+2 ଦୁଇ ପରୀକ୍ଷା ଫଳାଫଳ ନେଇ ଆସିଲା ବହୁତ ବଡ଼ ଖବର ,ଏହି ତାରିକରେ ଧାର୍ଯ୍ୟ ପ୍ରକାଶ ପାଇବ ରେଜଲ୍ଟ ,ସବୁ ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଫଳ ନେଇ ଆସିଲା ଏକ ବହୁତ ବଡ଼ ଅପଡେଟ କଣ ଆସିଛି ଅପଡେଟ ଯଦି ଆପଣ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି ତେବେ ଆଜିର ବିଷୟଟି ନିଶ୍ଚୟ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ | ଗୋଟିଏ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। କଳା,ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ଗୋଟିଏ ଦିନରେ ଜାଣିପାରିବେ ଛାତ୍ର ଛାତ୍ରୀ ସୂଚନାଯୋଗ୍ୟ, ଚଳିତ ବର୍ଷ ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷା ଦେଇଛନ୍ତି ।

ଚଳିତ ବର୍ଷ ସମୁଦାୟ ୨୭ ଲକ୍ଷ ଖାତା ମୂଲ୍ୟାୟନ କରାଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ଖାତା ଦେଖାରେ ବିଳମ୍ବ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ୍ ୨ରେ ସରିବାକୁ ଥିବା ବେଳେ ଏହା ୪ ଦିନ ବିଳମ୍ବରେ ସରିଥିଲା । ସେହିପରି ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ୍ ୨୦ରେ ଶେଷ ହେବାକୁ ଲକ୍ଷ୍ୟ ଥିବା ବେଳେ ତାହା ଏପ୍ରିଲ 22 ରେ ଶେଷ ହୋଇଥିଲା

ତେବେ ଏବେ ଯେଉଁ ଗୋଟିଏ ଦିନରେ ସମସ୍ତଙ୍କ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଆସୁଛି କିନ୍ତୁ ଅପଡେଟ ଏଇଟା ଆସୁଛି କି ମେ ତୃତୀୟ ସପ୍ତାହ ସୁଦ୍ଧା ଆପଣ ରେଜଲ୍ଟ ପାଇଯିବେ ବୋଲି ଯାହାକି ମେ 15 ରୁ 19 ତାରିକ ଭିତରେ ଆପଣମାନେ କହୁଥିବେ ଭାଇ ଆପଣ ତ କୌଣସି ଡେଟ ଜାଣି ନାହାଁନ୍ତି ତେବେ ଜଣାଉଛନ୍ତି କଣ ପାଇଁ ଦେଖନ୍ତୁ ଯାହାବି ନୂଆ ନୂଆ ଅପଡେଟ ଆସେ

ମୁଁ ଚାହେ ଆପଣଙ୍କ ପାଖରେ ଶୀଘ୍ର ପହଁଚି ଯାଉ ସେଥିପାଇଁ ଏହି ଖବରଟି ମୁଁ ଆପଣଙ୍କ ପାଇଁ ନେଇ ଆସିଚୁ ଯାହାକି ଏବେ ଯେଉଁ ସୂଚନାରେ କୁହାଯାଉଛି ମେ 15 ରୁ 19 ତାରିକ ଭିତରେ ଯୁକ୍ତ ଦୁଇ ପିଲାଙ୍କ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳୁଛି | ଯେବେବି ରେଜଲ୍ଟ ବାହାରିବ ଆପଣ ଚାହିଁଲେ CHSE .ODISHA ,NIC .IN ରେ ଦେଖିପାରିବେ

Leave a Reply

Your email address will not be published. Required fields are marked *