Malika Bachana : ଗୋଟି ଗୋଟି ସତ ହେଉଛି ମାଳିକା ସବୁ ଅସମ୍ଭବ ହେଉଛି ସମ୍ଭବ ,ଯାହା ମହାପୁରୁଷ କହିଥିଲେ ତାହା ହେଉଛି ସତ୍ୟ

ଦର୍ଶକବନ୍ଧୁ ଅସମ୍ଭବ ହେଲା ସମ୍ଭବ ଦେଖନ୍ତୁ କେମିତ ସତ ହେଲା ମାଳିକା ଯେଉଁ ମାନେ ମାଳିକାକ ମିଛ ବୋଲ କହୁଥିଲେ ତାଙ୍କ ଆଗରେ ଆମେ ରଖିବୁ ଏକ ବଡ଼ ପ୍ରମାଣ 600 ବର୍ଷ ପୂର୍ବେ ମହାପୁରୁଷ ଲେଖିଥିଲେ ବୈଶାଖ ମାସ ଫୁଟିବ କଇଁ ଆଶାଡ଼ ମାସେ ଫାଟିବ ଭୂଇଁ ସାଙ୍ଗ ମାନେ ସତ ହେଲା ମାଳିକା ବୈଶାଖ ମାସରେ କଇଁ ଫୁଟିଛି ଏବେ ଚାଲିଛି ବୈଶାଖ ମାସ ଏହି ସମୟରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଜୟରାମ ପୁର ଗ୍ରାମରେ ଏଭଳି ଏକ ଅଘଟଣ ଘଟିଛି ବ୍ୟକ୍ତିଙ୍କ ନାମ ହେଉଛି ସୁକୁମାର ଦାସ

ତାଙ୍କ ଧାନ କ୍ଷେତରେ ଧାନ କଟା ଯାଉଥିବା ବେଳେ ମୁଲିଆ ମାନେ କ୍ଷେତରେ କଇଁ ଫୁଲ ଦେଖି କହିଲେ ଦେଖନ୍ତୁ ବୈଶାଖ ମାସରେ କେମିତି କଇଁ ଫୁଟିଛି ତାହେଲେ ଆପଣ କୁହନ୍ତୁ ଦର୍ଶକବନ୍ଧୁ ମାଲିକାରେ ଯାହା ଲେଖା ହୋଇଛି ତାହା ସତ ହେଉଛି କି ନାହିଁ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି କଣ ହୋଇଗଲା ଦୁନିଆ ବୈଶାଖ ମାସରେ ଏବେ କଇଁ ଫୁଟୁଛି ସବୁ ଅସମ୍ଭବ ସମ୍ଭବ ହେବ କଳି ଶେଷରେ ମାଳିକାରେ ଯାହା ଲେଖା ହୋଇଛି

ଗୋଟିଏ ପରେ ଗୋଟିଏ ସତ ହେଉଛି ସାମ୍ନାରେ ସବୁ କଥା ସତ୍ୟ ହେବ କେତେବେଳେ ଆକାଶ ରକ୍ତବର୍ଣ୍ଣ ହେଉଛି ତ କେତେବେଳେ କୋଇଲି ବୋବାଉଛି ପୁଣି ଅଦିନରେ ଲିମ୍ବ ଗଛରେ କଡ଼ ଧରିଛି ଛେଳି ପେଟରେ ମଣିଷ ଛୁଆ ଜନ୍ମ ହୋଇଛି |ମହାପୁରୁଷଙ୍କ କଥାକୁ ଯେତେ ଥଟା ପରିହାସ କଲେ ମଧ୍ୟ ଏହା ସତ୍ୟ ହୋଇ ଚାଲିଛି |

ଆଗକୁ ବ୍ୟାଙ୍କ ଇଣ୍ଟରନେଟ ବନ୍ଦ ହୋଇଯିବ ଆଗକୁ ଦିନ ରାତି ହୋଇଯିବ ଅଦିନିଆ ପକ୍ଷ ପଡ଼ିବ ଏହା ସବୁ ଆସ୍ତେ ଆସ୍ତେ ସତ୍ୟ ହୋଇଛି | ଆଶାଡ଼ ମାସରେ ଭୂଇଁ ଫାଟି ଗଲାଣି ବୈଶାଖ ମାସରେ କଇଁ ଫୁଟି ଗଲାଣି ଯାହା ମାଳିକାରେ ଲେଖା ଥିଲା ତାହା ସତ୍ୟ ହୋଇଗଲାଣି |

Leave a Reply

Your email address will not be published. Required fields are marked *