ବଦଳିଲା ସ୍କୁଲ ସମୟ ସରକାର କଲେ ବଡ଼ ଘୋଷଣା ,ଏହି ସମୟରେ ସବୁ ଛାତ୍ର ଛାତ୍ରୀ ମାନେ ଯିବେ ବିଦ୍ୟାଳୟ ,Student ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଏବେ ଏବେ ଆସିଲା ବହୁତ ବଡ଼ ଅପଡେଟ ରାଜ୍ୟରେ ହେବାକୁ ଯାଉଛି ସ୍କୁଲ ସମୟରେ ବଡ଼ ପରିବର୍ତ୍ତନ ଏନେଇ ଆସିଛି କିଛି ନୂଆ ସୂଚନା ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା |ଏପ୍ରିଲ 2 ରୁ ସକାଳୁଆ ସ୍କୁଲ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ସକାଳୁଆ ସ୍କୁଲ କରିବା ପାଇଁ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ ଗୁଡ଼ିକୁ ନିର୍ଦେଶ ଜାରି କରାଯାଇଛି |

ତେବେ ଏପ୍ରିଲ 2 ରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ସକାଳୁଆ ପାଠ ପଢ଼ାଯିବ ସକାଳ 7 ଟାରୁ ପୂର୍ବାହ୍ନ 11 ଟା 30 ପର୍ଯ୍ୟନ୍ତ କ୍ଲାସ ହେବ ବୋଲି ନିର୍ଦେଶ ନାମରେ କୁହାଯାଇଛି |ସୂଚନା ଥାଉ କି ଶନିବାର ଅର୍ଥାତ ଗତ କାଲି ପାଞ୍ଚୋଟି ସହରର ତାପମାତ୍ରା 40 ଡିଗ୍ରୀ ଅତିକ୍ରମ କରିଛି ଗତ କାଲି ସବୁଠୁ ଉତପ୍ତ ସହର ପାଲଟି ଥିଲା |

ମାଲକାନଗିରି ଏଠାରେ ତାପମାତ୍ରା 41 ଡିଗ୍ରୀ ରେକର୍ଡ କରାଯାଇଛି |ଅପର ପକ୍ଷରେ ବୌଦ୍ଧ ଏବଂ ଟିଟିଲାଗଡ଼ରେ ତାପମାତ୍ରା 40.5 ଡିଗ୍ରୀ ଛୁଇଁଛି ସେହିପରି ବଲାଙ୍ଗୀରିରେ 40.2 ଡିଗ୍ରୀ ଓ ନୟାଗଡ଼ରେ 40 ଡିଗ୍ରୀ ରେକର୍ଡ କରାଯାଇଛି |ତାତିରୁ ବର୍ତ୍ତି ପାରି ନାହିଁ ରାଜଧାନୀ ଭୁବନେଶ୍ୱର ଓ କଟକ |

ଭୁବନେଶ୍ୱରରେ 27 ଡିଗ୍ରୀ ଏବଂ କଟକରେ 6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି |ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ବର୍ତ୍ତମାନ ଯାହା ବି କିଛି ଅପଡେଟ ଆସିଥିଲା ଆମେ ଆପଣଙ୍କୁ ଜଣାଇ ଦେଲୁ

Leave a Reply

Your email address will not be published. Required fields are marked *