ସ୍କୁଲ ଛୁଟିକୁ ନେଇ ସରକାର କଲେ ବଡ଼ ଘୋଷଣା ,ଆଗକୁ ବଢ଼ିବାରେ ଖରାର ତାତି ଛାତ୍ର ଛାତ୍ରୀ ମାନେ ଘରୁ ନ ବାହାରିବା ପାଇଁ ସତର୍କ ସୂଚନା

ନମସ୍କାର ଦର୍ଶକବନ୍ଧୁ ପୁଣି ଆଗକୁ ବଢ଼ିବ ସ୍କୁଲ ଛୁଟି ଆପଣମାନେ ଜାଣିଥିବେ ଏବେ ଆମ ରାଜ୍ୟ ସରକାର 18 ,19 ଏବଂ 20 ତାରିକ ତିନି ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ତେବେ ଏନେଇ ଏକ ନୋଟିଫିକେସନ ମଧ୍ୟ ଜାରି ହୋଇଛି |ଯାହା ବିଷୟରେ ଆମେ ଆପଣଙ୍କୁ ଆଗକୁ ଜଣାଇବୁ ଯାହାକି ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଯାହାକି ଆଜି ସକାଳେ ବହୁତ ଖରା ସାରା ରାଜ୍ୟରେ ଲୋକଙ୍କ ପାଇଁ ଅସହ୍ୟ ପାଲଟିଛି |

ଆଇ ଆଣ୍ଡ ପିଆର ଡିପାର୍ଟମେଣ୍ଟ ସୂଚନା ଜାରି କରିଥିଲେ ଯେ ଗତ କାଲି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପରିପେକ୍ଷୀରେ ଚଳିତ ଏପ୍ରିଲ 18 ରୁ 20 ତାରିକ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ତିନି ଦିନ ବନ୍ଦ ରହିବ |ସରକାର ଏହା ମଧ୍ୟ ସୂଚନା ଦେଇଛନ୍ତି 20 ତାରିକ ପରେ ଯଦି ପାଣିପାଗରେ କୌଣସି ପରିବର୍ତ୍ତନ ନୁହୁଏ |

ଯଦି ଏହିଭଳି ଖରା ଲାଗି ରହିବ ତେବେ ଆହୁରି ସ୍କୁଲ ଛୁଟି ବଢ଼ାଇବା ପାଇଁ ସରକାର ସୂଚନା ଦେଇଛନ୍ତି |ଯଦି ପାଣିପାଗରେ କୌଣସି ପରିବର୍ତ୍ତନ ଆସିଲା ପାଗ ଠିକଠାକ କାଉଁଳିଆ ହେଲା ତାହେଲେ ଯେମିତି ଦିଆଯାଇଛି ଛୁଟି |

ସେହିପରି 21 ତାରିକ ଠାରୁ ସ୍କୁଲ ଖୋଲିବ କିନ୍ତୁ ବହୁତ ସାରା କମେଣ୍ଟ ଆସୁଛି କଲେଜ ପିଲାଙ୍କର ଛୁଟି କାହିଁକି ହେଲାନି ଅବଶ୍ୟ ଛୁଟି ହୋଇଥିଲେ ଭଲ ହୋଇଥାଆନ୍ତା କିନ୍ତୁ ସରକାର କଲେଜ ପିଲାଙ୍କ ପାଇଁ କିଛି ଛୁଟି ଘୋଷଣା କରି ନାହାଁନ୍ତି |

Leave a Reply

Your email address will not be published. Required fields are marked *