ହୀରାକୁଦ ଡ୍ୟାମକୁ ନେଇ ମାଳିକାରେ ମିଳିଲା ବଡ଼ ପ୍ରମାଣ ,2026 ରେ ଘଟିବାକୁ ଯାଉଛି ବଡ଼ ଅଘଟଣ ସତ ହେବ କି ମହାପୁରୁଷଙ୍କ ବାଣୀ

ନମସ୍କାର ଦର୍ଶକବନ୍ଧୁ 2026 ରେ ଭାଙ୍ଗିଯିବ ହୀରାକୁଦ ଡ୍ୟାମ ସମୁଦ୍ରରୁ ବାହାରି ଆସିବ ଏକ ବିଶାଳ କାୟ ଚିତ୍ତଳ ମାଛ ରାହାମା ଠାରେ ଚିତ୍ତଳ ମାଛ ଦର୍ଶନ କରି ଛତିଆ ବଟରେ ପ୍ରାଣ ହାରିବେ ବିଶାଳ ମାଛ ଅସ୍ତିରେ ନୂଆ ବନ୍ଧ ଆଉ କବାଟ ତିଆରି ହେବ | ଏକଥା କହୁଛି ମାଳିକା 2026 ରେ ଆସୁଛି ଏକ ବଡ଼ ବିପଦ ଆଉ ଚାରି ବର୍ଷ ପରେ ଆସୁଛି ବଡ଼ ବିପଦ କଣ ରହସ୍ୟ ରହିଛି ଆସନ୍ତୁ ଜାଣିବା | ଚିତ୍ତଳ ମାଛ ସେବେଳ ବାହାରିଣ ଯିବ ଶାରଦା ଦର୍ଶନ କରି ଗମନ କରିବ ୧୨ ଛତିଆ ବଟରେ ଯାଇ ପ୍ରାଣ ହରାଇବ ।

ସେହି ସ୍ଥାନେ ମୃ-ତ୍ୟୁ ଲଭି କାରଣ ହୋଇବ ସେ ମଧ୍ୟର ଅସ୍ଥିତହିଁ କବାଟ ହୋଇଯିବ ଯୁଗ ଯୁଗାନ୍ତକୁ କଥା ଗୋଟି ରହିଯିବ ଏହା ଆମେ କହୁନୁ ଏହା କହୁଛି ମାଳିକା ବଚନ ଭବିଷ୍ୟତ ପୁରାଣ ଏବଂ ମାଳିକାର ଏହି ଧାଡ଼ି ଗୁଡ଼ିକରେ ଲେଖା ଯାଇଛି ଏହିଭଳି ଆଶ୍ଚର୍ଯ୍ୟ ଜନକ ଏବଂ ରହସ୍ୟମୟ କଥା ଏଥିରୁ ଜଣାଯାଏ ଯେ 2026 ମସିହାରେ ଏଭଳି କିଛି ଘଟିବାକୁ ଯାଉଛି ଜାଣନ୍ତୁ କେମିତି ହୀରାକୁଦ ଡ୍ୟାମ ଭାଙ୍ଗିବ ଏବଂ କଣ ରହସ୍ୟ ରହିଛି |

1947 ମସିହାରେ ହୀରାକୁଦ ଡ୍ୟାମର ନିର୍ମାଣ ଆରମ୍ଭ ହୋଇଥିଲା ପାଖାପାଖି 10 ବର୍ଷ ଲାଗିଥିଲା ଏହି ଡ୍ୟାମ ତିଆରି କରିବା ପାଇଁ 1957 ରେ ହୀରାକୁଦ ଡ୍ୟାମ ନିର୍ମାଣ ହୋଇଥିଲା | ହୀରାକୁଦ ଡ୍ୟାମ ଧୀରେ ଧୀରେ ପୁରୁଣା ହୋଇ ଆସିଲାଣି ଚାଲନ୍ତୁ ଜାଣିବା ମାଳିକା କଣ କହୁଛି ହୀରାକୁଦ ଡ୍ୟାମକୁ ନେଇ ବହୁତ ବର୍ଷ ପୂର୍ବେ ଲେଖା ହୋଇଥିବା ଅଚ୍ୟୁତାନନ୍ଦଙ୍କ ମାଳିକାରେ ବର୍ଣ୍ଣନା କରାଯାଇଛି |

ମହୋଦଧି ସେହି କାଳେ ମାଡ଼ି ଯେ ଆସିବ ମାନେ ବିଶାଳ ଜଳ ମାଡ଼ି ଆସିବ ଦର୍ଶକବନ୍ଧୁ ହୀରାକୁଦ ଡ୍ୟାମ ଭାଙ୍ଗିବ ବୋଲି ମାଳିକାରେ ବହୁତ ବର୍ଷ ପୂର୍ବେ ବର୍ଣ୍ଣିତ ଅଛି ବୋଲି କୁହାଯାଇଛି ଲେଖା ହୋଇଛି ବିଶାଳ ମାନବ ନିର୍ମିତ ବନ୍ଧ ଭାଙ୍ଗିଯିବ ଅନେକ ସହର ବୁଡ଼ିଯିବ ବିଶାଳ ଡ୍ୟାମ ଭାଙ୍ଗିବା ଦ୍ୱାରା ଅନେକ ସହର ଜଳ ରାଶିରେ ଧ୍ବଂସ ହୋଇଯିବ

ଜାଣି ରଖନ୍ତୁ ମାଳିକାରେ ଲୋକଙ୍କୁ ଡରା ଯାଉ ନାହିଁ ବରଂ ସତର୍କ କରି ଦିଆଯାଉଛି ବେଳ ଥାଉ ଥାଉ ଲୋକେ ସତର୍କ ହୋଇଯିବ ଉଚିତ ଏବଂ ଅନ୍ୟାୟ ଅଧର୍ମ ଛାଡ଼ି ନ୍ୟାୟ ପଥରେ ଯିବା ଉଚିତ ଏବଂ ଭଗବାନଙ୍କ ଶରଣ ନେଇ ସଠିକ ରାସ୍ତାରେ ଚାଲନ୍ତୁ |

Leave a Reply

Your email address will not be published. Required fields are marked *