ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସିର ଖବର ,ଏହି ଦିନ ସବୁ କାଳିଆ ଭାଇ ମାନଙ୍କୁ ମିଳିବ ଆଗାମୀ କିସ୍ତିର ଟଙ୍କା

ଦର୍ଶକବନ୍ଧୁ କାଳିଆ ଯୋଜନାକୁ ନେଇ ଆସି ଗଲା ଆଉ ଏକ ବଡ଼ ଖବର ଯାହା ପାଇଁ ଆଗକୁ ଆପଣଙ୍କୁ ମିଳିବାକୁ ଯାଉଛି ଟଙ୍କା । ଦର୍ଶକ ବନ୍ଧୁ ଯଦି ଆପଣ ଏକ କାଳିଆ ଯୋଜନା ହିତାଧିକାରୀ ଅଟନ୍ତି ଆପଣଙ୍କ ପାଇଁ ଆସିଗଲା ଆଉଏକ ବଡ଼ ଖୁସି ଖବର ଖୁବ କମ ଦିନ ମଧ୍ୟରେ ଆପଣଙ୍କ ଖାତାରେ ଜମା ହେବାକୁ ଯାଉଛି ୨୦୦୦ ଟଙ୍କା ।

ଆପଣମାନେ ନିହାତି ଭାବେ ଜାଣିଥିବା ଯେ ଆମ ରାଜ୍ୟ ସରକାର ଗତ କିଛି ମାସ ତଳେ କାଳିଆ ଯୋଜନା ହିତାଧିକାରୀ ଙ୍କ ଖାତାକୁ ୨୦୦୦ ଟଙ୍କା ପଠାଇଥିଲେ ଖାସ୍ ସେହି ଲୋକଙ୍କୁ ଜୁନ ଲୋକଙ୍କର ନାମ ଭୂମିହୀନ ତାଲିକାରେ ରହିଛି ସେମାନେ ମଦ୍ୟ ପାଇଛନ୍ତି ୨୦୦୦ ଟଙ୍କା ଏହାରି ମଧ୍ୟରେ ଆଉ ଏକ କିସ୍ତିରେ ଆସିବାକୁ ଯାଉଛି |

କାଳିଆ ଯୋଜନା ଟଙ୍କା ଆସନ୍ତୁ ଜାଣିବା କିପରି ଆପଣମାନେ ଏହି ଟଙ୍କା ପାଇଁ ଆବେଦନ କରି ପାରିବେ । ଆପଣମାନେ ନିହାତି ଭାବରେ ଜାଣିଥିବେ ଯେ ଆମ ରାଜ୍ୟ ସରକାର ପ୍ରତି ବର୍ଷ ଦୁଇଟି କିସ୍ତିରେ ୪୦୦୦ ଟଙ୍କା ସମସ୍ତ ହିତାଧିକାରୀଙ୍କ ଖାତାକୁ ପଠାଇ ଥାଆନ୍ତି |

ହେଲେ ଏହି ମେ ମାସ ୧୦ ତାରିଖରେ ଅକ୍ଷୟ ତୃତୀୟା ପଡୁଥିବାରୁ ରାଜ୍ୟ ସରକାର ସେହି ଅବସରରେ ସରକାର କାଳିଆ ଯୋଜନା ଟଙ୍କା ପଠାଇବେ ବୋଲି ସୂଚନା ମଧ୍ୟ ରହିଛି ଆଉ ଯଦି ଆପଣଙ୍କ ନାମ ମଧ୍ୟ କାଳିଆ ଯୋଜନା ହିତାଧିକାରୀ ଅଟନ୍ତି ତାହେଲେ ଆପଣଙ୍କୁ ମଧ୍ୟ ଟଙ୍କା ମିଳିବ ଏଥି ପାଇଁ ଆପଣଙ୍କୁ କୌଣସି ଆବେଦନ କରିବାର ଆବଶ୍ୟକତା ପଡ଼ିବ ନାହିଁ।

Leave a Reply

Your email address will not be published. Required fields are marked *