Health : ଅର୍ଶ,ମଳକଣ୍ଟକ,ଭଗନ୍ଦର ଭୟଙ୍କରରୁ ଭୟଙ୍କର ହୋଇଥିଲେ ମୂଳରୁ ଶେଷ ହୋଇଯିବ ,ଥରେ କରିକି ଦେଖନ୍ତୁ ଏହି ଚମତ୍କାରୀ ଉପାୟ

ଅର୍ଶ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ବ୍ୟକ୍ତି ଅନେକ ପ୍ରକାର ର ଔଷଧ ର ସେବନ କରିଥାନ୍ତି ଏବଂ ଏହାର ସାଇଡ଼ ଇଫେକ୍ଟ ମଧ୍ୟ ଭୋଗ କରିବାକୁ ପଡ଼ିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହା ବହୁ ପୁରାତନ ଏବଂ ପରୀକ୍ଷିତ । ଏହି ଘରୋଇ ଉପଚାର କୁ ପ୍ରାୟୋଗ କରିବା ଦ୍ୱାରା ମାତ୍ର କିଛି ଦିନ ମଧ୍ୟରେ ଆପଣ ଅର୍ଶ ଭଳି ଭୟଙ୍କର ରୋଗରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ସେହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ପ୍ରଥମ ଉପାୟ ଟି ହେଉଛି, ରାତିରେ ଶୋଇବା ପୂର୍ବରୁ ଆପଣ ଙ୍କୁ ଏହି ଉପଚାର ପ୍ରୟୋଗ କରିବାକୁ ହେବ । ତେବେ ଏଥିପାଇଁ ଆପଣ ଏକ ଗ୍ଲାସ ଗରମ କ୍ଷୀର ସହିତ ଜଡ଼ା ତେଲ ନିଅନ୍ତୁ । ଆପଣ ରାତିରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଏକ ଗ୍ଲାସ ଉଷୁମ କ୍ଷୀର ନିଅନ୍ତୁ ଏବଂ ସେହି କ୍ଷୀର ରେ ଆପଣ ତିନି ଏମେଲ ଜଡ଼ା ତେଲ ମିଶାନ୍ତୁ । ଶୋଇବାର ଏକ ଘଣ୍ଟା ପୂର୍ବରୁ ଆପଣ ଏହାକୁ ସେବନ କରନ୍ତୁ, ଏହା ସହିତ ତୁଳା ସାହାଯ୍ୟ ରେ ସେହି ଜଡ଼ା ତେଲ କୁ ମଧ୍ୟ ଅର୍ଶ ଜାଗାରେ ଲଗାନ୍ତୁ ।

ଏହି ଉପଚାର ପ୍ରୟୋଗ ଦ୍ୱାରା ଆପଣ ଙ୍କୁ ମଳ ତ୍ୟାଗ ସମୟରେ ଆଉ ପ୍ରେସର ଦେବାକୁ ପଡ଼ି ନଥାଏ । ଦ୍ଵିତୀୟ ଉପାୟ ଟି ହେଉଛି, ଆପଣ ପ୍ରଥମେ ଏକ ପିଆଜ କୁ ଛେଚି ସେଥିରୁ ଭଲ ଭାବରେ ରସ ବାହାର କରି ଦିଅନ୍ତୁ । ପାଖାପାଖି ୧୦ ଏମଏଲ ରସ ଆବଶ୍ୟକ ପଡ଼ିବ । ଏହା ସହିତ ଆପଣଙ୍କୁ ୫ ଏମ୍ ଏଲ ଅଦା ରସ ର ଆବଶ୍ୟକତା ମଧ୍ୟ ପଡ଼ିବ ।

ଆପଣ ପିଆଜ ଓ ଅଦା ର ରସ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ତେବେ ଆପଣ ଏକ ତୁଳା ଖଣ୍ଡ ନେଇ ସେହି ରସ ରେ ବୁଡାଇ ତାକୁ ଆପଣଙ୍କ ଅର୍ଶ ହୋଇଥିବା ସ୍ଥାନରେ ଭଲ ଭାବରେ ଲଗାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ମଳ ଦ୍ୱାର ରେ ବାହାରି ଥିବା ମାଂସ ଧୀରେଧୀରେ ଭଲ ହୋଇଯିବ ଏବଂ ଆପଣଙ୍କୁ ଆରାମ ମିଳିବ । ତେଣୁ ଆପଣ ଏହି ଘରୋଇ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ ।

Leave a Reply

Your email address will not be published. Required fields are marked *