ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ଆସିଲା ବଡ଼ ଖବର ,ଏହି ତାରିକରେ ପ୍ରକାଶ BSE ପିଲାଙ୍କ ରେଜଲ୍ଟ ସବୁ ଛାତ୍ର ଛାତ୍ରୀ ମାନେ ଜାଣିରଖନ୍ତୁ

ନମସ୍କାର ଦର୍ଶକ ବନ୍ଧୁ ବର୍ତ୍ତମାନ ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ଆସିଛି ବଡ଼ ଖବର ତେବେ ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟ ଟି ଜାଣିବା ଆଜି କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକଜମିନେଶନ ଉପରେ CISE ର ରେଜଲ୍ଟ ପ୍ରକାଶ ପାଇବ । ପରୀକ୍ଷା ଫଳ ପ୍ରକାଶ ପରେ କ୍ୟାରିୟର ପୋର୍ଟାଲ ରେ ଉପଲବ୍ଧ ହେବ ଏଠାରେ ପରୀକ୍ଷାର୍ଥୀ ମାନେ ନିଜ ତଥ୍ୟ ଦେଇ ସ୍କଟ କାର୍ଡ ଡାଉନଲୋଡ କରିପାରିବେ ।

ପାଇଥିବା ନମ୍ବର ରେ ସନ୍ତୁଷ୍ଟ ନଥିଲେ ମେ ୧୦ ଭିତରେ ରିଚେକିଙ୍ଗରେ ଆବେଦନ କରି ପାରିବେ । ସେଥିପାଇଁ ୧,୦୦୦ ଟଙ୍କା ଫି ଦାଖଲ କରିବାକୁ ପଡ଼ିବ ପୁନ ମୂଲ୍ୟାୟନ ପାଇ ପେପର ପିଛା ୧,୫୦୦ ଟଙ୍କା ଦାଖଲ କରିବେ ଚାରି ସପ୍ତାହ ଭିତରେ ରିଚେକିଙ୍ଗ ରେଜଲ୍ଟ ମିଳିବ । ଫେଲ ହୋଇଥିବା ପରୀକ୍ଷାର୍ଥୀଙ୍କ ପାଇ ଜୁଲାଇ ମାସରେ ଇମ୍ପୃଭ ମେଣ୍ଟ ପରୀକ୍ଷା ହେବ ଆଇପିଶି ର ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ମିଳି ସାରିଛି

ତେବେ BSE ଓଡ଼ିଶା ବୋର୍ଡର ରେଜଲ୍ଟ କେବେ ପ୍ରକାଶ ପାଇବ ଏନେଇ ସମସ୍ତେ ଅପେକ୍ଷାରେ ରହିଛନ୍ତି CBSE ର ରେଜଲ୍ଟ ମଧ୍ୟ ଖୁବ ଶୀଘ୍ର ପ୍ରକାଶ ପାଇଯିବ ତାପରେ ଯାଇ BSE ଓଡ଼ିଶାର ରେଜଲ୍ଟ ପ୍ରକାଶ ପାଇବ କିନ୍ତୁ ମନେରଖନ୍ତୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଯାହା ଜଣା ପଡ଼ିଛି

ମେ ମାସ ଦ୍ୱିତୀୟ ସପ୍ତାହ କିମ୍ବା ତୃତୀୟ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବାର ସମ୍ଭାବନା ରହିଛି କିନ୍ତୁ ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟ ଖୁବ ଶୀଘ୍ର ବୋର୍ଡ ପକ୍ଷରୁ ଘୋଷଣା କରି ଜଣାଇ ଦିଆଯିବ ଆମେ ସର୍ବ ପ୍ରଥମେ ଆପଣଙ୍କୁ ଆମ ଚ୍ୟାନେଲ ମାଧ୍ୟମରେ ନିଶ୍ଚିତ ଜଣାଇବୁ ।

Leave a Reply

Your email address will not be published. Required fields are marked *