ମାଳିକା ଯାହା କହୁଥିଲା ସେୟା ହେଲା ଗୋଟି ଗୋଟି ସତ ହେଉଛି ମହାପୁରୁଷଙ୍କ ବାଣୀ ,ଆଗକୁ ମଧ୍ୟ ଘଟିବ ଏହି ସବୁ ଘଟଣା ମିଳିଲା ପ୍ରମାଣ

ନମସ୍କାର ଦର୍ଶକବନ୍ଧୁ କଳିଯୁଗ ଶେଷ ହେବା ସମୟ ନିକଟ ଆଉ ମାଳିକା ଯାହା ପ୍ରମାଣିତ କରିଛି ମାଳିକାରେ ଯାହା ଲେଖା ଯାଇଥିଲା କଳିର ଅନ୍ତିମ ସମୟରେ ଜଣେ ମହିଳା ଥିବେ ଭାରତର ସର୍ବୋଚ୍ଚ ପଦବୀରେ ଦର୍ଶକବନ୍ଧୁ ଯାହା ଲେଖା ଥିଲା ତାହା ହିଁ ହେଲା ଏବେ ଭାରତରେ ରାଷ୍ଟ୍ରପତି ଜଣେ ମହିଳା ଅଛନ୍ତି |ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ସମୟ ହେଉଛି ନିକଟ କଣ କହୁଛି ମାଳିକା ମହାପୁରୁଷ ;ଲେଖିଥିଲେ କଳିଯୁଗ ଶେଷ ସମୟରେ ଲକ୍ଷଣ ମିଳିବ |

ସେହି ସମୟରେ ଭାରତର ସର୍ବୋଚ୍ଚ ପଦବୀରେ ଜଣେ ମହିଳା ଥିବେ ସେ ହିଁ ଭାରତର ଶେଷ ରାଷ୍ଟ୍ରପତି ହେବେ |ତେବେ ମାଳିକା ଯାହା କହୁଛି କଳିଯୁଗର ଅନ୍ତ 2029 ମଧ୍ୟରେ ହେବାକୁ ଯାଉଛି ହିସାବରେ ଯଦି 2022 ରୁ ରାଷ୍ଟ୍ରପତି ରହୁଛନ୍ତି ତାହେଲେ 2027 ପର୍ଯ୍ୟନ୍ତ ରହିବେ |ଆଉ 2023 ରୁ 2028 ମଧ୍ୟରେ ଏହି ସବୁ ଘଟଣା ଘଟିବ ଧ୍ବଂସ ଲୀଳା ହେବ ଭାରତରେ |

ଭାରତ ନୁହେଁ ସାରା ବିଶ୍ୱରେ ହଲଚଲ ସୃଷ୍ଟି ହେବ |ମାଳିକା ଅନୁଯାଇ କହିଲେ 2023 ରୁ 2028 ମଧ୍ୟରେ ଧ୍ବଂସ ଲୀଳା ହେବ 2029 ଭିତରେ ମୀନ ଶନି ଯୋଗ ଆସୁଛି ଆଉ ତାପରେ ବିଶ୍ୱଯୁଦ୍ଧ ହେବ ନିଶ୍ଚିତ କାରଣ ମାଳିକା ଅନୁଯାଇ 2029 ରେ ଭାରତରେ ବିଶ୍ୱଯୁଦ୍ଧ ପରିସ୍ଥିତି ଉପୁଜିବ |ତାହା ପୂର୍ବରୁ ଚାଇନା ଏବଂ ପାକିସ୍ତାନ ଭଳି ଦେଶ ଭାରତକୁ ଉସ୍କାଇବା ଆରମ୍ଭ କଲେଣି ଆଉ ଯାହା ଜଣା ପଡ଼ିଛି |

କଳିଯୁଗର ସମୟ କମ ରହିଲା ଆପଣମାନେ ସମସ୍ତେ ଜାଣିଛନ୍ତି 2029 ରେ କଳିଶେଷ ହେବ ବୋଲି ଆଉ ମାଳିକାରେ ମଧ୍ୟ ଲେଖା ଥିଲା କଳିର ଶେଷ ସମୟରେ ଜଣେ ମହିଳା ଉଚ୍ଚ ପଦବୀରେ ଥିବେ ବୋଲି କୁହା ଯାଇଥିଲା ଆଉ ତାହା ମଧ୍ୟ ହେଲା ଆଉ ଏହା ହେଲା କଳିଯୁଗ ଶେଷ ସମୟର ଲକ୍ଷଣ କଳିଯୁଗ ଶେଷ ହୋଇ ସତ୍ୟଯୁଗ ପ୍ରତିଷ୍ଠା ହେବ ଆଉ ଖୁବ ଶୀଘ୍ର ପ୍ରଭୁ କଳ୍କୀ ସାମ୍ନାକୁ ଆସିବେ |

Leave a Reply

Your email address will not be published. Required fields are marked *