ଯଦି ଆପଣଙ୍କ ଘରକୁ ମାଙ୍କଡ଼ ଆସୁଛନ୍ତି ତେବେ ଜାଣନ୍ତୁ ଭୟଙ୍କର ଅର୍ଥ ,ନଚେତ ଦାଣ୍ଡର ଭିକାରି ହୋଇଯିବେ ଜଲ୍ଦି ଜାଣନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ନୂଆ ବିଷୟ ବସ୍ତୁ ନେଇ ଆସିଛୁ ଯାହାଦ୍ୱାରା ଆପଣମାନେ ଜାଣି ପାରିବେ ଯଦି ଘରକୁ ହଟାତ ମାଙ୍କଡ ମାନେ ଆସି ଯାଇଥାଆନ୍ତି ତେବେ ଏହାର ଅର୍ଥ କଣ ହୋଇଥାଏ । ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଅନୁସାରେ କୁହାଯାଇଛି କି କେବେବି କୌଣସି ଜିନିଷ ଅକାରଣରେ ହୋଇନଥାଏ ଆପଣ ମାନେ ଜାଣିଥିବେ ମାଙ୍କଡକୁ ପ୍ରଭୁ ହନୁମାନଙ୍କ ବାହାନ ଭାବରେ ମନା ଯାଇଥାଏ |

ବନ୍ଧୁଗଣ ସମୟ ଖରାପ ଆସିବାକୁ ଥିଲେ ମାଙ୍କଡ ହିଁ ଘରକୁ ଆସି ଏପରି ସଂକେତ ମାନ ଦେଇଥାଏ ଯେଉଁ ଗୃହରେ କେବେ କୌଣସି ନିୟମ ନିଷ୍ଠା ପାଳନ ହୋଇ ନଥାଏ କିମ୍ବା ଘରେ କେବେ ହେଲେ ଭାଗବତ ର ପାଠ ହୋଇ ନଥାଏ ସେହି ଘରେ କେବେ ମା ଲକ୍ଷ୍ମୀ ବାସ କରି ନଥାନ୍ତି । ଯଦି ଘରେ ସବୁବେଳେ କଳହ ଝଗଡ଼ା ପାଟି ଗୋଲ ଲାଗି ରହିଥାଏ ତେବେ ସେହି ଘରୁ ମାତା ଲକ୍ଷ୍ମୀ ଛାଡି ଚାଲି ଯାଆନ୍ତି ।

କିନ୍ତୁ ଆମର କର୍ମ ହିଁ ଆମର ଭଲ ସମୟ କିମ୍ବା ଖରାପ ସମୟ ଜୀବନକୁ ଆଣିଥାଏ । ସେହିଭଳି ଜୀବନରେ ଭଲ ସମୟ କିମ୍ବା ଖରାପ ସମୟ ଆସିବା ପୂର୍ବରୁ ପ୍ରକୃତି କିଛି ସଙ୍କେତ ମାନ ମଧ୍ୟ ଆମକୁ ଦେଇଥାଏ ।ବନ୍ଧୁଗଣ ଯଦି କୌଣସି ବାହାର ବୁଲା କୁକୁର ହଟାତ ଘରେ ପଶି ଯାଇଥାଏ ଏହାର ଅର୍ଥ ହେଉଛି ମା ଲକ୍ଷ୍ମୀ ଆପଣଙ୍କ ଉପରେ କିମ୍ବା ଆପଣଙ୍କ ଗୃହ ଉପରେ ରୁଷ୍ଠ ଅଛନ୍ତି । ଏହାଛଡା ଯଦି କୁକୁଡା କିମ୍ବା କଳା ମୁହଁ ବାଲା ମାଙ୍କଡ ମଧ୍ୟ ଘରେ ହଟାତ ପଶି ଯାଇଥାଏ ତେବେ ଏହି ସଂକେତ ଦେଇଥାଏ କି ମା ଲକ୍ଷ୍ମୀ ଆପଣଙ୍କ ଗୃହ ଉପରେ ବହୁତ ରୁଷ୍ଟ ଅଛନ୍ତି ।

ବନ୍ଧୁଗଣ ଆଗକାଳରେ ଯେଉଁଠାରେ ଲୋକ ମାନେ ଗୋ ପାଳନ କରି ଗୋ ସେବା କରୁଥିଲେ, ଆଜିକାଲି ର ଆଧୁନିକ ମଣିଷ କୁକୁର ପାଳି କୁକୁର ସେବା କରୁଅଛି କିନ୍ତୁ ଶାସ୍ତ୍ର ଅନୁସାରେ କୁକୁରକୁ ଘରେ ରଖିବା ଅଶୁଭ ମନେ କରାଯାଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ ମଧ୍ୟ ନିଜ ଘରେ କିଛି ଏପରି ସଂକେତ ମାନ ଦେଖିବାକୁ ପାଉଛନ୍ତି ତେବେ ବିଳମ୍ବ ନ କରି ଶୀଘ୍ର ଏହାର କିଛି ପ୍ରତିକାର କରନ୍ତୁ ।

Leave a Reply

Your email address will not be published. Required fields are marked *