ବିଶ୍ବକପ ଜିତି ଅଡୁଆରେ ରୋହିତ ଏମିତି ଘଟଣା ଘଟିଛି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ବିସିଆଇ Rohit ଙ୍କ ଉପରେ ନେଇପାରେ କାର୍ଯ୍ୟାନୁଷ୍ଠାନ

ବିବାଦ ଘେରରେ ହିଟ ମ୍ୟାନ ରୋହିତ ଶର୍ମା ତ୍ରିରଙ୍ଗା ପତାକାକୁ ଅ ପମାନ ପ୍ରସଙ୍ଗରେ ଏମିତି କହିଲେ ଫ୍ୟାନ ଯାହାକୁ ଶୁଣି ଆପଣ ଆଶ୍ଚର୍ୟ୍ଯ ହୋଇଯିବେ ସବୁ ସମୟରେ ଚର୍ଚ୍ଚାର ରହୁଥିବା ରୋହିତ ଶର୍ମା ଏବେ ବିବାଦ ଘେରରେ ମାଟିରେ ତ୍ରିରଙ୍ଗା ପତାକା ପ୍ରସଙ୍ଗରେ ଘେରି ଗଲେ ଭାରତୀୟ ଫ୍ୟାନ । ତେବେ ଗତ କିଛି ଦିନ ହେଲା ଭାରତୀୟ ଅଧିନାୟକ ରୋହିତ ଶର୍ମା ବହୁ ଚର୍ଚ୍ଚାରେ ରହି ଆସୁଛନ୍ତି

ପ୍ରଥମେ ଟିୱେଣ୍ଟି ବିଶ୍ଵକପ ତାପରେ ଅବଶ୍ୟ ବିଜୟ ପରେ ବିଜୟ ଗୋଟିଏ ଖାସ ଅଧିନାୟକ ପାତ୍ର ହୋଇ ପାରୁଛନ୍ତି ସୋସିଆଲ ମିଡିଆରେ ଏଭଳି କଥା କୁ ନେଇ ବିବାଦ ହୋଇଛି । ଏବେ ସୋସିଆଲ ମେଡିଆ ପ୍ଲାଟଫର୍ମ ରେ ପୋଷ୍ଟ କରିଥିବା ରୋହିତ ଶର୍ମା ନୂଆ ଫୋଟ କୁ ନେଇ ଏବେ ବିବାଦ ଉପୁଜିଛି ।

ସୋସିଆଲ ମିଡିଆ ବ୍ୟବହାର କାରୀ ମାନେ ତ୍ରିରଙ୍ଗା ପତାକା ନେଇ ବ୍ୟବହାର କାରୀ ମାନେ ଜୁଲାଇ ୮ ତାରିଖ ରେ ରୋହିତ ଶର୍ମା ନିଜ ସାଇଡରେ ନିଜର ପ୍ରୋଫାଇଲ୍ ଫୋଟ ଚେଞ୍ଜ କରିଥିଲେ ଯାହା ଫଳରେ ତାଙ୍କୁ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡ଼ିଛି । ତାଙ୍କର ଏଇ ନୂଆ ଫୋଟ ଉପରେ ଅନେକ ପ୍ରଶଂସକ କ୍ରୋଧିତ ହୋଇ ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗ କରିଥିଲେ ।

ଟି ଟୱେଣ୍ଟ ବିଶ୍ଵକପ ଜିତିବା ପରେ ବାର ବଡଶ ଷ୍ଟାଡିୟମ୍ ପିଚରେ ଭାରତ ପତାକା ଫୁଙ୍କି ଥିବାର ଫୋଟ ଭାଇରଲ ହୋଇଥିଲା ଯଦି କ୍ରକେଟ ଇତିହାସ ରେ ରୋହିତ ଙ୍କ ଆଭିମୁଖ୍ୟ ଦେଖାଇବାର ଥିଲା କିନ୍ତୁ ପ୍ରଶଂସକ ମାନେ ବିଦେଶୀ ମାଟିରେ ଜାତୀୟ ପତାକା ଦେଖାଇବା ଅନୁଚିତ୍ ବୋଲି କହିଥିଲେ

Leave a Reply

Your email address will not be published. Required fields are marked *