ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ନମ୍ବର ଏବଂ ଦେଖନ୍ତୁ ଈଶ୍ୱର ଆପଣଙ୍କ ଭାଗ୍ୟରେ କଣ ଲେଖିଛନ୍ତି

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟଟି ଅଙ୍କ ଶାସ୍ତ୍ର ଉପରେ ଆଧାରିତ ଅଟେ ଏହି ବିଷୟଟିର ଆମେ ଆପଣଙ୍କ ବିଷୟରେ ଏପରି କିଛି କଥା କହିବୁ ଯାହାକି ଆପଣମାନଙ୍କ ପାଇଁ ଜାଣିବା ଖୁବ ଆବଶ୍ୟକ ରହିଛି ଏହା ଜାଣିବା ଦ୍ୱାରା ଆପଣ ନିଜେ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆଣିପାରିବେ | ଆମେ ଆପଣଙ୍କର ବର୍ତ୍ତମାନ ସମୟ କିପରି ଚାଲୁଅଛି ଏବଂ ଆପଣଙ୍କର ଯେଉଁ ମନ ଇଛା ରହୁଅଛି ତାହା ପୂରଣ ହେବ କି ନାହିଁ ଆପଣଙ୍କ ଲକ୍ଷ ଉଦେଶ୍ୟ ଆପଣ ସେଥିରେ ସଫଳ ହେବେ କି ନାହିଁ ସବୁ କିଛି ଆଜିର ବିଷୟରେ ଆପଣ ଜାଣିପାରିବେ ଏହି ବିଷୟଟିର ଟାଇଟେଲ ରହିଛି ଭଗବାନଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ନମ୍ବର ଓ ଦେଖନ୍ତୁ ଆପଣଙ୍କର ଇଛା ପୂରଣ ହେବ କି ନାହିଁ ଅଙ୍କ ଶାସ୍ତ୍ର ଆଧାରରେ ଏହି ବିଷୟଟି ରହିଅଛି ତେବେ ଆପଣ ଏହାକୁ ସାଧାରଣ ଜ୍ଞାନ ଭାବରେ ନିଅନ୍ତୁ ନାହଁ ବିଶ୍ୱାସର ସହାୟକରେ କୌଣସି ଗୋଟିଏ କଳସ ଥିବା ସଂଖ୍ୟାକୁ ବାଛନ୍ତୁ ଏବଂ ଜାଣନ୍ତୁ ଆପଣଙ୍କର ଆଗାମୀ ଭବିଷ୍ୟତ କିପରି ରହିବ |

ଆପଣ ଯଦି ପ୍ରଥମ ସଂଖ୍ୟା ୧୧୧ ସଂଖ୍ୟାଟିକୁ ବାଛିଛନ୍ତି ତେବେ ଦେଖନ୍ତୁ ଆପଣଙ୍କର ଏବେ ଖର୍ଚ୍ଚ ବିଶେଷ ହେଉଅଛି ଆପଣ ନାନା ବ୍ୟସ୍ତତାରେ ପଡ଼ି ଛଟପଟ ହେଉଛନ୍ତି ନାନା ଉଦବେଗ ଜାତ ହେଉଛି କାର୍ଯ୍ୟରେ ବହିର୍ଭୁତ ଯୋଗ ଆପଣ ଛାଏଁ ଆସୁଛି ଆପଣାର ଲୋକମାନେ ଆପଣଙ୍କ ଠାରୁ ପର ହୋଇ ଯାଇଛନ୍ତି ଆପଣ ଏପରି ଅବସ୍ଥାରେ ବିକଳ ହୋଇ ଏହି ବିଷୟଟିକୁ ଦେଖୁଛନ୍ତି କିନ୍ତୁ ଏହା ଯେ ସତ ଈଶ୍ୱରଙ୍କ କୃପାରୁ ଆପଣଙ୍କର ସେତେ ଅସୁବିଧା ହୋଇ ନାହିଁ ଖରାପ ଫଳ ପାଇବା ପୂର୍ବରୁ ଆପଣଙ୍କ ଶୁଭ ସମୟ ଏବେ ଆସି ଯାଇଛି ସନ୍ତାନ ମାନଙ୍କୁ ନେଇ ଲାଗି ରହିଥିବା ଦୁଃଖ ଆପଣଙ୍କର ଦୂର ହେବ ଯଶ ଆଦି ଲାଭ ହେବ ବୃତ୍ତିରେ ଉନ୍ନତି ଆସିବ ଏବଂ ଶତ୍ରୁ ମାନଙ୍କ ଠାରୁ ଜୟ ଲାଭ କରିବେ ଧନ ଚିନ୍ତା ଆଉ ଆପଣଙ୍କର ରହିବ ନାହିଁ ଖରାପ ଦଶା ହେତୁ ଆପଣଙ୍କ ମୁଣ୍ଡରେ କୁଚିନ୍ତା ଆସୁଥିଲା ବର୍ତ୍ତମାନ ସେ ଚିନ୍ତା ଦୂରର ହୋଇଯାଇଛି ଏବଂ ଶୁଭ ଯୋଗ ପ୍ରବେଶ କରିଛି |

