ସନ୍ତାନ ଟିଏ ପାଇଁ ଭିକ୍ଷା, କୋଳ ଭରିଦେଲେ ମହାପ୍ରଭୁ ପ୍ରକୃତ ଘଟଣା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ହାତ ଯୋଡ଼ିଦେବେ

ଖୋର୍ଦ୍ଧାର ଏକ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ରାକେଶ ବାବୁ । ତାଙ୍କ ସ୍ତ୍ରୀ ଗାର୍ଗୀ ବି ଏକ ସରକାରୀ ଚାକିରିଆ । ପରିବାର ସମ୍ମତି କ୍ରମେ ୪ ଫେବୃଆରୀ ୨୦୨୨ରେ ଉଭୟଙ୍କ ପ୍ରେମ ବିବାହ ହୋଇଛି । ମନ ଜାଣି ମହାପ୍ରଭୁ ସବୁ ଦେଇଛନ୍ତି । ଯାହା ଚାହିଁଛନ୍ତି ଉଭୟଙ୍କ ମହାପ୍ରଭୁ ପୂରଣ କରିଛନ୍ତି ।

କିନ୍ତୁ କୋଳରେ ସନ୍ତାନଟିଏ ନଥିବାରୁ ବହୁତ ମନଦୁଃଖରେ ଥାନ୍ତି ଉଭୟ । କିନ୍ତୁ ମହାପ୍ରଭୁଙ୍କ ଉପରେ ଗଭୀର ବିଶ୍ବାସ ଓ ଭକ୍ତି ରଖୁଛନ୍ତି । ମନ ଦୁଃଖରେ ଥିଲେ ବି କେବେ ପ୍ରଭୁଙ୍କ ଉପରୁ ଆସ୍ଥା ହରାଇନାହାନ୍ତି । ଏ ଘଟଣା ବିଷୟରେ ପରିବାର ଲୋକ ବି ଜାଣିଛନ୍ତି । ସମସ୍ତେ ବି ସମବଦେନା ଦିଅନ୍ତି । ଏମିତି ଏକ ସମୟ ଆସିଲା ରାକେଶ ମନେ ମନେ ମହାପ୍ରଭୁଙ୍କ ଅନ୍ତରରୁ ସବୁ ଦୁଃଖ ଜଣାଇଲେ ।

ଏହି ଘଟଣାର ଏକ ମାସ ପରେ ମହାପ୍ରଭୁ ସ୍ତରେ ତାଙ୍କ ଡାକ ଶୁଣିଲେ ଓ ରାକେଶ ବାବୁଙ୍କ ସ୍ତ୍ରୀ ଗାର୍ଗୀ ଗର୍ଭ ଧାରଣ କଲେ ୯ ମାସ ପରେ ତାଙ୍କ ର ଏକ ପୁତ୍ର ଶିଶୁ ଜନ୍ମ ଗ୍ରହଣ କଲା ଓ ସେ ଦୁହେଁ ସ୍ବାମୀ ସ୍ତ୍ରୀଙ୍କ ତାଙ୍କ ପୁତ୍ରର ନାମ ସ୍ନେହରେ ଜଗା ରଖିଲେ ଓ ଖୁସି ଖୁସି ରହିବାକୁ ଲାଗିଲେ।

Leave a Reply

Your email address will not be published. Required fields are marked *