ବାଛନ୍ତୁ ଆପଣଙ୍କ ପସନ୍ଦର ଯେକୌଣସି ଗୋଟିଏ ପଙ୍ଖ ଓ ଜାଣନ୍ତୁ ନିଜର ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ବିଷୟରେ

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟଟି ରହିଛି ବାଛନ୍ତୁ ଗୋଟିଏ ପଙ୍ଖ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ଏବଂ ରହସ୍ୟ ଓ ନିଜର ଦୁର୍ବଳତା ଦେଖନ୍ତୁ ପିଲା ଦିନେ ଉଡୁଥିବା ପରକୁ ଧରିବା ଏବଂ ତାହାକୁ ନିଜ ନୋଟ ବୁକରେ ସଜାଇକି ରଖିବା ପ୍ରତ୍ୟକ ପିଲାମାନଙ୍କ ପ୍ରିୟ ହୋଇଥାଏ ଅଲଗା ଅଲଗା ପ୍ରଜାତିର ପକ୍ଷୀ ମାନଙ୍କ ମଧ୍ୟରେ ସେମାନଙ୍କ ପରର ଆକାର ଏବଂ ରଙ୍ଗ ମଧ୍ୟ ଅଲଗା ଅଲଗା ହୋଇଥାଏ କିନ୍ତୁ ଏହା ସବୁ ପ୍ରକାରରେ ଉଡ଼ିବାରେ ସହାୟକ ହୋଇଥାଏ ଏଥିରେ ମନୋବିଜ୍ଞାନ ପଙ୍ଖର ଆଧାରରେ ଆପଣଙ୍କ ପସନ୍ଦକୁ ମାନସିକ ଭାବରେ ଉଡ଼ିବା ଅର୍ଥାତ ଆପଣଙ୍କ ବିଚାର ସହିତ ଯୋଡ଼ା ହୋଇଥାଏ |ଆପଣଙ୍କ ବିଚାର ହିଁ ଆପଣଙ୍କ ବ୍ୟକ୍ତିତ୍ୱ ନିର୍ଦ୍ଧାରିତ କରିଥାଏ ଏଥିପାଇଁ ମନୋବିଜ୍ଞାନ ଅନୁସାରେ ଏହି ପଙ୍ଖ ଗୁଡ଼ିକରେ ଆପଣଙ୍କ ପସନ୍ଦ ଏବଂ ତାହା ସହିତ ଆପଣଙ୍କ ବ୍ୟକ୍ତିତ୍ୱର ବହୁତ ଗଭୀର ରହସ୍ୟ ଖୋଲି ଥାଏ |ଆପଣ ସ୍କ୍ରିନ ଉପରେ ଦେଖୁଥିବା ପାଞ୍ଚୋଟି ପର ମଧ୍ୟରୁ କୌଣସି ଗୋଟିଏ ପଙ୍ଖକୁ ବାଛନ୍ତୁ ଓ ଜାଣନ୍ତୁ ନିଜର ବ୍ୟକ୍ତିତ୍ୱ ,ରହସ୍ୟ ,ଭବିଷ୍ୟତ ଏବଂ କିଛି ଦୁର୍ବଳତା ଏହି ରୋଚକ କଥା ଯାହାକି ଆପଣ ଜାଣି ପାରି ନାହାଁନ୍ତି |

ଯଦି ଆପଣ ପ୍ରଥମ ପଙ୍ଖଟିକୁ ବାଛିଛନ୍ତି ତେବେ ଆପଣ ବହୁତ ଶାନ୍ତ ଏବଂ ଦୟାଳୁ ସ୍ଵଭାଵର ବ୍ୟକ୍ତି ଅଟନ୍ତି । ଆପଣ ଲୋକମାନଙ୍କୁ ସାଥିରେ ନେଇ ଚଳିବାକୁ ବିଶ୍ୱାସ ରଖି ଥାଆନ୍ତି |ଏହା ହିଁ କାରଣ ଅଟେ କୌଣସି କଥା ଉଗ୍ର ହେଉଥାଉନା କାହିଁକି ସମସ୍ତଙ୍କ ମଙ୍ଗଳ ଚିନ୍ତା କରି ଯେଉଁ ପର୍ଯ୍ୟନ୍ତ ସମ୍ଭବ ହୋଇପାରେ ଆପଣ ତାହାକୁ ଶାନ୍ତି ପୂର୍ବକ ସମୁଖୀନ ହୋଇଥାଆନ୍ତି |ପରିସ୍ଥିତି ଯେପରି ହେଉଥାଉନା କାହିଁକି ଆପଣ ନିଜ ବିଷୟରେ ଚିନ୍ତା ନକରି ସମସ୍ତଙ୍କୁ ସାହାଯ୍ୟ କରିବାରେ ସର୍ବଦା ପ୍ରସ୍ତୁତ ରହିଥାଆନ୍ତି ତାହା ସହିତ ଆପଣ ଅଳ୍ପ ଅନ୍ତର୍ମୁଖ ସ୍ୱଭାବର ମଧ୍ୟ ଅଟନ୍ତି |ଅନ୍ୟମାନଙ୍କ ଆବଶ୍ୟକତା ଏବଂ ଖୁସିର ଧ୍ୟାନ ରଖି ଆପଣ ଅନ୍ୟମାନଙ୍କ ସହିତ ଯୋଡ଼ି ହୋଇ ରହିଥାଆନ୍ତି |

ଦ୍ୱିତୀୟ ପଙ୍ଖ -ଆପଣ ଯଦି ଦ୍ୱିତୀୟ ପଙ୍ଖ ଟିକୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ ଆପଣ କୌଣସି କଥାକୁ ଶୀଘ୍ର ଜାଣି ଯାଇଥାଆନ୍ତି ଏହା ହିଁ କାରଣ ଅଟେ ଯେବେ କୌଣସି ନୂଆ କାର୍ଯ୍ୟ କରିବା ଆଗକୁ ଆସିଥାଏ ତେବେ ଆପଣ ବହୁତ ସହଜରେ ତାକୁ କରିପାରିଥାଆନ୍ତି ଓ ଅନ୍ୟମାନଙ୍କ ଠାରୁ ମଧ୍ୟ ଏଭଳି ଆଶା ରଖିଥାଆନ୍ତି |ଆପଣ ବୁଦ୍ଧିମତ ଅଟନ୍ତି ବେଳେ ବେଳେ ଭୁଲ ମଧ୍ୟ କରି ବସନ୍ତି |ଆପଣ ନିଜ ବ୍ୟକ୍ତିଗତ ଜୀବନ କାହା ସହିତ ସେୟାର କରିବା ପସନ୍ଦ କରିନଥାନ୍ତି କିନ୍ତୁ ସାଙ୍ଗ ମାନଙ୍କ ସହିତ ସମୟ କାଟିବା ଆପଣଙ୍କୁ ବହୁତ ପସନ୍ଦ ହୋଇଥାଏ |ଏଠାରେ ହିଁ ସମସ୍ୟା ଆସିଥାଏ ଯାହା ସହିତ ମଧ୍ୟ ଆପଣ ରହିଥାଆନ୍ତି ଆପଣ ଏହା ଆଗ୍ରହ ରଖିଥାଆନ୍ତି ତାହା ପୂର୍ଣ୍ଣ ଭାବରେ କେବଳ ଆପଣଙ୍କ ଉପରେ ହିଁ ଧ୍ୟାନ ଦିଅନ୍ତୁ |ଲୋକମାନେ ଆପଣଙ୍କୁ ଏପରି ଭୁଲ ବୁଝି ଥାଆନ୍ତି କିନ୍ତୁ ଆପଣ ସେଭଳି ବ୍ୟକ୍ତି ନୁହଁନ୍ତି ଆପଣ ସମସ୍ତଙ୍କ ସହିତ ମିଶିବାରେ ଆନନ୍ଦ ଅନୁଭବ କରିଥାଆନ୍ତି

ତୃତୀୟ ପଙ୍ଖ -ଆପଣ ଯଦି ତୃତୀୟ ପଙ୍ଖଟିକୁ ବାଛିଛନ୍ତି ତେବେ ଆପଣ ଆତ୍ମ ନିର୍ଭରଶୀଳ ହେବାର ଉଦାହରଣ ହୋଇଥାଆନ୍ତି ଜୀବନରେ ଛୋଟିଆରୁ ଛୋଟିଆ ଜିନିଷ କାହା ଉପରେ ନିର୍ଭର ହେବା ଆପଣଙ୍କୁ ପସନ୍ଦ କରନ୍ତି ନାହିଁ ଆପଣଙ୍କ ଜୀବନରେ କୌଣସି ଏକ ନିର୍ଦିଷ୍ଟ ଲକ୍ଷ ନେଇ ଚାଲିବାର ବାସ୍ତବିକ ଅର୍ଥ ଜଣା ଥାଏ ନିଜର ଲକ୍ଷକୁ ପାଇବାରେ ଆପଣ ଆଶାତୀତ ରହିଥାଆନ୍ତି ଓ ସମ୍ପୂର୍ଣ୍ଣ ଉତ୍ସାହ ଏବଂ ଏକାଗ୍ରତାର ସହିତ ପ୍ରାପ୍ତ କରିବା ପାଇଁ ଲାଗି ପଡ଼ନ୍ତି ଆପଣ କେବେବି ହାର ନମାନିଲା ଭଳି ବ୍ୟକ୍ତିତ୍ୱ ଅଟନ୍ତି ଆପଣଙ୍କର ସବୁଠାରୁ ବିଶେଷ ଗୁଣ ଏହା ହିଁ ଅଟେ |ଏହା ହିଁ ଆପଣଙ୍କୁ ଆତ୍ମବିଶ୍ଵାସୀ କରିଥାଏ ଓ ଅସଫଳତାର ନିରାଶ ନହେବା ଭଳି ବ୍ୟକ୍ତି ଆପଣ ହୋଇଥାଆନ୍ତି |

