ପିଏମ କିଷାନ ଧାରୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ଶୀଘ୍ର କରିଦିଅନ୍ତୁ ଏହି କାମ ନଚେତ ଲିଷ୍ଟରୁ କଟିଯିବ ଆପଣଙ୍କ ନାମ

ନମସ୍କାର ଦର୍ଶକବନ୍ଧୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆସିଲା ବଡ଼ ଖୁସି ଖବର ଜାରି କଲେ ସରକାର ଏଥିରେ ନୂଆ ଲିଷ୍ଟ ତେବେ ଖୁବ ଶୀଘ୍ର ଆପଣଙ୍କ ଆକାଉଣ୍ଟକୁ 17 ତମ କିସ୍ତିର ଦୁଇ ହଜାର ଟଙ୍କା ମିଳିବାକୁ ଯାଉଛି | ତେବେ କେଉଁ ତାରିକରେ ଆସିବ ଲିଷ୍ଟ କେମିତି ଆପଣ ଦେଖିପାରିବେ କଣ ରହିଛି ଅପଡେଟ ଯାହା ଆମେ ଆଜିର ବିଷୟରେ ଜାଣିବା | ଆପଣ ପ୍ରଥମେ ଯାଏ PM .Kisan .gov in ୱେବସାଇଟ ଓପନ କରିବେ ପୂର୍ବରୁ 16 ତମ କିସ୍ତି ଟଙ୍କା 28 ଫେବୃଆରୀରେ ପ୍ରଦାନ କରା ଯାଇଥିଲା |

ତେବେ ପ୍ରତି ଚାରି ମାସରେ ଥରେ କିଷାନ ଯୋଜନା ଅଧୀନରେ ଟଙ୍କା ଆସିଥାଏ ଅର୍ଥାତ ବର୍ଷକୁ ତିନୋଟି କିସ୍ତି 6,000 ଟଙ୍କା ଆସିବ | ତେବେ ଫେବୃଆରୀରେ ଆସିବା ପରେ ଜୁନ ମାସରେ ଆସିବାକୁ ଯାଉଛି 17 ତମ କିସ୍ତି ଟଙ୍କା ହେଲେ ଏହା ପୂର୍ବରୁ ସରକାର ଜାରି କରିଛନ୍ତି ନୂଆ ଲିଷ୍ଟ |

ନୂଆ ଲିଷ୍ଟ ପୂର୍ବରୁ ନିୟୁ ରେଜିଷ୍ଟେସନ କାରରିବାକୁ ଚାହୁଁଛନ୍ତି ଯାହାକି ଆପଣ ଯେକୌଣସି ଜନସେବା କେନ୍ଦ୍ରକୁ ଯାଇ ନୂଆ ଆବେଦନ କରିପାରିବେ | ଆଉ ଆପଣଙ୍କ ଆପୃଭ ହେଲେ ଆପଣ ମଧ୍ୟ ନୂଆ ଲିଷ୍ଟରେ ନାମ ଆସିଲେ ଆପଣ ଟଙ୍କା ପାଇପାରିବେ ଆଉ ଲିଷ୍ଟ ଦେଖିବାକୁ ଚାହୁଁଥିଲେ ଆପଣ ବେନିଫିସିଆରି ଲିଷ୍ଟରେ ଚେକ କରି ଦେଖିପାରିବେ |

ହେଲେ ଜାଣିରଖନ୍ତୁ ଏହା ପୂର୍ବରୁ ଆପଣଙ୍କୁ ଏକ କାମ କରିବାକୁ ପଡ଼ିଥାଏ ଯେମିତିକି ମେନ୍ସନ ରହିଛି E -KYC କରିବା ବାଧ୍ୟତାମୂଳକ ଆପଣ ଯଦି ନିଜ ଆଧାରରେ ମୋବାଇଲ ନମ୍ବର ଲିଙ୍କ କରିନଥିବେ ଏବଂ ଆପଣଙ୍କ E -KYC ହୋଇନଥିବ ତେବେ ଆପଣ ଏଥିରୁ ବଞ୍ଚିତ ହେବେ | ତେବେ ଆପଣ ତୁରନ୍ତ E-KYC କରାଇ ନିଅନ୍ତୁ |

Leave a Reply

Your email address will not be published. Required fields are marked *