ହାତର ପାପୁଲିରେ M ଚିହ୍ନ ଅଛିକି ଭୟଙ୍କର କଥା ଜାଣନ୍ତୁ ଆପଣଙ୍କ ଭାଗ୍ୟ ବଦଳିଯିବ ଜୀବନରେ ହେବେ ଜଣେ ସଫଳ ବ୍ୟକ୍ତି

ବନ୍ଧୁଗଣ ଯଦି କୌଣସି ପୁଅ ବା ଝିଅ ର ନାମ ଇଂରାଜୀ ଅକ୍ଷର M ରୁ ଷ୍ଟାର୍ଟ ହୁଏ ତେବେ ଏପରି ବ୍ୟକ୍ତି ଜ୍ଞାନ ବାଣ୍ଟିବାରେ ମାହିର ହୋଇଥାନ୍ତି, ଏମାନେ ଅଧିକ ଭାବୁକ ଓ ସଂକୋଚୀ ସ୍ୱଭାବର ହୋଇଥାନ୍ତି ଓ ସବୁବେଳେ ଗଭୀର ଚିନ୍ତା ରେ ମଗ୍ନ ଥିବା ବ୍ୟକ୍ତି ହୋଇଥାନ୍ତି ଏଭଳି ବ୍ୟକ୍ତି ସବୁ ଛୋଟ ଛୋଟ କଥାକୁ ନିଜ ହୃଦୟ ର ଭିତରକୁ ନେଇଯାଇଥାନ୍ତି ଏମାନେ ବହୁତ ଜିଦଖୋର ସ୍ୱଭାବ ର ହୋଇଥାନ୍ତି ଏମାନେ କୌଣସି କଥାକୁ ଥରେ ଧରିନେଲେ ଛାଡ଼ନ୍ତି ନାହିଁ

M ଅକ୍ଷର ବ୍ୟକ୍ତି ମାନଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ଥାନ୍ତି ସେଥିଲାଗି ଧନ ଓ ସନମାନ ଏମାନଙ୍କୁ ମିଳିଥାଏ ସାଧାରଣତଃ ଏପରି ଜାତକ ବିଶେଷ ରାଜନୀତିକ ରେ ଦେଖାଯାଇଥାନ୍ତି ଏଭଳି ବ୍ୟକ୍ତି ଭଲ ଲେଖକ ମଧ୍ୟ ହୋଇଥାନ୍ତି, କାମ ପ୍ରତି ଏମାନେ ବିଶେଷ ସଚେତନ ନୁହନ୍ତି କିନ୍ତୁ ଭାଗ୍ୟ ରେ ଧନୀ ହୋଇଥିବା ରୁ ଏମାନେ ସଫଳତାର ସିଢି ଚଢି ଚଢି ଯାନ୍ତି ଯେକୌଣସି କାର୍ଯ୍ୟ ହେଉକି ଯେକୌଣସି କ୍ଷେତ୍ର ହେଉ ଏମାନେ ପ୍ରସିଦ୍ଧି ଲାଭ କରିଥାନ୍ତି

ଏପରି ବ୍ୟକ୍ତି ବହୁତ ଭାବୁକ ହେଇଥିବାରୁ ଶୀଘ୍ର ପ୍ରେମରେ ପଡନ୍ତି ଏବଂ ପ୍ରେମକୁ ତୁଲାଇବାରେ ସାହସ ମଧ୍ୟ ରଖିଥାନ୍ତି, ନିଜର ପ୍ରେମକୁ ପାଇବା ପାଇଁ ଏମାନେ ସବୁ କିଛି କରିପାରନ୍ତି ସବୁବେଳ ପାଇଁ ଏମାନଙ୍କ ପରେ ଅତିସୁନ୍ଦର ହୋଇଥହାନ୍ତି ଯେଉଁମାନଙ୍କୁ ଏ ନିଜର କରିବାକୁ ଚାହିଁ ଥାନ୍ତି ଏମାନେ ନିଜର ନୌତିକ ମୂଲ୍ୟ ରେ ଜୀବନ ଅତିବାହିତ କରିଥାନ୍ତି, ଖରାପ କାମ କରୁଥିବାର ଲୋକ ମାନଙ୍କୁ ଏମାନେ କେବେ ପସନ୍ଦ କରନ୍ତିନି

ଏମାନେ କୌଣସି କଥାକୁ ବୁଲେଇ ବଙ୍କେଇ କହିନଥାନ୍ତି ଯାହା କୁହନ୍ତି ସିଧା ସିଧା କୁହନ୍ତି ଯେଉଁ କାରଣ ରୁ ଅନ୍ୟ ଳିକଙ୍କୁ ଏମାନଙ୍କର କଥା ଖରାପ ଲାଗେ ଏବଂ ଏମାନଙ୍କ ଶତ୍ରୁ ସଂଖ୍ୟା ବଢି ବଢି ଚାଲେ ସବୁବେଳେ ଏମାନଙ୍କର ଗୋଟେ ପ୍ରୟାସ ଥାଏ କି ସମାଜ ରେ ଏମାନଙ୍କୁ ମାନସନମାନ ମିଳିବ ଏଥି ପାଇଁ ଏମାନେ ବହୁତ ଚେଷ୍ଟା ମଧ୍ୟ କରିଥାନ୍ତି ଏମାନେ ଅତି ଉଚ୍ଚ ଧାରଣା ର ବ୍ୟକ୍ତି ଅଟନ୍ତି ସେଥିଲାଗି ବେଳେବେଳେ ଏମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ଏମାନଙ୍କ ଜୀବନ ଘଟଣା ରେ ପରିପୂର୍ଣ ରହିଥାଏ

ଏପରି ଜାତକ ନିଜକୁ ଶ୍ରେଷ୍ଠ ବୋଲି ଭାବନ୍ତି ଏବଂ ତାହା ପ୍ରମାଣିତ କରିବାକୁ ଚେଷ୍ଟା ମଧ୍ୟ କରିଥାନ୍ତି ଲୋକମାନଙ୍କ ପାଖରେ ଏମାନଙ୍କ ର ଗୋଟେ ଅଭିଯୋଗ ଥାଏ କି ଲୋକମାନେ ଏମାନଙ୍କୁ ବୁଝିପାରୁ ନାହାନ୍ତି ଏମାନେ ଯେ ପର୍ଯ୍ୟନ୍ତ ସାନ୍ତ ଅଛନ୍ତି ତା ଥାନ୍ତି କିନ୍ତୁ ଥରେ ରାଗ ଆସିଗଲେ ଏମାନଙ୍କୁ ବୁଝେଇବା ବହୁତ କଷ୍ଟ ହୋଇଯାଇଥାଏ ଏହି ଜାତକ ଭାବୁକ ମଧ୍ୟ ହୋଇଥାନ୍ତି ଏମାନେ ନିଜର ସମାଲୋଚନ କୁ ଶଯ୍ୟା କରିପାରନ୍ତି ନାହିଁ ଓ ଏମାନେ ସବୁଯାଗାରେ ନିଜର ବଡପଣିଆ ଦେଖେଇ ହୋଇଥାନ୍ତି କିନ୍ତୁ ଏମାନେ ଠାରେ ଭଲ ପାଇଁ ବସିଲେ ଏମାନଙ୍କ ଠୁ ଭଲ ବ୍ୟକ୍ତି ଦୁନିଆରେ ଆଉ କେହି ନାହାନ୍ତି

Leave a Reply

Your email address will not be published. Required fields are marked *