ଠାକୁର ଘରେ ରଖୁଛନ୍ତି କି ଏହି 4ଟି ଜିନିଷ ହୋଇଯାଆନ୍ତୁ ସାବଧାନ ନହେଲେ ଆପଣ ହୋଇଯିବେ କାଙ୍ଗାଳ, ତୁରନ୍ତ ଜାଣିରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ବାସ୍ତୁଶାସ୍ତ୍ର ଏକ ପ୍ରାଚୀନ ତମ ଗ୍ରନ୍ଥ ଅଟେ ଏହି ଗ୍ରନ୍ଥରୁ ଭବନର ନିର୍ମାଣକୁ ନେଇକରି ଘର ଭିତରେ ରଖା ଯାଇଥିବା ବସ୍ତୁମାନଙ୍କ ସ୍ଥାନ ଏବଂ ଦିଗର ମହତ୍ୱପୂର୍ଣ୍ଣ ଜ୍ଞାନ ଦିଆଯାଇଛି |ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଘରେ ପୂଜା ସ୍ଥଳର ନିର୍ମାଣ କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ପୂଜା ଘର ଅଥବା ପୂଜା ସ୍ଥଳ ଆମ ଘରର ସବୁଠୁ ପ୍ରମୁଖ ଅଙ୍ଗ ହୋଇଥାଏ ଏହି ସ୍ଥାନରେ ସକାରାତ୍ମକ ଉର୍ଜାର ନିର୍ମାଣ ହୋଇଥାଏ ଏବଂ ଏହି ଉର୍ଜା ସମ୍ପୂର୍ଣ୍ଣ ଘରେ ସଞ୍ଚାରିତ ହୋଇଥାଏ ଯାହା ଦ୍ୱାରା ଘରର ବାତାବରଣ ଶୁଦ୍ଧ ଏବଂ ପବିତ୍ର ରହିବ ପୂଜା ଘରେ ବନାଇବା ସମୟରେ ଆମକୁ ବାସ୍ତୁର ନିୟମ ପାଳନ କରିବା ଦରକାର କାହିଁକିନା ଶାସ୍ତ୍ରରେ ପୂଜା ଘରର ସମ୍ବଦରେ ବହୁତ ମହତ୍ୱପୂର୍ଣ୍ଣ ନିୟମ ବତା ଯାଇଛି ପୂଜା ଘରର ଦିଗ ଏହାର ସ୍ଥାନ କେଉଁ ଦିଗ ଆଡ଼କୁ ରହିବା ଦରକାର କେତେ ପ୍ରକାର ନିୟମର ଧ୍ୟାନ ରଖିବା ଆବଶ୍ୟକ ହୋଇଥାଏ ତେବେ ଯାଇ ଆମକୁ ଆମ ପୂଜାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ |

କେତେ ଲୋକ ଏହି ନିୟମ ଗୁଡ଼ିକୁ ଜାଣି ନଥାନ୍ତି ଏବଂ ଅଜାଣତରେ ଏହାର ନିର୍ମାଣ ଭୁଲ ଦିଗରେ କରି ଥାଆନ୍ତି |ଏହି ପୂଜା ଘରୁ ଭୁଲ ଜିନିଷ ରଖିଲେ ଏଠାରୁ ବାହାରୁ ଥିବା ନେଗେଟିଭ ଏନର୍ଜି ଘରକୁ ଅଶୁଦ୍ଧ କରି ଦେଇଥାଏ |ଠାକୁର ଘରେ ଆମେ ଆମ ପରମ୍ପରା ଅନୁସାରେ ଦେବୀ ଦେବତାଙ୍କ ଫୋଟ ରଖି ଥାଆନ୍ତି ଯେମିତିକି ପ୍ରତ୍ୟକ ମଣିଷର ଜନ୍ମ ଅଲଗା ଅଲଗା ରାଶିରେ ହୋଇଥାଏ ସେମିତିକି ତାଙ୍କର ଏକ ବିଶିଷ୍ଟ ଦେବୀ ଦେବତାଙ୍କ ଉପରେ କୃପା ବନି ରହିଥାଏ |ଏହି କାରଣରୁ ମନୁଷ୍ୟର କେଉଁ ଗୋଟିଏ ଦେବତା ପ୍ରତି ଆକର୍ଷିତ ଥାଏ ଆପଣଙ୍କର ବି କୌଣସି ଗୋଟିଏ ଦେବତା ପ୍ରତି ଆକର୍ଷଣ ରହୁଥିବ |ଏହା ପଛରେ ଆପଣଙ୍କ ଜନ୍ମର ରହସ୍ୟ ଲୁଚି ରହିଥାଏ |ବାସ୍ତୁ ଶାସ୍ତ୍ର ଅନୁସାରେ ଠାକୁର ଘରେ ଦେବୀ ଦେବତାଙ୍କ ଫୋଟ ସୀମିତ ହେବା ଦରକାର

