+2 ପରୀକ୍ଷା ଫଳାଫଳକୁ ନେଇ ଆସିଲା ନୂଆ ଘୋଷଣା ,ଏହି ଦିନ ଧାର୍ଯ୍ୟ ପ୍ରକାଶ ପାଇବ Result ,ସବୁ ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତ

ଦର୍ଶକବନ୍ଧୁ ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଫଳ କେବେ ବାହାରିବ ଏନେଇ ଏକ ବଡ଼ ଘୋଷଣା କଲେ ସରକାର ପୂର୍ବରୁ ଏକ ଅପଡେଟ ଆସିଥିଲା ଜାଣିଥିବେ ମେ ୧୫ ତାରିକ୍ ଅର୍ଥାତ୍ ଆଜି ହେଉଛି ମେ ୧୫ ତାରିଖ ମେ ୧୫ ତାରିଖ ଦିନ ପରୀକ୍ଷା ଫଳ ବାହାରିବ ବୋଲି ବହୁତ ସାରା ଜାଗାରୁ ଆପଣଙ୍କୁ ଶୁଣିବାକୁ ମିଳିଥିଲା କିନ୍ତୁ ଆମେ ଆପଣଙ୍କୁ ଜଣାଇ ଥିଲୁ କେବେବି ମେ ୧୫ ତାରିଖ ରେ ରେଜଲ୍ଟ ବାହାରି ପାରିବ ନାହିଁ

କିନ୍ତୁ କମେଣ୍ଟ ରେ କହୁଥିଲେ ତୁ କଣ ସର୍ବଜ୍ଞ ମେ ୧୫ ତାରିଖରେ ରେଜଲ୍ଟ ବାହାରିବ ନାହିଁ ବୋଲି କିଛି ମାନେ ଅଛି କିନ୍ତୁ ଆଜି ହେଉଛି ମେ ୧୫ ତାରିଖ ଆଜି ମଧ୍ୟ ରେଜଲ୍ଟ ବାହାରି ପାରିଲା ନାହିଁ ।ଏବେ ଏବେ କଣ ଅପଡେଟ ଆସିଛି କେବେ ବାହାରିବ ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଫଳ ଏକ ନୂଆ ତାରିଖ ଘୋଷଣା ଆସନ୍ତୁ ଜାଣିବା ।

ଆପଣ ଭାବୁଥିବେ ମୁଁ ମୋ ନିଜ ମନରୁ ନିୟୁଜ ବନାଉଚି ତାହା ଭୁଲ ଆମେ ଯେତେବେଳେ କିଛି ବୋର୍ଡ ପକ୍ଷରୁ ଖବର ସମ୍ପୂର୍ଣ୍ଣ ଜାଣୁ ଚୁ ତାହା ଆମେ ଆପଣଙ୍କୁ କହିବୁ । ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଏକ ବଡ଼ ଅପଡେଟ ଆସିଛି ମେ ଶେଷ ସପ୍ତାହରେ ବାହାରିବାକୁ ଯାଉଛି

ଯୁକ୍ତ ଦୁଇ ପରୀକ୍ଷା ପିଲାଙ୍କ ରେଜଲ୍ଟ ଗୋଟିଏ ସମୟରେ ବିଜ୍ଞାନ, କଳା, ଧନ୍ଦାମୁଳକ ଏବଂ ବାଣିଜ୍ୟର ରେଜଲ୍ଟ ବାହାରିବ କେଉଁ ଦିନ ବାହାରିବ ବୋର୍ଡ ଧାର୍ଯ୍ୟ ତାରିଖ ଘୋଷଣା କରିନଥିଲେ ମଧ୍ୟ ଜୁନ ମାସ ପୂର୍ବରୁ ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *