ଭଗବାନଙ୍କୁ ଧ୍ୟାନ କରି ଭାବନ୍ତୁ ଜଣାନ୍ତୁ ଆପଣ ଙ୍କର କୋଉ ଇଚ୍ଛା ପୂରଣ ହେବାକୁ ଯାଉଛି | ଆସନ୍ତୁ ଜାଣିବା ଆପଣ ଙ୍କର ଭାଗ୍ୟ ରେ କଣ ଅଛି ହନୁମାନ ଙ୍କୁ ଧ୍ୟାନ କରି ଡାକନ୍ତୁ ବାଛନ୍ତୁ ଗୋଟିଏ ସବୁଜ ପଇଡ଼ କିମ୍ବା ନାଲି ପଇଡ଼ | ଆପଣ ଯଦି ସବୁଜ ପଇଡ଼ ବାଛିଛନ୍ତି | ଯଦି ଆପଣ କାହାକୁ ପାଇବାକୁ ଚାହୁଁଛନ୍ତି ତାହାଲେ ତାହା ପୂରଣ ହେବାକୁ ଯାଉଛି | ଜୀବନ ରେ ଯାହା ବି ଇଚ୍ଛା ଅଛି ତାହା ପୂରଣ ହେବ ଜୀବନ ରେ ଖୁସି ରେ ରୁହନ୍ତୁ |
ଆପଣ କାହାକୁ ଦୁଖଃରେ ଦେଖି ପାରନ୍ତି ନାହିଁ | ଆପଣ ଭହୁତ ଶୀଘ୍ର ଚିନ୍ତା ରେ ପଡିଯାନ୍ତି | ଦୁନିଆ ଅଟେ ସହଜ ନୁହଁ ଆପଣ ଙ୍କୁ ସବୁ ଜଗି ରଖି ଚାଲିବାକୁ ହେବ | ଆପଣ ଙ୍କୁ ନିଜ କ୍ୟାରିଅର ପଛରେ ଧାନ ଦିଅନ୍ତୁ | କୌଣସି ଜିନିଷ ପସନ୍ଦ ଆସିଛି ସେହି ଜିନିଷ ଆପଣ ଭହୁତ ଜଲ୍ଦୀ ପାଇପାରିବେ | ଆପଣ ଙ୍କୁ ସନ୍ତାନ ସୁଖ ମିଳିବାକୁ ଯାଉଛି | 2025 ଆପଣ ଙ୍କ ପାଇଁ ଭଲ ରହିଛି |
ଆପଣ ଙ୍କର ଯାହା ସବୁ ଇଚ୍ଛା ଅଛି ତାହା ପୂରଣ ହେବାକୁ ଯାଉଛି ଆପଣ କାହାକୁ କିଛି କହିପାରନ୍ତି ନାହିଁ | ଆପଣ ଯଦି ନାଲି ପଇଡ଼ ଟି ବାଛିଛନ୍ତି | ଯାହା ଆପଣ ଚାହୁଁଛନ୍ତି ତାହା ମିଳିବାକୁ ଯାଉଛି | ଅଚିନା ଲୋକ ଙ୍କ ସହ ମିଳାମିଶା କରନ୍ତୁ ନାହିଁ |ଅଯଥା ଖଚ୍ଚର କରନ୍ତୁ ନାହିଁ | ଆପଣ ଖୁସି ରେ ଧ୍ୟାନ ଦେଇ କାମ କରନ୍ତୁ | ଆପଣ ଯେଉଁ କାମ ଚାହୁଁଛନ୍ତି ତାହା ପୂରଣ ହେବାକୁ ଯାଉଛି |
ଆପଣ ମନରେ କିଛି ରଖନ୍ତି ନାହିଁ ରାଗ ଆଶିଲେ କହିଦିଅନ୍ତି | ଆପଣ ସବୁବେଳେ ଖୁସି ରେ ରୁହନ୍ତୁ | ନିଜ କଥା ଭାବନ୍ତୁ ଆପଣ ଙ୍କର ଆଗକୁ ଭଲ ହେବାକୁ ଯାଉଛି | ଖରାପ ପ୍ରକୃତି ଲୋକ ଙ୍କ ଠାରୁ ଦୁରେଇ ରୁହନ୍ତୁ | ଖରାପ ଲୋକ ଙ୍କ ସହ ମିଶାନ୍ତୁ ନାହିଁ | ଆପଣ ମାନେ ଖରାପ ଲୋକ ଲୋକ ଙ୍କ ଠାରୁ ଦୁରେଇ ରୁହନ୍ତୁ | ନିଜର କେୟାର ନିଅନ୍ତୁ | ପରିବାର ସହିତ ଦୁରକୁ ଯାତ୍ରା କରିପାରନ୍ତି |