ଗୋଟିଏ ଦେବତାଙ୍କର ଅଧିକ ମୂର୍ତ୍ତି ମଧ୍ୟ ନରଖିବା ଦରକାର ମୂର୍ତ୍ତି ରଖିବା ଦ୍ୱାରା ତାଙ୍କର ଦିଗ ସଠିକ ଦିଗ ଆଡ଼କୁ ରହିବା ଦରକାର ତେବେ ଯାଇ ସେହି ମୂର୍ତ୍ତି ସିଦ୍ଧ ହୋଇଥାଏ ଯଦି ଆପଣ ଗୋଟିଏ ପଦ୍ଧତିରେ ସବୁ ଦେବତାଙ୍କ ପୂଜା କରୁଥାଆନ୍ତି ତେବେ ଏହାର ଅଶୁଭ ପରିଣାମ ଆପଣଙ୍କୁ ପ୍ରାପ୍ତ ହୋଇଥାଏ ଆପଣଙ୍କୁ ଯେଉଁ ଦେବା ଦେବୀଙ୍କ ପୂଜା ପଦ୍ଧତି ଆପଣଙ୍କୁ ଜଣା ଅଛି ଆପଣଙ୍କୁ ସେହି ଦେବା ଦେବୀଙ୍କ ଫୋଟ ରଖିବା ଦରକାର କିଛି ଦେବତାଙ୍କୁ ଉଗ୍ର ମନା ଯାଇଥାଏ ଏବଂ ତାଙ୍କର ପୂଜା ବିଧି ମଧ୍ୟ ଅତ୍ୟନ୍ତ କଠିନ ହୋଇଥାଏ ଏଥିପାଇଁ ତାଙ୍କର ମୂର୍ତ୍ତି ପୂଜା ଘରେ ନ ରଖିବା ଉଚିତ ତେବେ ଆଜି ଆମେ ଆପଣଙ୍କୁ ସେହି ପୂଜା ଘରେ କିଛି ମହତ୍ତ୍ୱପୂର୍ଣ୍ଣ ନିୟମ ମାନ ବିଷୟରେ ବତାଇବାକୁ ଯାଉଅଛୁ |

ଯାହା ଆପଣ ସମସ୍ତ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ତେବେ ଆସନ୍ତୁ ଜାଣିବା ପୂଜା ଘର ସମ୍ବଦିତ ନିୟମ ବିଷୟରେ |ସବୁଠୁ ପ୍ରଥମ ଭୁଲ ଯାହା ଆମ ଦ୍ୱାରା ହୋଇଯାଇଥାଏ ତାହା ହେଲା ମନ୍ଦିରକୁ ଅସ୍ଵଛ ରଖିବା ପୂଜା ଘରେ ଆପଣ ଯେଉଁଥିରେ ଭଗବାନକୁ ସ୍ଥାପିତ କରିଛନ୍ତି କେବେବି ଅସ୍ଵଛ ରଖିବା ଉଚିତ ନୁହେଁ ଏହା ମଧ୍ୟ ଯେ ଆମେ ପୁରା ସ୍ଵଚ୍ଚ ହୋଇ ପୂଜା ଘରକୁ ଯିବା ଉଚିତ |ଦ୍ୱିତୀୟ କଥା ହେଉଛି ଆମ ପୂଜା ଘରର ଦ୍ୱାର କେବେବି ଦକ୍ଷିଣ ଦିଗ ଆଡ଼କୁ ଖୋଲିବା ଠିକ କଥା ନୁହେଁ ଦକ୍ଷିଣ ଦିଗ ମୃତ୍ୟୁର ଦେବତା ଯମ ରାଜାଙ୍କ ଦ୍ୱାର ବୋଲି ମନାଯାଇଥାଏ |

ଦେବୀ ଦବତାଙ୍କ ମୁଖ ମଧ୍ୟ ଦକ୍ଷିଣ ଆଡ଼କୁ ନରଖିବା ଉଚିତ ଏହା ବି ଧ୍ୟାନ ରଖନ୍ତୁ ଦେବୀ ଦେବତାଙ୍କ ମୁଖ ପରସ୍ପର ମୁହାଁ ମୁହିଁ ହୋଇ ରହିବା ଉଚିତ ନୁହେଁ ପୂଜା ଘରେ କେବେବି ନୃତ୍ୟୁ କରୁଥିବା ଗଣପତିଙ୍କ ମୂର୍ତ୍ତି ଏବଂ ତାଣ୍ଡବ କରୁଥିବା ଶିବଙ୍କ ମୂର୍ତ୍ତି ବା ଫୋଟ ନରଖିବା ଉଚିତ ହନୁମାନ କିମ୍ବା ମା ଦୁର୍ଗାଙ୍କର ଉଗ୍ର ରୂପ ଥିବା ଫୋଟ ବା ମୂର୍ତ୍ତି କେବେବି ରଖିବା ଉଚିତ ନୁହେଁ |ଯେକୌଣସି ଭଗବାନଙ୍କର ଶାନ୍ତ କିମ୍ବା ବସିଥିବା ଅବସ୍ଥାରେ ଥିବା ଫୋଟ ରଖିଥିବା ଉଚିତ ଚତୁର୍ଥ କଥା ହେଉଛି ପୂଜା ଘରେ କୌଣସି ଜୀବିତ ଏବଂ ମୃ-ତ ବ୍ୟକ୍ତିଙ୍କ ଫୋଟ ଠାକୁରଙ୍କ ସହିତ ରଖିବା ଉଚିତ ନୁହେଁ ବାସ୍ତୁ ଶାସ୍ତ୍ର ଅନୁସାରେ ଏମିତି କରିବା ଅଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *