+2 ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ଖୁସି ଖବର ,ଏହି ୱେବସାଇଟରେ ସର୍ବ ପ୍ରଥମେ ଦେଖିପାରିବେ ରେଜଲ୍ଟ ,Student ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଯୁକ୍ତ ଦୁଇ ରେଜଲ୍ଟ ଦେଖିବା ପାଇଁ ଆପଣ ସର୍ବ ପ୍ରଥମେ ଗୁଗଲ କ୍ରୋମ ଓପନ କରି CHSE.odisha.nic. in ୱେବସାଇଟ ଓପନ କରିବେ ତାପରେ ଆପଣଙ୍କ କାଉନସିଲ ଅଫ ହାୟର ସେକେଣ୍ଡାରୀ ଏଜୁକେସନ ଅଫ୍ ଓଡ଼ିଶାର ଅଫିସିଆଲ୍ ୱେବସାଇଟ ଦେଖିବାକୁ ପାଉଥିବେ ବର୍ତ୍ତମାନ ଆପଣ ସ୍କ୍ରୋଲ ଡାଉନ କରି ଆସନ୍ତୁ

ରାଇଟ ସାଇଟରେ ଦେଖନ୍ତୁ ଭିୟୁ ରେଜଲ୍ଟ ଲେଖାଯାଇଛି ବର୍ତ୍ତମାନ ଭୀୟୁ ରେଜଲ୍ଟ ଉପରେ କ୍ଲିକ୍ କରନ୍ତୁ । ତାପରେ ଆପଣ ଦେଖିବେ ରେଜଲ୍ଟ ପବ୍ଲିସ୍ ହୋଇ ନାହିଁ ରେଜଲ୍ଟ ପବ୍ଲିଶ ହେଲେ ଆପଣ ଚାହିଁଲେ ନିଜ ରୋଲ ନମ୍ବର ଦେଇ ରେଜଲ୍ଟ ଚେକ କରି ଦେଇପାରିବେ ।ଆପଣ ଚାହିଁଲେ orrisha result nic.in ଚେକ୍ କରି ଦେଇପାରିବେ

ଆଉ ଗୋଟେ ୱେବସାଇଟ odisha.india.result nic.com ଏତିକି ଆପଣ ମାରି ସର୍ଚ୍ଚ କରନ୍ତୁ ତାପରେ ଆପଣ ଦେଖିବେ ଏହି ୱେବସାଇଟ ଓପନ ହୋଇ ସାରିଛି ଆପଣ ଏହି ଫାଷ୍ଟ ରେ ଦେଖିବାକୁ ପାଇଯିବେ କାଉନସିଲ ଅଫ ହାୟର ଏଜୁକେଶନ ଅଫ୍ ଓଡ଼ିଶା ବର୍ତ୍ତମାନ ଏହା ଉପରେ କ୍ଲିକ୍ କରନ୍ତୁ ତାପରେ ଆପଣ ସ୍କ୍ରୋଲ ଡାଉନ୍ କରି ଦେଖିବେ

ଆର୍ଟସ ପିଲାଙ୍କ ଦିଆଯାଇଛି ,ସାଇନ୍ସ ପିଲାଙ୍କ ଦିଆଯାଇଛି ଏବଂ କମର୍ସ ପିଲାଙ୍କ ମଧ୍ୟ ଦିଆଯାଇଛି ଯେତେବେଳେ ରେଜଲ୍ଟ ପବ୍ଲିଶ ହେବ ଏହି ସାଇଡ ରେ ନାୱ ଆଭେ ଲେବୁଲ ଲେଖା ହେବ ତାପରେ ଆପଣଙ୍କ ଯେଉଁ ସ୍ତ୍ତ୍ରିମ ହୋଇଥିବ ଆପଣ ଚାହିଁଲେ ସେଥିରେ କ୍ଲିକ୍ କରି ଦେଖିପାରିବେ ।

Leave a Reply

Your email address will not be published. Required fields are marked *