Cricket : ଟି-20 ବିଶ୍ୱକପରେ ଭାରତୀୟ ଟିମ ସହ ଲଢ଼ିବେ ଭାରତୀୟ ଖେଳାଳି ,ଜାଣନ୍ତୁ କଣ ରହିଛି ଖେଳର ନିୟମ

T20 ବିଶ୍ୱକପ୍ ରେ ଟିମ୍ ଇଣ୍ଡିଆ ବିପକ୍ଷରେ ଖେଳିବେ ଭାରତୀୟ ଖେଳାଳି ଆମେରିକା ଦଳରେ ଇଣ୍ଡିଆନ ଖେଳାଲି । ଜୁନ ମାସରେ ଆରମ୍ଭ ହେବାକୁ ଯାଉଥିବା T20 ବିଶ୍ୱକପ୍ ଆମେରିକା ଓ ୱେଟେଣ୍ଡିସ ରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ବିଶ୍ୱକପ୍ ରେ ୨୦ ଟି ଦଳ ସାମିଲ ହେବେ ତେବେ ଏହି ବିଶ୍ୱକପ୍ ରେ ଟିମ୍ ଇଣ୍ଡିଆ ବିପକ୍ଷରେ ଖେଳିବେ ଭାରତୀୟ ଖେଳାଳି

ଅର୍ଥାତ୍ ଏଥର ବିଶ୍ୱକପ୍ ରେ ଟିମ୍ ଇଣ୍ଡିଆ ଏବଂ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଦେଖିବାକୁ ମିଳିବ ଏହି ବିଶ୍ୱକପ୍ ପାଇଁ ଆୟୋଜକ ଦଳ ଆମେରିକା ମଧ୍ୟ ନିଜର ଟିମ୍ ଘୋଷଣା କରିଛି ତେବେ ଏହି ୧୫ ଜଣିଆ ବିଶ୍ୱକପ୍ ଦଳରେ ମୋନାଙ୍କ ପାଟେଲଙ୍କୁ ଦଳରେ ସାମିଲ କରିଛି ଟିମ୍ ଆମେରିକା T

20 ବିଶ୍ଵକପ୍ ପାଇଁ ଆମେରିକା ୧୫ ଜଣିଆ ଟିମ୍ ମଧ୍ୟ ଘୋଷଣା କରିସାରିଛି ଏହି ଦଳରେ ମୋନାଙ୍କ ପାଟେଲଙ୍କୁ ଅଧିନାୟକ ଦାୟିତ୍ଵ ଦେଇଛି ଟିମ୍ ଆମେରିକା ତେବେ ମୋନାଙ୍କହେଉଛନ୍ତି ଗୁଜରାଟ ରାଜ୍ୟର ଖେଳାଳି ସେ ପ୍ରଥମେ ଅଣ୍ଡର ୧୯ ଖେଳରେ ଗୁଜୁରାଟ ର ଅଧିନାୟକ ହୋଇଥିଲେ

କିନ୍ତୁ ପରେ ସେ ଆମେରିକା ଚାଲି ଯାଇଛନ୍ତି ବର୍ତ୍ତମାନ ଆମେରିକା ଟିମ୍ ରେ ଖେଳୁଥିବା ବେଳେ T20 ବିଶ୍ଵକପ୍ ଆସୁଥିବାରୁ ତାଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି ତାଙ୍କ ବ୍ୟତୀତ ଆହୁରି ଅନେକ ଖେଳାଳିଙ୍କୁ ଦଳରେ ସ୍ଥାନ ଦେଇଛି ଟିମ୍ ଆମେରିକା ଉନ୍ମୁକ୍ତ ଚାନ୍ଦ ମଧ୍ୟ ଆମେରିକା ପଟରୁ ଖେଳିବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *