ଯେକୌଣସି ପ୍ରିୟ ବ୍ୟକ୍ତିର ନାମ ନେଇ ବାଛନ୍ତୁ ଗୋଟିଏ ନମ୍ବରର ଶଙ୍ଖ ଏବଂ ଜାଣନ୍ତୁ ଆପଣଙ୍କ ମନର ଗୁପ୍ତ ରହସ୍ୟ

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଆପଣଙ୍କ ମନର କଥା କହିବୁ ଆପଣ ତିନୋଟି ଶଙ୍ଖର ଚିତ୍ର ଦେଖୁଛନ୍ତି ତା ସହିତ ତିନୋଟି ନମ୍ବର ରହିଛି ଆପଣ ଏପରି ବିଷୟ ବହୁତ ଦେଖିଛନ୍ତି କିନ୍ତୁ ଏହି ବିଷୟଟି ଆପଣଙ୍କ ପାଇଁ ଟିକେ ଅଲଗା ରହୁଛି ପୂର୍ବରୁ ଆମେ ଆପଣଙ୍କୁ ଯେଉଁ ବିଷୟ ବସ୍ତୁ କରିଥିଲୁ ତାହା ଆପଣଙ୍କ ଭବିସ୍ୟକୁ ନେଇ ହୋଇଥିଲା କିନ୍ତୁ ଏହି ବିଷୟଟିରେ ଆମେ ଜାଣିବା ଗୋଟିଏ ବ୍ୟକ୍ତିର ନାମକୁ ଚିନ୍ତା କରି ଆପଣ ଏହି ଗୋଟିଏ ଶଙ୍ଖର ସଂଖ୍ୟା ବାଛନ୍ତୁ କୌଣସି ପ୍ରିୟ ବ୍ୟକ୍ତିଙ୍କ ନାମ ନେଇ ଆପଣ ଏକ ସଂଖ୍ୟା ବାଛନ୍ତୁ ଓ ଦେଖନ୍ତୁ ଆପଣଙ୍କ ମନ ଭିତରେ କଣ ଚାଲୁଅଛି | ତ ଏହି ବିଷୟଟିରେ ଆମେ ଆପଣଙ୍କର ମନର କଥା କହିବୁ ତେଣୁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ ଆପଣଙ୍କୁ ବହୁତ ଭଲ ଲାଗିବ ଏବଂ ବହୁତ କିଛି ନୂଆ ବିଷୟ ବସ୍ତୁ ଜାଣିବେ ଆପଣଙ୍କ ଭବିଷ୍ୟତକୁ ନେଇ |ଆପଣ ତିନୋଟି ଶଙ୍ଖ ଦେଖୁଛନ୍ତି 1,2 ଏବଂ 3 ତା ମଧ୍ୟରୁ ଆପଣ କୌଣସି ଏକ ପ୍ରିୟ ବ୍ୟକ୍ତିଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ଶଙ୍ଖ ଏବଂ ଜାଣନ୍ତୁ ଏବଂ ଆପଣଙ୍କ ମନରେ ବର୍ତ୍ତମାନ କଣ ପ୍ରଶ୍ନ ରହିଅଛି |

ପ୍ରଥମ ଶଙ୍ଖ – ଆପଣ ଯଦି ପ୍ରଥମ ସଂଖ୍ୟାଟିକୁ ବାଛିଛନ୍ତି ବା କୌଣସି ପ୍ରିୟ ବ୍ୟକ୍ତିଙ୍କ ନାମ ନେଇ ଏହି ସଂଖ୍ୟାଟିକୁ ବାଛିଛନ୍ତି ତେବେ ଜାଣି ନିଅନ୍ତୁ ଆପଣ ଏକ ଶୁଭ ସମୟରେ ଏହି ବିଷୟଟିକୁ ଦେଖୁଛନ୍ତି ଆପଣଙ୍କ କାର୍ଯ୍ୟ ଶୁଭପ୍ରଦ ରହୁଅଛି ମନ୍ଦ ଦଶା ଆପଣଙ୍କର ଖୁବ କମ ସମୟ ମଧ୍ୟରେ ଦୂର ହୋଇଯିବ |ଚନ୍ଦ୍ରଙ୍କ ଫଳ ଆପଣଙ୍କ ଲାଗି ନଗଣ୍ୟ ରହିବ ଆପଣ ବୁଦ୍ଧି ଖର୍ଚ୍ଚ କରି ଚନ୍ଦ୍ରକାନ୍ତି ପରି ମଣି ରୌପ୍ୟ ମୁଦ୍ରିକାରେ ସାରା ଜୀବନ ପର୍ଯ୍ୟନ୍ତ ଧାରଣା କରନ୍ତୁ |ବର୍ତ୍ତମାନ ଯେଉଁ କଥା ଲାଗି ଆପଣ ବ୍ୟସ୍ତ ରହୁଛନ୍ତି ତାହାର ଫଳ ଆପଣଙ୍କୁ ଟିକେ ଡେରିରେ ମିଳିବ ଗୁପ୍ତ ଧନର ଆଶା ଆପଣଙ୍କ ମନରେ ରହୁଅଛି |କୌଣସି ସ୍ଥାନରୁ ଗୁପ୍ତ ଧନ ମିଳି ଯାଆନ୍ତା କି ଏହା ସମ୍ଭବ ନୁହେଁ ଗୁପ୍ତ ଧନ ଅର୍ଥ ନୁହେଁ ପୋତା ଧନ ଆପଣଙ୍କୁ ଯଦି କୌଣସି ଜାଗାରୁ ଅଚାନକ ଧନ ପ୍ରାପ୍ତିର ଯୋଗ ଥାଏ ତାହେଲେ ଅଚାନକ ହିଁ ପ୍ରାପ୍ତ ହେବ ଏବେ ଆପଣ ଏହାକୁ ମିଥ୍ୟା ଭାବି ପାରନ୍ତି କିନ୍ତୁ ଆଗାମୀ ସମୟରେ ଆପଣ ଅନୁଭବ କରିବେ |ଆୟାର ସଦୁପଯୋଗ କରନ୍ତୁ ଆପଣଙ୍କ ଅର୍ଥର ସଠିକ ତାଳ ରଖନ୍ତୁ |

