ପସନ୍ଦ କରନ୍ତୁ ନିଜର ଜନ୍ମ ବାର ଏବଂ ଜାଣନ୍ତୁ ନିଜର ବ୍ୟକ୍ତତ୍ୱ , ଚରିତ୍ର ଏବଂ ସ୍ୱଭାବ ବିଷୟରେ

ବନ୍ଧୁଗଣ ଆଜିର ବିଷୟରେ ଆମେ ଜାଣିବା କେଉଁ ବାରରେ ଜନ୍ମ ହୋଇଥିବା କେଉଁ ସ୍ୱଭାବର ଅଟନ୍ତି ଆପଣ ମଧ୍ୟ କେଉଁ ବାରରେ ଜନ୍ମ ହୋଇଥିଲେ ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ତେବେ ଚାଲନ୍ତୁ ଆରମ୍ଭ କରିବା ବିଭିନ୍ନ ବାରରେ ଜନ୍ମ ହୋଇଥିବା ବ୍ୟକ୍ତଙ୍କ ଚାଲି ଚଳନ ଆଚାର ବ୍ୟବହାର ,ବିଦ୍ୟା ,ବୁଦ୍ଧି ,ଜ୍ଞାନୀ ଏବଂ କ୍ରୋଧୀ ହୋଇଥାଆନ୍ତି ତେବେ କେଉଁ ବାରରେ ଜନ୍ମ ହୋଇଥିବା ବ୍ୟକ୍ତଙ୍କ ସ୍ଵଭାଵ ଆସନ୍ତୁ ଆଜି ଜାଣିବା |

ରବିବାର – ଯେଉଁ ବ୍ୟକ୍ତି ମାନେ ରବିବାର ଦିନ ଜନ୍ମ ହୋଇଛନ୍ତି ଅଭିମାନୀ, କ୍ରୋଧୀ, କାମଙ୍ଗମ, ରୀତି କ୍ରିଡାରେ ପାରଙ୍ଗମ ଓ ସ୍ତ୍ରୀ ଙ୍କୁ ଭରପୁର ସୁଖ ପ୍ରଦାନ କରିଥାଏ । ମିଠା ବଚନ କହି ସମତାଙ୍କୁ ମୁଗ୍ଧ କରିବା ସହ ଭ୍ରମଣ ପ୍ରିୟ, ଧାର୍ମିକ ତଥା ଭକ୍ତି ପ୍ରିୟା ହୋଇଥାଏ ।

ସୋମବାର – ଯେଉଁ ବ୍ୟକ୍ତି ଏହି ଦିନ ଜନ୍ମ ହୋଇଛନ୍ତି ବହୁତ ଅଳସୁଆ, ଧୀର ନୀତି, ପ୍ରିୟ ଭାଷା, ଭୋଗ ବିଳାସୀ, ରୀତି କାର୍ଯ୍ୟରେ ଉତେଜିତ, ନିଜ ଜୀବନ ସାଥିକୁ ରୀତି କ୍ରୀଡାରେ ଶାନ୍ତି ପ୍ରଦାନ ତଥା ସୁଖ ଦେବା ସହ ନ୍ୟାୟ ପରାୟଣତା ଓ ସାନ୍ତ ସ୍ଵଭବର ହୋଇଥାଆନ୍ତି ।

ମଙ୍ଗଳବାର – ଯେଉଁ ବ୍ୟକ୍ତି ଏହି ଦିନ ଜନ୍ମ ହୋଇଛନ୍ତି ସାହସୀ, ଚଞ୍ଚଳମତି , ଶତ୍ରୁ ବିରୋଧୀ, କ୍ଷଣ କୋପୀ, ବୁଦ୍ଧିମତୀ, ପ୍ରବଣମୟ, କାର୍ଯ୍ୟ କରିବାରେ କୌଶଳୀ, ରୀତି ସୁଖରେ ସୁଖୀ ତଥା ଚିନ୍ତାଶୀଳ ହୋଇଥାଆନ୍ତି ।

ବୁଧବାର – ଯେଉଁ ବ୍ୟକ୍ତି ଏହି ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେହି ବାରରେ ଜନ୍ମିତ ବ୍ୟକ୍ତି ଗଭୀର ଚିତ୍ତରେ ଚିନ୍ତାଶୀଳ, ନ୍ୟାୟବାନ, ଅତି ଚତୁର, ଧର୍ମ କାର୍ଯ୍ୟରେ ଆଗ୍ରହୀ, ଭୋଗ ବିଳାସ ପ୍ରିୟ, ଅନ୍ୟ ନାରୀ ସହ ସମ୍ପର୍କ ରଖିଥାନ୍ତି । ଏହା ସହ ଅତି ଉତ୍ତମ ରୀତି କ୍ରୀଡାରେ ପାରଙ୍ଗମ ଓ କର୍ମରତ ହୋଇଥାଆନ୍ତି ।

ଗୁରୁବାର – ଯେଉଁ ବ୍ୟକ୍ତି ଗୁରୁବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ବହୁ ଗୁଣରେ ଅଧିକାରୀ ହୋଇଥାଆନ୍ତି । ବୁଦ୍ଧିବିଦ୍ୟା ରେ ବିଚକ୍ଷଣ ହେବା ସହ ପଶୁ ଭଳି ସ୍ଵଭାବ ଏମାନଙ୍କର ହୋଇଥାଏ । ଶାସ୍ତ୍ର, ଧାର୍ମିକ ଓ କ୍ଷମତାବାନ ହୋଇଥାଆନ୍ତି ।

୬- ଶୁକ୍ରବାର – ଯେଉଁ ବ୍ୟକ୍ତି ଶୁକ୍ରବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେହି ବ୍ୟକ୍ତି ନୀତି ନିୟମକୁ ଆଖି ଆଗରେ ରଖି ଚଳିବାକୁ ଉଦ୍ୟମ କରିଥାନ୍ତି । ସେମାନେ ପରୋପକାରୀ, ଭ୍ରମଣ ପ୍ରିୟ ଓ କାମ ବିଳାସୀ ହୋଇଥାନ୍ତି । ନିଜ ସ୍ତ୍ରୀକୁ ନୀତି ସୁଖ ପ୍ରଦାନ କରିବାରେ ଅବହେଳା କରନ୍ତି ନାହିଁ ।

୭- ଶନିବାର – ଯେଉଁ ବ୍ୟକ୍ତି ଶନିବାର ଦିନ ଜନ୍ମ ହୋଇଥାଆନ୍ତି ସେମାନେ ଚଞ୍ଚଳପୂର୍ଣ୍ଣ, କ୍ଷଣକୋପୀ, ବହୁତ ଅହଙ୍କାରୀପୂର୍ଣ୍ଣ, କାମସିକ ବିଦ୍ୟାରେ ପ୍ରବୀଣ, ଅନ୍ୟ ଟଙ୍କାରେ ଲୋଭ ତଥା ଯଶସ୍ଵୀ ଅଟନ୍ତି ।

Leave a Reply

Your email address will not be published. Required fields are marked *