Vastu: ଗୁରୁବାର ଲୁଣର ଏହି ଉପାୟ ଆପଣଙ୍କୁ କୋଟିପତି ବନେଇଦେବ, ଥରେ ନିଶ୍ଚୟ କରିକି ଦେଖନ୍ତୁ ଏହି ଚମତ୍କାରୀ ଉପାୟ ହୋଇଯିବେ ଧନଵାନ

ବନ୍ଧୁଗଣ ସାମାନ୍ୟ ଲୁଣ ଆମକୁ କିପରି ଧନଵାନ ବନାଇଥାଏ ଲୁଣ ପଇସାକୁ ଚୁମ୍ବକ ପରି ଟାଣି ଥାଏ ଯଦି ଆପଣ ଏହାର ପଛର ସତ୍ୟତା ଜାଣିବେ ଆପଣ ବି ହୋଇଯିବେ ଜଲ୍ଦି ଧନଵାନ ପ୍ରଥମେ ଆପଣ ଏହି କଥାର ଭରସା କରିବା ବହୁତ ଜରୁରୀ ଅଟେ କାହିଁକିନା ଭରସା ଉପରେ ହିଁ ଦୁନିଆ ଚାଲି ଥାଏ ପୁରୁଣା ସମୟରୁ ଲୁଣର ବ୍ୟବହାର କରାଯାଇ ଆସୁଅଛି | ଲୁଣ ନା କେବଳ ଆମର ଭୋଜନକୁ ସ୍ୱାଦିଷ୍ଟ ବନାଇ ଥାଏ ବରଂ ଏହା ଆମକୁ ବହୁତ ଫାଇଦା ଦେଇଥାଏ ଯଦି ମନୁଷ୍ୟ ମଧ୍ୟରେ ଲୁଣର କମି ହୋଇଯାଏ ତେବେ ସେହି ଶରୀର ଖରାପ ହୋଇଯାଏ ମନା ଯାଇଥାଏ କି ଲୁଣ ସର୍ବଦା ଧନଵାନ କରି ଦେଇଥାଏ | ଲୁଣ ଚମତ୍କାରୀ ଭାବରେ ମନୁଷ୍ୟକୁ ଲାଭ ପ୍ରଦାନ କରିଥାଏ ଲୁଣ ଭିତରେ ସକରାତ୍ମକ ଉର୍ଜାର ଭଣ୍ଡାର ଭରି ହୋଇ ରହିଥାଏ | ଲୁଣ ଜନିତ ଏମିତି କିଛି ଉପାୟ ଅଛି ଯଦି ମନୁଷ୍ୟ ତାହା କରେ ତାହେଲେ ନିଶ୍ଚିତ ଜୀବନରେ ଥିବା ସବୁ ଗରିବୀ ଦୂର କରିପାରିବ | ତେବେ ଆସନ୍ତୁ ଜାଣିବା ଲୁଣର କିଛି ଖାସ ଉପାୟ ବିଷୟରେ |

ଆଜି ଆମେ ଆପଣଙ୍କୁ ଗୁରୁବାର ଦିନ ଲୁଣର କେଉଁ ସବୁ ଉପାୟ କରିଲେ ବ୍ୟକ୍ତି କୋଟିପତି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଏଥିପାଇଁ ୫୦ ଗ୍ରାମ ଚାଉଳ, ନାଲି ଲଙ୍କା, ୧୦୦ ଗ୍ରାମ ମୁଗ ଡାଲି, ଗୋଟେ ପ୍ଯାକେଟ ଲୁଣ, ୧୦୦ ଗ୍ରାମ ଲୁଣ, ପାଣି ବୋତଲକୁ ଏକତ୍ରିତ କରି କୌଣସି ମହିଳା ବା ପୁରୁଷଙ୍କୁ ଦାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ଉଦୟ ହୋଇଯିବ ଓ ମା ଲକ୍ଷ୍ମୀଙ୍କ ଆଗମନ ଗୃହକୁ ହେବ । ଏହା ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।ଏହି ଉପାୟ କରିଲେ ଧନର ବୃଦ୍ଧି ହେବା ସହ ଯାହା ବି ସମସ୍ଯା ରହିଥାଏ ତାହା ଦୂର ହେବ ।

ଲୁଣକୁ ଚନ୍ଦ୍ର ଓ ଶୁକ୍ର ଗ୍ରହଙ୍କର ପ୍ରତିନିଧି ମାନା ଯାଇଥାଏ । ଲୁଣକୁ ଷ୍ଟିଲ ବା ଲୁହା ପାତ୍ରରେ ରଖୁଛନ୍ତି ଏହା ଚନ୍ଦ୍ର ଓ ଶନିଙ୍କ ମିଳନ ହୋଇଥାଏ ଯାହା ଘାତକ ସିଦ୍ଧ ହୋଇଥାଏ । ଏପରିକି ଆପଣ କାଙ୍ଗାଳ ମଧ୍ୟ ହୋଇପାରନ୍ତି । ଲୁଣକୁ ପ୍ଲାଷ୍ଟିକ ପାତ୍ରରେ ରଖନ୍ତୁ ନାହି । ଲୁଣକୁ କାଚ ପାତ୍ରରେ ରଖିବା ଉଚିତ । ଖାଦ୍ୟ ଖାଇବା ସମୟରେ ଲୁଣକୁ ତଳେ ପକାଇବା ଉଚିତ ନୁହେଁ ଏହା ଖରାପ ହୋଇଥାଏ ।ଉଧାର ରେ ଆଣି କେବେ ବି କାହାର ଲୁଣ ଆଣି ଖାଇବା ଅନୁଚିତ ହୋଇଥାଏ । ଯଦି ଆପଣ କାହାର ଲୁଣ ଖାଇ ଭୁଲି ଯାଇଛନ୍ତି ତେବେ ଶନିଦେବଙ୍କ ସାମନା କରିବାକୁ ପଡିପାରେ । ସନ୍ଧ୍ୟା ସମୟରେ କାହା ଠାରୁ ଲୁଣ ଦେବା ବା ନେବା ଅନୁଚିତ । ଏମିତି କରିଲେ ଘରର ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ ।

ଲୁଣରେ ମିଶ୍ରିତ ପାଣିରେ ଘରେ ପୋଛା ଲଗାଇଲେ ଭଲ ହୋଇଥାଏ ଏମିତି କରିଲେ ଅଲକ୍ଷ୍ମୀଙ୍କ ବାସ ହୋଇଥାଏ । ତନ୍ତ୍ର, ମନ୍ତ୍ର, ନଜର ଦୋଷ ମାତ୍ର ଏହି ଉପାୟକୁ କରିବା ଦ୍ଵାରା ଦୁଇ ମିନିଟରେ ଦୂର ହେବ । ଏଥିପାଇଁ ଅଳ୍ପ ଲୁଣ, ଅଟା, ଶୁଖିଲାଲଙ୍କା, ଗୋଟେ ଖଣ୍ଡ କୋଇଲା, ହଳଦି ନିଅନ୍ତୁ ଏହି ସବ ଜିନିଷକୁ ଗୋଟେ ଜାଗାରେ ବାନ୍ଧି କାଗଜରେ ବାନ୍ଧି ଦିଅନ୍ତୁ । ଯାହାକୁ ନଜର ଲାଗି ଯାଇଛି ତା ଉପରେ ୭ ଥର ଘୂରାନ୍ତୁ ଏହାକୁ ଚୁପଚାପ ନିଆଁ ରେ ଜଳାଇ ଦିଅନ୍ତୁ । ଏହି ଉପାୟଟି କରିବା ଦ୍ଵାରା ସବୁ ନଜର ଦୋଷ ଦୂର ହୋଇଯିବ । ଏହା ସହ ଧନର ବୃଦ୍ଧି ହୋଇଥାଏ

Leave a Reply

Your email address will not be published. Required fields are marked *