ଏହି ରାସ୍ତା ସ୍ୱର୍ଗକୁ ପୃଥିବୀର ଏହି ଜାଗାରେ ଅଛି ସ୍ୱର୍ଗକୁ ଯିବା ସିଡ଼ି ,ବିଶ୍ୱାସ ନହେଉଥିଲେ ମଧ୍ୟ ସତ ଦେଖନ୍ତୁ ଜାଣିପାରିବେ

ନମସ୍କାର ଦର୍ଶକବନ୍ଧୁ କୁହାଯାଏ ଯେ ଭଲ କାମ କଲେ ମଣିଷକୁ ସ୍ୱର୍ଗ ମିଳିଥାଏ ଯଦି ମୁଁ ଆପଣଙ୍କୁ କହିବି ପୃଥିବୀର ଏମିତି ଜାଗା ଅଛି ସେହି ରାସ୍ତା ସାହାଯ୍ୟରେ ଯେକୌଣସି ମଣିଷ ସ୍ୱର୍ଗକୁ ଯାଇପାରିବ ଆମେ ଜାଣିଚୁ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଉଥିବେ ଏହା ସତ୍ୟ ଏମିତି ଜାଗା ପୃଥିବୀରେ ଅଛି ଲୋକମାନେ ସହଜରେ ମଧ୍ୟ ସେହି ଜାଗାକୁ ଯାଇ ପାରୁଛନ୍ତି |

କଣ ଆପଣମାନେ ଜୀବିତ ଅବସ୍ଥାରେ ଯିବା ପାଇଁ ଚାହୁଁଛନ୍ତି ତାହେଲେ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ ଆପଣମାନେ ଦେଖିଥିବେ ଏବଂ ଜାଣିଥିବେ ଚାଇନାର ସୁନ୍ଦର ସୁନ୍ଦର ଜାଗା ରହିଛି ଅସଲରେ ଚୀନ ପର୍ବତରେ ଏମିତି ରାସ୍ତା ଅଛି ଯାହାକୁ ସ୍ୱର୍ଗକୁ ଯିବାର ରାସ୍ତା କୁହାଯାଇଥାଏ |ଏଜାଗାକୁ ଯିବାକୁ 999 ସିଢି ଚଢ଼ି ଯିବା ପାଇଁ ପଡ଼ିବ ଚାଲନ୍ତୁ ଜାଣିବା

ସ୍ୱର୍ଗକୁ ଏହି ସିଢି କେଉଁ ରାସ୍ତା ଦେଇ ଯାଇଥାଏ କଣ କଣ ସାମ୍ନା କରିବାକୁ ପଡ଼ିବ |ସ୍ୱର୍ଗକୁ ଯିବା ରାସ୍ତା ସାଲରେ ଅନ୍ୟ କେଉଁଠି ନାହିଁ ଚାଇନାର ମାଉଣ୍ଟନରେ ରହିଛି ଯାହାକୁ ସ୍ୱର୍ଗର ରାସ୍ତାର କୁହାଯାଇଥାଏ ଏହି ଉଚ୍ଚା କାରଣରୁ ଧଳା ଏବଂ ପରିସ୍କାର ବାଦଲ ନଜର ଆସିଥାଏ ଯାହାକୁ ଦେଖିକରି ଏହା ଲାଗିଥାଏ ଏ ହେଉଛି ସ୍ୱର୍ଗକୁ ଯିବାର ରାସ୍ତା |

Leave a Reply

Your email address will not be published. Required fields are marked *