରେ କପଡ଼ା ରହିବା ଆବଶ୍ୟକ |

ନମ୍ବର 2 ବିନା ବସ୍ତ୍ରରେ କୌଣସି ନାରୀ କିମ୍ବା ପୁରୁଷ ଶୋଇବା ଉଚିତ ନୁହେଁ ବିଜ୍ଞାନ ଅନୁସାରେ ରାତିରେ ନିବସ୍ତ୍ର ହୋଇ ଶୋଇବା ଦ୍ୱାରା ଆମ ଶରୀରକୁ ବହୁତ ଲାଭଦାୟକ ହୋଇଥାଏ କିନ୍ତୁ ପୁରାଣ କିମ୍ବା ଶାସ୍ତ୍ର ଏହାକୁ ଆଦୌ ଯୁକ୍ତି ଯୁକ୍ତ ରୂପରେ ମାନେ ନାହିଁ ଏହା ସମ୍ପୂର୍ଣ୍ଣ ଉଲଂଘନ ବୋଲି ବିଚାର କରାଯାଏ | ଏହିପରି ଶୋଇବା ଦ୍ୱାରା ଆମ ପିତୃ ପୁରୁଷଙ୍କ ଅପମାନ ହେବା ଦ୍ୱାରା ତନ୍ତ୍ର ଦେବତାଙ୍କୁ ମଧ୍ୟ ଅପମାନ ହୋଇଥାଏ |

ନମ୍ବର 3 ନିବସ୍ତ୍ର ହୋଇ କେବେବି ଦେବା ଦେବୀଙ୍କ ପୂଜା କରନ୍ତୁ ନାହିଁ ଅନେକ ନାରୀ ମାନେ ଗାଧେଇ ଆସିବା ପରେ ନିବସ୍ତ୍ର ହୋଇ ଅର୍ଥାତ ଓଦା ଲୁଗା ପରିଧାନ କରି ତୁଳସୀ ଗଛରେ ପାଣି ଦେଇଥାଆନ୍ତି କିନ୍ତୁ ଏପରି କରିବା ଅନୁଚିତ କାରଣ ଏହା କରିବା ଦ୍ୱାରା ଆମ ବିଧି ବିଧାନର ଉଲଂଘନ ହୋଇଥାଏ ଏବଂ ଏହା ପରିବାର ଉପରେ ନକରାତ୍ମକ ଶକ୍ତି ପକାଇ ଥାଏ | ତେଣୁ ସ୍ନାନ କରି ସାରିବା ପରେ ଶୁଖିଲା ଲୁଗା ପରିଧାନ କରି ତୁଳସୀ ବୃକ୍ଷରେ ଜଳ ଦେବା ଆବଶ୍ୟକ |

Leave a Reply

Your email address will not be published. Required fields are marked *