ଫେବୃଆରୀ ୧ତାରିଖ ଠାରୁ ଭାରତରେ ଅନେକ ନୂଆ ସୁବିଧା ଆରମ୍ଭ ହେବାକୁ ଯାଉଛି, ଏହିସବୁ ସୁବିଧା ସାଧାରଣ ଜନତାଙ୍କ ପାଇଁ ଖୁବ ଲାଭ ଦାୟକ ହେବ, ଏହି ନୂଆ ସୁବିଧାର ପ୍ରଭାବ ବ୍ୟାଙ୍କିଙ୍ଗ, ମୋବାଇଲ ରିଚାର୍ଜ, ଟ୍ୟାକ୍ସ, ରାସନ କାର୍ଡ LPG ଗ୍ୟାସ ଓ ଅନ୍ୟ କ୍ଷେତ୍ରରେ ପଡିବ | ଏହି ପରିବର୍ତ୍ତନ ର ସବୁଠୁ ଅଧିକ ପ୍ରଭାବ ଅଧିକ ମାଧ୍ୟମ ବର୍ଗ ର ସୁବିଧା ପାଇବେ ବୋଲି ଆଶା କରାଯାଉଛି | ଆସନ୍ତୁ ଜାଣିବା ସେହି ସୁବିଧା ଗୁଡିକ କଣ ?
୧ ଫେବୃଆରୀ ୨୦୨୫ ରୁ ଆରମ୍ଭ ହେବାକୁ ଯାଉଛି ଏହି ଫ୍ରୀ ସୁବିଧା – ୧ – ଫେବୃଆରୀ ୧ତାରିଖ ୨୦୨୫ ରୁ ଦେଶରେ ଅନେକ ନୂଆ ସୁବିଧା ଆରମ୍ଭ ହେବାକୁ ଯାଉଛି, ଏବଂ ସୁବିଧା ପାଇଁ ବିଶେଷ ନିୟମ ଲାଗୁ ହେବ | ଫେବୃଆରୀ ୧ତାରିଖ ଠାରୁ UPI ପେମେଣ୍ଟ ଲିମିଟ ରେ ମହତ୍ଵପୁର୍ଣ ପରିବର୍ତ୍ତନ ହେବାକୁ ଯାଉଛି | RBI ପକ୍ଷରୁ ଫିଚର ଫୋନ ପାଇଁ UPI 123 Pay ର ଲିମିଟ ଦୁଇଗୁଣ କରିଦିଆ ଯିବ, ବର୍ତମାନ ଆପଣ ଫୋନ ରୁ ୧୦ ହଜାର ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ କରିପାରିବେ | ଏହା ବ୍ୟତୀତ ମେଡିକାଲ ଏମର୍ଜେନ୍ସି ରେ ୟୁପିଆଇ ର ପେମେଣ୍ଟ ବଢି ୧ଲକ୍ଷ କରିଦିଅ ଯାଇଛି | ଏହାଛଡା ୟୁପିଆଇ ଆକାଉଣ୍ଟ ରେ ଏକସଙ୍ଗରେ ୫ଜଣ ଙ୍କୁ ଆଡ କରିପାରିବେ |
୨ – ଫେବୃଆରୀ ୨୦୨୫ ରୁ ପେନସନ କୁ ନେଇ ନୂଆ ତଥ୍ୟ ଆସିଛି, ପେନସନ ଉପଭୋକ୍ତା ଯେଉଁ ଶଖାରୁ ଚାହିଁବେ ପେନସନ କାଢି ପାରିବେ, ନିଜ ରାଜ୍ୟ ଛଡା ଅନ୍ୟ ରାଜ୍ୟରୁ ମଧ୍ୟ ପେନ୍ସନ କାଢି ପାରିବେ l ଆଉ ନୂଆ ଖାତା ଖୋଲିବାର ଅସୁବିଧା ନାହିଁ |
୩ – RBI ପକ୍ଷରୁ କୃଷକ ମାନଙ୍କ ପାଇଁ ବଡ଼ ଘୋଷଣା , ବର୍ତମାନ କୃଷକ ମାନେ ବିନା କୌଣସି ଗ୍ୟାରେଣ୍ଟି ରେ ୨.୫ ଲକ୍ଷ ପର୍ଯ୍ୟନ୍ତ ଲୋନ ନେଇପାରିବେ | ପୂର୍ବରୁ ଏହା ୧.୬ ଲକ୍ଷ ଥିଲା ବିନା ଗ୍ୟାରେଣ୍ଟି ରେ ଲୋନ ମିଳିଲେ କୃଷକ ମାନଙ୍କୁ ଖୁବ କମ ଅସୁବିଧା ହେବ |
୪ – ଫେବୃଆରୀ ୧ତାରିଖ ଠାରୁ ମୋବାଇଲ ରିଚାର୍ଜ ରେ ପରିବର୍ତ୍ତନ ହେବ l ଏହା ଖୁବ ଶସ୍ତା ହୋଇଯିବ | TRAI ପକ୍ଷରୁ ଟେଲିକମ କମ୍ପାନୀ ଗୁଡିକୁ ନିର୍ଦେଶ ଦିଆଯାଇଛି କି କେବଳ କଳିଙ୍ଗ ପାଇଁ ଅଲଗା ରିଚାର୍ଜ କରାଯାଉ l ଏହାଦ୍ୱାରା ସେହି ମାନଙ୍କର ଲାଭ ହେବ ଯେଉଁମାନେ ଇଣ୍ଟରନେଟ ବ୍ୟବହାର କରୁନାହାନ୍ତି | ଏହି ନୂଆ ନିୟମ ଦ୍ୱାରା ଶସ୍ତା ହେବ ମୋବାଇଲ ରିଚାର୍ଜ, ଗ୍ରାହକ ନିଜ ଆବଶ୍ୟକତା ହିସାବ ରେ ପ୍ଲାନ ବାଛିବେ l ଅନାବଶ୍ୟକ ସେବା ପାଇଁ କିଛି ଦେବାକୁ ପଡିବ ନାହିଁ |
୫ – ବର୍ତମାନ ଶିକ୍ଷାନୀତି ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି, ବର୍ତମାନ ଅପ[ନ ଭାରତରେ ରହି ବିଦେଶୀ ବିଶ୍ୱବିଦ୍ୟାଳୟ ଡିଗ୍ରୀ ହାସଲ କରିପାରିବେ, ବର୍ତମାନ ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ ନିଜର ବ୍ରାଞ୍ଚ ଖୋଲି ପାରିବେ, ଏବଂ ଫିଜିକାଲ କ୍ଲାସ ମଧ୍ୟ କରିପାରିବେ | ବିଦେଶୀ ଡିଗ୍ରୀ ଦ୍ୱାରା ଚାକିରୀ ମିଳିବାର ଅଧିକ ସୁବିଧା ପାଇପାରିବେ |
୬ – ଅଗ୍ନିବୀର ଙ୍କୁ ମିଳିବ ସୁବିଧା, CISF ଓ BSF ରେ ପୂର୍ବ ଅଗ୍ନିବୀର ଙ୍କୁ ୧୦ ପ୍ରତିଶତ ଆରକ୍ଷଣ ମିଳିବ | ଏହା ବ୍ୟତୀତ ଫିଜିକାଲ ଟେଷ୍ଟ କିମ୍ବା ଏଜେ ଲିମିଟ ରେ ଛୁଟ ମିଳିବ | ଅଗ୍ନିବୀର ପାଇଁ ଙ୍କୁ ସରକାରୀ ଚାକିରୀ ସୁବିଧା ମିଳିବ ପ୍ରଶିକ୍ଷିତ ଯୁବକ ମାନଙ୍କୁ ସୁରକ୍ଷା ବଳ ରେ ସୁଯୋଗ ମିଳିବ |
୭ – ଇନକମ ଟ୍ୟାକ୍ସ ଭରିବାର ଶେଷ ତାରିଖ ବଢିବ, କରଦାତା ITR ଫାଇଲ କରିବା ପାଇଁ ସମୟ ଲାଗିବ ସମୟ ରେ ITR କରିବା ଦ୍ୱାରା ଜୋରିମାନା ରୁ ଦୁରେଇ ରହିବେ |