ଆପଣ ଯଦି ୪୪୪ ସଂଖ୍ୟାଟିକୁ ବାଛିଛନ୍ତି ଆପଣଙ୍କ ବର୍ତ୍ତମାନ ସର୍ବ ସୌଭାଗ୍ୟର ପ୍ରାପ୍ତର ଯୋଗ ବିଦ୍ୟମାନ ଜାତକରେ ଆପଣଙ୍କ ଦଶା ଫଳ ଭୋଗ ହେଉଅଛି ଦଶା ଫଳର ଅର୍ଥ ମାନ ,ଯଶ ପ୍ରାପ୍ତ ଯୋଗ ରହୁଅଛି ଇଛା ଅନୁସାରେ ଫଳ ଆପଣଙ୍କୁ ଅବଶ୍ୟ ପ୍ରାପ୍ତି ହେବ | ଆପଣଙ୍କ ଜୀବନରେ ଭୋଗାଭୋଗ ହେବା ନିମନ୍ତେ ଯେଉଁ ଶୁଭ ଫଳ ଆସୁଛି ତାହା ଧୀରେ ଧୀରେ ପ୍ରାପ୍ତ ହେବ କାରଣ ଅଶୁଭ ଫଳ ଶୀଘ୍ର ଭୋଗ କରିବାକୁ ପଡ଼ିପାରେ କିନ୍ତୁ ଶୁଭଫଳ ଟିକେ ଡେରିରେ ମିଳିଥାଏ | ଏହା ପୂର୍ବରୁ ଆପଣ ଯାବତୀୟ ଦୁଃଖ କଷ୍ଟ ଭୋଗ କରୁଥିଲେ ଫଳତଃ ଦୁଃଖ ଦାରିଦ୍ର୍ୟ ଆତଙ୍କ ଗୁପ୍ତ ଶତ୍ରୁ ଅଯଥା ଅପବ୍ୟୟ ମାନସିକ ଅସ୍ଥିରତା ନାନା ପ୍ରକାର ଅଶୁଭ ଫଳ ଭୋଗ କରିଛନ୍ତି ଯେଉଁ ମାନେ ଆପଣଙ୍କ ଗୁପ୍ତ ଶତ୍ରୁ ଥିଲେ ସେମାନେ ହାରିଯିବାର ଆପଣ ଦେଖି ସାରିଲେଣି ଆପଣଙ୍କ ସହ ଯୋଗାଯୋଗ କରିବା ପାଇଁ ରାସ୍ତା ପରିସ୍କାର ହୋଇଯାଇଛି ଯେଉଁ ମାନେ ଆପଣଙ୍କୁ ଧୋକା ଦେଇଛନ୍ତି ଆପଣଙ୍କ ସହିତ ବେଇମାନ କରିଛନ୍ତି ଆବଶ୍ୟକତା ଠାରୁ ଅଧିକ ସେମାନଙ୍କ ଠାରୁ ମିଶନ୍ତୁ ନାହିଁ |

ଆପଣ ଯଦି ୭୭୭ ସଂଖ୍ୟାଟିକୁ ବାଛିଛନ୍ତି ତେବେ ଦେଖନ୍ତୁ ବର୍ତ୍ତମାନ ଆପଣଙ୍କ ଗନ୍ତବ୍ୟ ପଥ ବିପଦ ଗାମୀ ସତ ଚେଷ୍ଟା କଲେ ମଧ୍ୟ ସଫଳ ପାଉ ନାହାଁନ୍ତି ବହୁ ଘଟଣାରେ ଉଦବେଗ ପ୍ରକା ପାଉଥିବାରୁ ଆପଣ ଆପଣ ସୃତି ହାନିରେ ପଡ଼ି ପ୍ରକାଶ ପାଉଛନ୍ତି ଆପଣଙ୍କ ଏତେ ଅସ୍ତିର ଚିନ୍ତା ଯେ ସମସ୍ତ କାର୍ଯ୍ୟରେ ହେବାକୁ ଥିବା କାର୍ଯ୍ୟରେ ଅସଫଳ ପାଉଛନ୍ତି । ବର୍ତ୍ତମାନ ଆପଣଙ୍କ ମନର ଭାବ ଅଳସୁଆ ଆଳସ୍ୟ ସ୍ବଭାବ ବର୍ତ୍ତମାନ ଆପଣଙ୍କୁ ଘାରିଛି ପ୍ରତ୍ୟେକ କାର୍ଯ୍ୟକୁ ଆପଣ ଡେରିରେ କରୁଛନ୍ତି ।ଏପରି ଭୁଲ ଆପଣ ଆଉ କରନ୍ତୁ ନାହିଁ ଏହା ଦ୍ଵାରା ଆପଣ ଆପଣଙ୍କ ଜୀବନରେ ବହୁତ ପଛକୁ ଚାଲିଯିବେ ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଶୁଭ କାମ କରନ୍ତୁ ଭଗବାନଙ୍କ ଦର୍ଶନ କରନ୍ତୁ ନ୍ୟାୟ ଏବଂ ଧର୍ମ ମାର୍ଗରେ ଚାଲନ୍ତୁ ଈଶ୍ବରଙ୍କ କୃପା ଆପଣଙ୍କ ଉପରେ ରହିଅଛି ।

Leave a Reply

Your email address will not be published. Required fields are marked *