ବାହାଘର ପରେ ଶାଶୂଘରେ ରୋଷେଇ କରୁଥିବାର ନଜର ଆସିଛନ୍ତି ଓଡ଼ିଆ ଅଭିନେତ୍ରୀ Nikita Mishra |

ବାହାଘର ପରେ ଶାଶୁଘରେ ଦେଖାଦେଇଛନ୍ତି ଓଡ଼ିଆ ଅଭିନେତ୍ରୀ ନିକିତା | ଆପଣ ମାନେ ଝିଲି ସିରିଏଲ ରେ ତାଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବରେ ଦେଖିଥିବେ |ଝିଲି ସିରିଏଲ ଛଡା ନିକିତା ଭହୁତ ସାରା ସିରିଏଲ ରେ ଅଭିନୟ କରିଛନ୍ତି | ଓଲିଉଦୁ ଜଗତରେ ତାଙ୍କର ସୁନ୍ଦର ଅଭିନୟ ଆଜି ଜାୟା ଲୋକ ମାନେ ଭୁଲିବାକୁ ପାଇନାହାନ୍ତି | ସେ ଶିଶୁକଳା କାର ଭାବରେ ସେ ଓଡିଶା ସାରା ଲୋକ ଙ୍କର ଭଲ ପାଇବା ପାଇଛନ୍ତି |

ସେ ସିନେମା ରେ ଲିଡ଼ ଅଭିନେତ୍ରୀ ଭାବରେ ଅଭିନୟ ବି କରିଛନ୍ତି | ସେ ଓଡ଼ିଆ ସିରିଏଲ ଝିଲି ରେ ତାଙ୍କ ସୁନ୍ଦର ଅଭିନୟ କାରଣ ରୁ ଲୋକ ମାନେ ଭଲ ପାଇବା ଦେଇଛନ୍ତି | ସେ ଏହାରି ଭିତରେ ବାହାଘର ପରେ ଶାଶୁ ଘରେ ଦେଖାଦେଇଛନ୍ତି ନିକିତା ଅମର ଙ୍କୁ ବିବାହ କରିଥିବା କଥା ଶୁଣିବାକୁ ମିଳିଛି ଝିଲି ସିରିଏଲ ର ଅଭିନେତାଙ୍କୁ ଅମର ଙ୍କୁ ବିବାହ କରିଛନ୍ତି ନିକିତା ଏହି ଭଳି କଥା ଶୁଣିବାକୁ ସୋସିଆଲ ମିଡିଆରେ ଶୁଣିବାକୁ ମିଳିବାକୁ |

ପ୍ରକୃତ ଘଟଣା ହେଉଛି ଝିଲି ରିଅଲ ଲାଇଫ ରେ ଏଯାଏ ବିବାହ କରିନାହାନ୍ତି | ତାଙ୍କୁ ଏବେ 25 ବର୍ଷ ବୟସ ଏୟା ଭିତରେ ତାଙ୍କର ଗୋଟିଏ ଫୋଟୋ ଭାଇରାଲ ହେବାର ଲାଗିଛି ସେ ପରିବା କାଟୁଛନ୍ତି ଆଉ ରୋଷେଇ କରୁଥିବାର ନଜର ଆସିଛନ୍ତି | ଏହି ଫୋଟୋ ଟି ହେଉଛି ସୁଟିଙ୍ଗ ସେଟ ର ଫୋଟୋ |

Leave a Reply

Your email address will not be published. Required fields are marked *