ଦୀର୍ଘ ୮ବର୍ଷ ପରେ ସିଦ୍ଧାନ୍ତ ଙ୍କୁ ଭେଟିଲେ ରଚନା ,ପ୍ରକୃତ ଖବର ଜାଣିଲେ ଆପଣ ଖୁସିରେ ନାଚି ଉଠିବେ

ବହୁତ୍ ବର୍ଷ ପରେ ସିଦ୍ଧାର୍ଥ ମହାପାତ୍ରଙ୍କୁ ଭେଟିଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ ହେଲେ କାହିଁକି କେଉଁ କାରଣରୁ ଓଡ଼ିଶା ଆସିଲେ ରଚନା ପ୍ରକୃତରେ ସିଦ୍ଧାର୍ଥ ଭେଟିବା ପଛରେ କଣ ରହିଛି ଅସଲ କାରଣ ଆସନ୍ତୁ ଜାଣିବା । ଦୀର୍ଘ ଦିନରୁ ଆପଣମାନେ ଏହି ଦୁଇଜଣଙ୍କୁ ଏକାଠି ଟିଭି ପରଦାରେ ଦେଖି ନଥିବେ ହେଲେ ଅଚାନକ ଏମିତି କେଉଁ କାରଣ ପାଇଁ ଓଡ଼ିଶାରେ ପହଂଚିଛନ୍ତି ରଚନା |

ପ୍ରକୃତରେ କଣ ରହିଛି ଏହା ପଛର ରହସ୍ୟ ଜାଣିବାକୁ ଶେଷ ଯାଏ ପଢ଼ନ୍ତୁ । ଆପଣମାନେ ନିହାତି ବାହ୍ବେ ଜାଣିଥିବେ ଯେ ସିଦ୍ଧାର୍ଥ ମହାପାତ୍ର BJD ଛାଡ଼ି BJP ରେ ଯୋଗଦାନ କରିଛନ୍ତି ଓ କ୍ୟାଣ୍ଡିଡେଟ୍ ଭାବେ ଟିକେଟ ପାଇ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଏହାରି ଭିତରେ ଖବର ଆସିଛି ଯେ ରଚନା ଓଡ଼ିଶା ଆସିଛନ୍ତି କାରଣ ଦୀର୍ଘ ୮ ବର୍ଷ ପରେ କଣ କରୁଛନ୍ତି ରଚନା ।

ଯାହା ଓଲିଉଡ ଜଗତରୁ ଖବର ଆସିଛି ଯେ ସିଦ୍ଧାର୍ଥ ଓ ରଚନା ଆଗାମୀ ନିକଟ ଭବିଷ୍ୟତରେ ଏକ ଚଳଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ବୋଲି ଖବର ଆସିଛି ହେଲେ ଏହା ପଛରେ କେତେ ସତ୍ୟତା ଅଛି ତାହା ରଚନା ଓ ସିଦ୍ଧାର୍ଥଙ୍କ ଛଡା ବୋଧେ ଆଉ କେହି ଯାଇଥିବା ।

ଆପଣମାନଙ୍କୁ କଣ ଲଗୁଛି କଣ ସତରେ ଏହି ଦୁଇଜଣ ଏକ ଫିଲ୍ମ କରିବାକୁ ଯାଉଛନ୍ତି ନା ତପଛାରେ ଆଉ କିଛି ରହସ୍ୟ ଅଛି କମେଣ୍ଟ କରି ନିହାତି ନିଜର ମତ ପ୍ରକାଶ କରିବେ ।

Leave a Reply

Your email address will not be published. Required fields are marked *