ଗୋଟିଏ ପତ୍ର କିଡନୀ ଷ୍ଟୋନ, ମୁଣ୍ଡ ବିନ୍ଧା,ଚର୍ମରୋଗ 100 ପ୍ରକାର ରୋଗ ଭଲ କରେ ଜାଣନ୍ତୁ ଏହାର ଚମତ୍କାରୀ ଫାଇଦା

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଅମର ପୋଇ ପତ୍ରରର ଏପରି କିଛି ଚମତ୍କାରି ଉପକାରିତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ବଡ଼ ରୁ ବଡ଼ ରୋଗକୁ ଅତି ସହଜ ବାଟରେ ଶେଷ କରିବାକୁ ଆପଣଙ୍କୁ ସାହାଯ୍ୟ କରିବ ତେବେ ଆସନ୍ତୁ ଜାଣିବା ଅମର ପୋଇ ପତ୍ରର କିଛି ଔଷଧିୟ ଗୁଣ ବିଷୟରେ ।

ପ୍ରଥମେ ଆପଣ କିଛି ଅମର ପୋଇ ପତ୍ର ଭଲ ଭାବେ ଧୋଇ ଦିଅନ୍ତୁ ତାପରେ ଆପଣ ଏହାକୁ ବାଟି ଦିଅନ୍ତୁ ଓ ଆପଣ ଏହାର ରସ ପ୍ରୟୋଗ କରିପାରିବେ କିମ୍ବା ଆପଣ ଏହାକୁ କାଡା ପ୍ରସ୍ତୁତ କରି ପିଇ ପାରିବେ ତା ଛଡା ଆପଣ ଏହାକୁ ଚୋବେଇ ମଧ୍ୟ ଖାଇ ପାରିବେ ଏହା ଅଳ୍ପ ଖଟା ଓ ସ୍ଵାଦିଷ୍ଟ ଲାଗିଥାଏ

ଯଦି ଆପଣଙ୍କ କିଡନୀ ରେ ଷ୍ଟୋନ ଭଲ ସମସ୍ୟା ଥାଏ ତାହେଲେ ଆପଣ ଏହାର କାଡ଼ା ପ୍ରସ୍ତୁତ କରି ନିହାତି ଭାବରେ ସେବନ କରନ୍ତୁ । ଆପଣଙ୍କୁ କାଡା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆବଶ୍ୟକତା ପଡ଼ିବ କିଛି ଅମର ପୋଇ ପତ୍ରର ପ୍ରଥମେ ଆପଣ କିଛି ଅମର ପୋଇ ପତ୍ର ଆଣି ଏହାକୁ ସଫା ପାଣିରେ ପ୍ରଥମେ ଭଲ ଭାବେ ଧୋଇ ଦିଅନ୍ତୁ

ଏହା ସଫା ହେବା ପରେ ଆପଣ ଏହାକୁ ପାଣିରେ ପକାଇ ୫ ମିନିଟ୍ ପର୍ଯ୍ୟନ୍ତ ଶିଝାନ୍ତୁ ଏହା ଶିଝିବା ପରେ ଆପଣ ଏହାକୁ ଚିପୁଡି ଏହାର ରସ ବାହାର କରିଦିଅନ୍ତୁ ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଘରୋଇ ଉପଚାର ଯାହା ଆପଣଙ୍କ କିଡନୀ ଜନିତ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେବ।

Leave a Reply

Your email address will not be published. Required fields are marked *