N ନାମର ଥିବା ବ୍ୟକ୍ତିଙ୍କ ଚରିତ୍ର ଏବଂ ସ୍ଵଭାଵ କିପରି ହୋଇଥାଏ କାହିଁକି ଜୀବନ ସାରା ଦୁଃଖ ପାଆନ୍ତି ନିଶ୍ଚୟ ଦେଖନ୍ତୁ

ଦର୍ଶକ ବନ୍ଧୁ ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର N ରୁ ଆରମ୍ଭ ହେଇଥାଏ ତାହେଲେ ଆସନ୍ତୁ ଜାଣିବା N ଅକ୍ଷରର ପୁଅ ଓ ଝିଅ ମାନଙ୍କ ବିଷୟରେ କିଛି ଏପରି ଲୁଚି ରହିଥିବା ରହସ୍ୟ ବିଷୟରେ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଦର୍ଶକ ବନ୍ଧୁ ଯଦି ନାମ N ପକ୍ଷରରୁ ଆରମ୍ଭ ହୋଇ ଥାଏ ତାହେଲେ ଏହି କଥା ଗୁଡ଼ିକ ନିହାତି ମାନେ ରଖନ୍ତୁ

ଲୋକମାନଙ୍କ ପ୍ରକୃତି ସରଳ ହୋଇଥାଏ ,ଏମାନେ କୌଣସି ଜୀବନକୁ କଷ୍ଟ ଦେଇ ନଥାନ୍ତି , ଏମାନେ କାହାରି ଦୁଃଖ ସଜ୍ୟ କରି ପାରନ୍ତି ନାହିଁ , ସେଥି ଏମାନଙ୍କୁ କେହିବି ସହଜରେ ବୋକା ବନାଇ କାମ ହାସଲ କରି ପାରିଥାନ୍ତି , ଏମାନେ ବହୁତ୍ ଲାଜକୂଳା ହୋଇଥାନ୍ତି , ଏମାନଙ୍କ ମନ କାଚ ପରି ସଫା ହୋଇଥାଏ ଓ|ଏମାନେ ଯାହାକୁ ନିଜର ଭାବି ଥାଆନ୍ତି

ତାଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ । ଏମାନେ ଏମାନଙ୍କ ଜୀବନରେ ବହୁତ୍ ଦୁଃଖ କଷ୍ଟର ସାମ୍ନା କରିଥାନ୍ତି ହେଲେ ଏହି ମାନେ ହିଁ ଶେଷରେ ତାଙ୍କ ଜୀବନରେ ସଫଳ ହୋଇଥାନ୍ତି |ଏମାନେ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ବହୁତ୍ ଚିନ୍ତା କରିଥାନ୍ତି । ଏମାନେ ଏମାନଙ୍କ ବୁଦ୍ଧି ବଳରେ ବହୁତ୍ କିଛି ତାଙ୍କ ଜୀବନରେ ହାସଲ କରିବାକୁ ସକ୍ଷମ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *