ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ଝିଅର ଚରିତ୍ର ଏବଂ ସ୍ୱଭାବ ,ଜାଣନ୍ତୁ ଏହି ନାମର ଝିଅଙ୍କୁ ବିବାହ କଲେ ଖୁସିରେ ରହିବେ

ଦର୍ଶକ ବନ୍ଧୁ ଆପଣମାନେ ନିହାତି ଭାବେ ଜାଣିଥିବେ ଯେ ନାମ ପ୍ରଥମ ଅକ୍ଷରରୁ ଜଣା ପଡ଼ିଥାଏ ବ୍ୟକ୍ତିର ବ୍ୟକ୍ତିତ୍ଵ ଓ ସ୍ଵଭାବ ବିଷୟରେ , ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ଏହି ଅକ୍ଷର ଥିବା ମହିଳା ମାନଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ଵ ବିଷୟରେ କିଛି ରୋଚକ କଥା ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ

M – ଏହି ଅକ୍ଷରର ମହିଳା ମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି ସବୁବେଳେ ପରିବାର ଓ ପ୍ରେମ ଉପରେ ଗୁରୁତ୍ବ ଦେଇଥାନ୍ତି ଏମାନେ ଯାହାକୁ ବହାହୋଇଥନ୍ତି ତାଙ୍କ ଘରେ ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି ।

N – ଏହି ଅକ୍ଷରର ମହିଳା ମାନେ କିଛି କଥା ନବୁଝି ହଟାତ୍ ରାଗି ଯାଇଥାଆନ୍ତି କିନ୍ତୁ ଏମାନେ ହୃଦୟରୁ ବହୁତ୍ ଭଲ ହୋଇଥାନ୍ତି ଏମାନେ ପ୍ରେମ ଅପେକ୍ଷା ସାଙ୍ଗ ମାନଙ୍କୁ ଅଧିକ ଗୁରୁତ୍ବ ଦେଇଥାନ୍ତି ଏମାନେ ନିଜକୁ ଓ ଅନ୍ୟମାନଙ୍କୁ ଖୁସିରେ ରଖିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି ।

R – ଏହି ଅକ୍ଷରର ମହିଳାମାନେ ଅଧିକ ପରିଶ୍ରମୀ ହୋଇଥାନ୍ତି ଯେଉଁ କାମରେ ହାତ ଦେଇଥାନ୍ତି ସେହି କମତୁ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଛାଡ଼ି ନଥାନ୍ତି ଏମାନେ ଉତ୍ତମ ଓ ସରଳ କଠା କହି ସମସ୍ତଙ୍କୁ ଖୁବଶିଘ୍ର ନିଜର କରି ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *