ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଠାକୁର ଓ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ କିପରି ରହିବ

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟଟି ଆପଣଙ୍କ ପାଇଁ ବହୁତ ବିଶେଷ ରହିବାର ଅଛି ଆମେ କିଛି ଦିନ ତଳେ ପ୍ରଶ୍ନ ଭବିଷ୍ୟତ ଉପରେ ଏକ କାର୍ଯ୍ୟକ୍ରମ ଯାହାକି ଆପଣଙ୍କ ଭବିଷ୍ୟତକୁ ନେଇ ଏକ ବିଷୟ ପ୍ରସ୍ତୁତ କରିଅଛୁ ତ ଏହି ବିଷୟଟିର ଆପଣ ଅତି ସହଜରେ କିପରି ଆପଣଙ୍କ ଭବିଷ୍ୟତ ବିଷୟରେ ଜାଣିପାରିବେ ଆପଣଙ୍କର ମନର ଇଛାକୁ ଜାଣିପାରିବେ ଆମେ ଏହି ବିଷୟଟିରେ ପ୍ରସ୍ତୁତ କରିଅଛୁ | ତିନୋଟି ଠାକୁରଙ୍କୁ ଆମେ ରଖିଅଛୁ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଠାକୁର ବାଛନ୍ତୁ ଭଗବାନ ଗଣେଶ ହୁଅନ୍ତୁ ଦେବ ଦେବ ମହାଦେବ ହୁଅନ୍ତୁ ଏବଂ ଭଗବାନ ଶ୍ରୀକୃଷ୍ଣ ହୁଅନ୍ତୁ ଆମେ ତିନୋଟି ଦେବତାଙ୍କୁ ଅତି ସହଜରେ ପୂଜା କରିଥାଉ ଏହା ଆପଣଙ୍କ ପ୍ରଶ୍ନ ଭବିସ୍ୟକୁ ନେଇ କାର୍ଯ୍ୟକ୍ରମ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଠାକୁର ବାଛିବାକୁ ହେବ ଏବଂ ଯାହା ଦ୍ୱାରା ଆମେ ଆପଣଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବୁ | ଆପଣ ଆଖି ବନ୍ଦ କରି ଗୋଟିଏ ଠାକୁର ବାଛନ୍ତୁ ଏବଂ ଜାଣନ୍ତୁ ନିଜ ଭବିଷ୍ୟତ

ଭଗବାନ ଗଣେଶ – ପ୍ରଭୁ ଗଣେଶ ଅଗ୍ରପୂଜ୍ୟ ଅଟନ୍ତି ସେ ସବୁ ଦେବତାଙ୍କ ଠାରୁ ଆଗେ ପିଜା ପାଇ ଥାଆନ୍ତି ଦେଖନ୍ତୁ ବର୍ତ୍ତମାନ ସମୟ କହୁଛି ଆପଣ ଆଗକୁ ଆଉ ଦୁଃଖ ଭୋଗ କରି ବେ ନାହଁ ସମସ୍ତଙ୍କ ମନସ୍କାମନା ଏବେ ପୂରଣ ହେବ ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ତାହା ଅଚାନକ ସମ୍ପନ୍ନ ହେବ | ମିତ୍ର ମାନଙ୍କ ପୁରୁଣା ସମ୍ପର୍କ ଯଦି ସେଥିରେ କିଛି ବିଗ୍ନ ଆସିଥିଲା ସେଠାରେ ସମ୍ପର୍କର ଯୋଗ ଆସିବ | ଆପଣ ମାନେ ସମାଜ ଶତ୍ରୁ ମାନଙ୍କ ଠାରୁ ବିଜୟ ଲାଭ କରିବେ ଯଦି ଆପଣ କୌଣସିବି କାର୍ଯ୍ୟ କରନ୍ତି ତେବେ ଆପଣଙ୍କ ବିବେକ ଓ ଚିନ୍ତା ଦୁଇଟି ଯାକ ଭଲ କାମରେ ଲଗାନ୍ତୁ । ଆପଣଙ୍କ ସମସ୍ତ କଷ୍ଟ ଦୂର ହେବ ଆଉ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହେବ ।

ଭଗବାନ ଶିବ – ଯଦି ଆପଣ ଭାଗବାନ ମହାଦେବଙ୍କୁ ବାଛି ଛନ୍ତି ତେବେ ଆପଣଙ୍କ ଦୁଃସ୍ଵପ୍ନ ଏବେ ଦୂର ହେବ ଏବେ ଆପଣ ସୁଖ ସୌଭାଗ୍ୟର ଯୋଗ ପାଇଁ ସମୟ ଅତିବାହିତ କରିବେ । ଆପଣ ଏବେ ଯେଉଁ କାର୍ଯ୍ୟରେ ଏବେ ବହୁତ ବ୍ୟସ୍ତ ରହିଛନ୍ତି ସେଥିରେ ସଫଳତା ପାଇବା ପାଇଁ ବ୍ୟସ୍ତ ହେଉଛନ୍ତି ଶେଠୀ ଲାଗି ଚିନ୍ତିତ ରହୁଛନ୍ତି ତେବେ ଆପଣ ସେଥିରେ ସଫଳ ହେବେ କିନ୍ତୁ ସଫଳତା ଆପଣଙ୍କ ହାତକୁ ଟିକେ ବିଳମ୍ବରେ ଆସିଥାଏ ମନ୍ଦ ଦୋଷ ଲାଗି ଅଳ୍ପ ଅଶାନ୍ତି ଭୋଗ କରୁଛନ୍ତି । କିନ୍ତୁ ଏବେ ସେପରି ଫଳ ଭୋଗ କରି ପାରିବେ ନହିଁ । ରୋଗ ପୀଡା ଦୂର, ମାନସିକ ଆସନ୍ତି ମଧ୍ୟ ଦୂର ହେବ । ଆଉ ଆବଶ୍ୟକ ଠାରୁ ଅଧିକ ଆସକ୍ତ ହୁଅନ୍ତୁ ନହିଁ ନିଜ ଓ ନିଜ ଭବିଷ୍ୟତ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

ପ୍ରଭୁ ଶ୍ରୀକୃଷ୍ଣ – ଯେଉଁ ମାନେ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ବାଚିଛନ୍ତି, ଆପଣ ଜାଣି ନିଅନ୍ତୁ ଯେ ଆପଣ ବହୁତ ସୁନ୍ଦର ବ୍ୟକ୍ତିତ୍ବ ସମ୍ପର୍ଣ୍ଣ ବ୍ୟକ୍ତି ଅଟନ୍ତି । ଆପଣ ସମସ୍ତଙ୍କ ମନ ମୋହିଲା ଭଳି କଥା କହିଥାନ୍ତି । ଆପଣ ଦେଖିବାକୁ ବହୁତ ସୁନ୍ଦର ଏବଂ ସମାଜରେ ଅତ୍ୟନ୍ତ ପ୍ରତିଷ୍ଠାବାନ ବ୍ୟକ୍ତି ଭାବରେ ପରିଚିତ ଅଟନ୍ତି ।ମାତ୍ର ଆପଣ ଅନେକ ଦୁଖ ରେ ଗତି କରି ବହୁତ ଦୁଖ ପ୍ରକାଶ କରୁଛନ୍ତି । କିନ୍ତୁ ବର୍ତ୍ତମାନ ଆପଣଙ୍କର ଜୀବନରେ କିଛି ଦୁଖ ଘଟିବାର ନାହିଁ ଆଗରୁ ସନ୍ତାନ ମାନଙ୍କ ପାଇଁ ମଧ୍ୟ କିଛି ଦୁଃଖ ପାଉଥିଲେ ପରିବାର ତରଫରୁ ମଧ୍ୟ ଦୁଃଖ ମିଳୁଥିଲା କିନ୍ତୁ ଏବେ ଈଶ୍ବରଙ୍କ ସୁଦୃଷ୍ଟି ଆସୁଅଛି ସନ୍ତାନ ସୁଖରେ ଆନନ୍ଦ ପାଇବେ ଅପବ୍ୟୟ ଯାହା ଅଧିକ ହେଉଥିଲା ସେଥିରେ ମଧ୍ୟ ସୁଧାର ଆସିବ ।

Leave a Reply

Your email address will not be published. Required fields are marked *