ଦ୍ୱିତୀୟ ଶଙ୍ଖ – ଦେଖନ୍ତୁ ଆପଣଙ୍କ ମନରେ ଗୁଡ଼ାଏ ପ୍ରଶ୍ନ ଘୁରି ବୁଲୁଅଛି ଯେହେତୁ ଆପଣ ଗୁଡ଼ାଏ ଦୁଶ୍ଚିନ୍ତାରେ ଅଛନ୍ତି ବର୍ତ୍ତମାନ ଆପଣଙ୍କ ସମସ୍ତ କାର୍ଯ୍ୟ ଆପଣଙ୍କ ଶକ୍ତି ବାହାରେ ମୁଣ୍ଡ ଉପରେ ଗୁଡ଼ାଏ ବୋଝ ଏପରି ରହିଛି କେଉଁ କାର୍ଯ୍ୟରେ ଆଗକୁ ହାତ ଦେବେ ତାହା ଜାଣି ପାରୁ ନାହାଁନ୍ତି ଗୁପ୍ତ ଶତ୍ରୁ ଆପଣଙ୍କ କ୍ଷତି କରୁଛନ୍ତି କାର୍ଯ୍ୟରେ ବାଧା ଦେଉଛନ୍ତି ସେଥିପାଇଁ ଆପଣ କିଛି ଚିନ୍ତା କରୁଛନ୍ତି କିନ୍ତୁ ଏପରି ଚିନ୍ତା ପରିହାର କରିବା ଭଲ ଗୋଟିଏ କାମ କରନ୍ତୁ ସୁବିଧା କରି କୌଣସି ଏକ ମୁଦ୍ରା ବା କୌଣସି ଏକ ମୁଦ୍ରିକା ଧାରଣ କଲେ ଏପରି ମୁଦ୍ରିକାକୁ ସାରା ଜୀବନ ଧାରଣା କରିପାରିବେ |ଆପଣଙ୍କ ପାଇଁ ଆଗକୁ ଆହୁରି ଶୁଭ ସମୟର ଆଗମନ ହେବାକୁ ଯାଉଛି ତ କୌଣସି ବିଷୟକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ |

ତୃତୀୟ ଶଙ୍ଖ -ଆପଣ ଯଦି ତୃତୀୟ ନମ୍ବର ସଂଖ୍ୟାଟିକୁ ବାଛିଛନ୍ତି ଦେଖନ୍ତୁ ଆପଣ ବର୍ତ୍ତମାନ ବହୁତ ଚିନ୍ତାରେ ବ୍ୟତିବ୍ୟସ୍ତ ସନ୍ତାନକୁ ନେଇ କୌଣସି କଷ୍ଟ ଭୋଗ କରୁଛନ୍ତି ମନ ମଧ୍ୟରେ ନାନା ଉଦବେଗ ଜାତ ହେଉଛି ଯାହା ଭାବୁଛନ୍ତି ସେହି କାର୍ଯ୍ୟ କରି ପାରୁ ନାହାଁନ୍ତି |ଅନ୍ୟମାନଙ୍କ ଲାଗି ବିଶେଷ ଚିନ୍ତା କରୁଛନ୍ତି ଆଶାତୀତ ଧନ ମିଳୁ ନାହିଁ ପାରିବାରିକ ଅଶାନ୍ତି ଏବଂ ସ୍ତ୍ରୀ ଵିମନ ହୋଇ ଗୃହ ଶାନ୍ତିରେ ବ୍ୟତିକ୍ରମ ଘଟୁଅଛି ତେବେ କଣ କରାଯିବ ବର୍ତ୍ତମାନ ଆପଣଙ୍କ ଲାଗି ସମୟ ଭଲ ନାହିଁ ତେବେ ଆପଣ ଏହି ସମୟକୁ ଯିବାକୁ ଦିଅନ୍ତୁ |ଏପରି ଆଉ କିଛି ଦିନ ଲାଗି ରହିବ ଆଉ ଗୋଟିଏ ବର୍ଷ ଆପଣ ଏପରି ଧନ୍ଦି ହୋଇପାରନ୍ତି |ତେବେ ଏହି ବର୍ଷଟି ଅର୍ଥାତ ଏହି ଓଡ଼ିଆ ନୂଆବର୍ଷ ଆରମ୍ଭରୁ ଆପଣ ପ୍ରଭୁ ହନୁମାନ ଚାଳିଶା ପାଠ କରନ୍ତୁ ପ୍ରତ୍ୟକ ଦିନ ଠାକୁର ଗୃହରେ ହନୁମାନ ଚାଳିଶା ପାଠ କରନ୍ତୁ ଏହା ଆପଣଙ୍କ ଲାଗି ସର୍ବୋତ୍ତମ ରହିବ

Leave a Reply

Your email address will not be published. Required fields are marked *