ଚତୁର୍ଥ ପଙ୍ଖ -ଆପଣ ଯଦି ଚତୁର୍ଥ ପଙ୍ଖଟିକୁ ବାଛିଛନ୍ତି ତ ଆପଣଙ୍କ ଗୁପ୍ତ ଚରିତ୍ର କେହିବି ଜାଣି ପାରନ୍ତି ନାହିଁ ଆପଣ କିପରି ବ୍ୟକ୍ତି ଅଟନ୍ତି ଆପଣଙ୍କୁ ଜାଣିବା ରହସ୍ୟମୟ କଥା କିନ୍ତୁ ଏହି ରହସ୍ୟମୟ ଗୁଣର ମାଲିକ ମଧ୍ୟ ଅଟନ୍ତି ଆପଣଙ୍କ କଳ୍ପନା ଶକ୍ତି ଆଶ୍ଚର୍ଯ୍ୟ କରିବା ଭଳି ଅଟେ ଓ ସମସ୍ୟା ଯେପରି ହେଉଥାଉନା କାହିଁକି ତାହାର ଗୋଟିଏ ଯାଦୁ ପରି ସମାଧାନ ଆପଣଙ୍କ ନିକଟରେ ରହିଥାଏ ଆପଣ ଗୋଟିଏ କଳାତ୍ମକ ବ୍ୟକ୍ତି ଅଟନ୍ତି ଓ ପ୍ରତ୍ୟକ କାର୍ଯ୍ୟକୁ ସଠିକ ଭାବରେ କରିବା ପାଇଁ ଇଛା ରଖିଥାଆନ୍ତି ବହୁତ ଥର ଏହା ଆପଣଙ୍କୁ ଏପରି ଏକ ଛବିରେ ବାନ୍ଧି ଦେଇଥାଏ କିନ୍ତୁ ଲୋକମାନେ ଆପଣଙ୍କ କାର୍ଯ୍ୟର ମହତ୍ତ୍ୱ ଜାଣି ଥାଆନ୍ତି ଓ ଆପଣଙ୍କ ସହ ମିତ୍ରତା କରିବା ପାଇଁ ଚାହିଁଥାଆନ୍ତି |

ଯଦି ଆପଣ ଶେଷ ପଙ୍ଖଟିକୁ ବାଛିଛନ୍ତି ତେବେ ଆପଣ ବହୁତ ରଚନାତ୍ମକ ବ୍ୟକ୍ତି ଅଟନ୍ତି ଆପଣଙ୍କ କ୍ରିଏଟିଭିଟି ଏବଂ କଳ୍ପନା ଶକ୍ତି ଆପଣଙ୍କର ବହୁତ ବଡ଼ ଗୁଣ ଅଟେ କିନ୍ତୁ ଆପଣଙ୍କର ସବୁଠାରୁ ଗୁଣ ଏହା ଅଟେ କି ଆପଣଙ୍କର କ୍ଷମତା ଉପରେ ବିଶ୍ୱାସ ହିଁ ନଥାଏ ଏହା ହିଁ କାରଣ ଅଟେ ଏତେ ପ୍ରଭାବଶୀଳ ହେଲା ସତ୍ବେ ଆପଣଙ୍କୁ ଅସଫଳତାର ମୁହଁ ହିଁ ଦେଖିବାକୁ ହୋଇଥାଏ |ଏହା ହିଁ ଆପଣଙ୍କୁ ଚିନ୍ତିତ ରଖିଥାଏ ଆପଣ ଏହା ଭୁଲି ଯାଆନ୍ତି କି ପ୍ରତ୍ୟକ ଘଟଣା କୌଣସି ନା କୌଣସି କାରଣରୁ ପ୍ରଥମରୁ ହିଁ ଥୟ ଅଟେ ଆପଣଙ୍କୁ ନିଜକୁ ସାବ୍ୟସ୍ତ କରିବା ପାଇଁ ଅଳ୍ପ ସମୟର ଆବଶ୍ୟକ ରହିଛି |ଆପଣ ନିଜ କାର୍ଯ୍ୟକୁ ପୂର୍ଣ୍ଣ ସ୍ୱଚ୍ଛତା ଏବଂ ସମ୍ପୂର୍ଣ୍ଣ ପ୍ରଫେକ୍ସନର ସହିତ କରିବାକୁ ପସନ୍ଦ କରିଥାଆନ୍ତି ସବୁ ଜିନିଷ ପ୍ରତି ଆପଣଙ୍କ ଅଧିକ ଧ୍ୟାନ ରହିଥାଏ |

Leave a Reply

Your email address will not be published. Required fields are marked *