ରାଜ୍ୟର ରାଜା ଅନ୍ଧ ହେବେ ମାଳିକାର ମହା ଭବିଷ୍ୟ ବାଣୀ ,ଯାହା ଲେଖି ଥିଲେ ମହାପୁରୁଷ ତାହା ଗୋଟି ଗୋଟି ହେଉଛି ସତ

ବନ୍ଧୁଗଣ ରାଜ୍ୟର ରାଜା ଅନ୍ଧ ହେବ କଣ ହେବ ରାଜ୍ୟର ଅବସ୍ଥା ମାଳିକାର ମହା ଭବିଷ୍ୟବାଣୀ 600 ବର୍ଷ ପୂର୍ବରୁ ମାଳିକା ପୋଥିର କଥାକୁ ପୁଣି ଆଲୋଚନା କରିବା ମହାପୁରୁଷ ଅଚ୍ୟୁତା ନିଜ ପ୍ରିୟ ଶିଷ୍ୟ ରାମକୁ କହିଛନ୍ତି ଶାସ୍ତ୍ର ପୁରାଣ କେହି ମାନିବେ ନାହିଁ

ଦାମ୍ଭିକ ପଣରେ ଜ୍ଞାନ ବଖାଣିବେ ଅନେକ ଶାସ୍ତ୍ର ପୁରାଣକୁ ଫିଙ୍ଗି ଦେବା ସହିତ ମାଳିକା ବଚନକୁ ଥଟା ପରିହାସ କରିବେ ଯେଉଁ ମାନେ ମାଳିକାକୁ ଥଟା ପରିହାସ କରିବେ ସେମାନେ ବହୁତ ହୀନିମାନ ହେବେ ଏମିତି ସମୟ ଆସିବ ଗ୍ରାମର ଭାଗବତ ଟୁଙ୍ଗି ମଦ୍ୟାଳୟ ପାଲଟି ଯିବ |

ମହାପୁରୁଷ ଲେଖିଥିବେ ଓଡ଼ିଶା ମଦ୍ୟଜଳରେ ମହାନଦୀ ପାଲଟି ଯିବ ଆଜି ଆପଣ ଦେଖୁଛନ୍ତି ଗାଁ ର ଛକ ଛକରେ ମଦ ବେପାର ଚାଲୁଛି ଆଜି ଦେଖନ୍ତୁ ମଠ ମନ୍ଦିର ଭଙ୍ଗା ଚାଲିଛି ତା ପରିବର୍ତ୍ତେ ଗଢ଼ା ଚାଲିଛି ମଦ୍ୟଳୟ |

Leave a Reply

Your email address will not be published. Required fields are marked *