Malika Bachana : ଦେଖା ଦେଲେଣି ଧଳା କାଉ ଆସୁଛି କି ମହାବିପତି ,ଯାହା ଲେଖା ଅଛି ମାଳିକାରେ ଗୋଟି ଗୋଟି ହେଉଛି ସତ

ନମସ୍କାର ଦର୍ଶକବନ୍ଧୁ ଦେଖାଦେଲାଣି ଧଳା କାଉ ଆସୁଛି କି ମହାବିପଦି ଆଜି ଆମେ ଅଢ଼ଙ୍ଗ ଗ୍ରାମର ଯଶବନ୍ତ ଦାସଙ୍କ ମାଳିକା ବିଷୟରେ ଜାଣିବା ଯେକି ମହାପୁରୁଷଙ୍କ ଆଜ୍ଞାରେ ଅଢ଼ଙ୍ଗ ଗ୍ରାମରେ ଜନ୍ମ ଲାଭ କରିଥିଲେ କାହିଁକି ନା ସେ ନିଜେ ପ୍ରକାଶ କରିଛନ୍ତି ତାଙ୍କ ସୁରକ୍ଷିତ ଗ୍ରନ୍ଥରେ ଅଢ଼ଙ୍ଗ ଗ୍ରାମରେ ମତେ ରଖିଲା ଗୋସେଇଁ ବାଛି ଯଶବନ୍ତ ନାମଦେଲା ଭାବଗ୍ରାହୀ ଆପଣ ଶୁଣିଥିବେ କୋରାପୁଟରେ ଧଳା କାଉ କଥାକୁ ଏହା ମଧ୍ୟ ସୋସିଆଲ ମେଡିଆରେ କିଛି ଦିନ ହେଲା ଭାଇରଲ ହେବାରେ ଲାଗିଛି |

ଧଳା କାଉକୁ ଅନେକ ଲୋକ କହିଲେ କିଛି ବିପଦି ଆସୁଛି ବୋଲି ଧଳା କାଉକୁ ନେଇ ବିଭିନ୍ନ ଭିଡିଓ ଭାଇରଲ ହେବାରେ ଲାଗିଛି ସତରେ କଣ ଏହା ସୂଚନା ମିଳିଲାନି ଆଗତ ଭବିଷ୍ୟତ ପାଇଁ କଳିର ଭୟଙ୍କର ସ୍ଥିତି କଣ ଲେଖିଛନ୍ତି ଯଶବନ୍ତ ଦାସ ଏନେଇ ଆସନ୍ତୁ ଜାଣିବା |ଆ

ପଣମାନେ ପିଲା ଦିନେ କାଉ କଳା ହେଲେ ଧଳା କାଉ କେଉଁଠୁ ଆସିଲା ମହାପୁରୁଷ ଲେଖିଛନ୍ତି ବଡ଼ ସୁନ୍ଦର ଭାବରେ ଏମିତି ସମୟ ଆସିବ କଳି ଯାହା ଦେଖିଚି ବେନି ନୟନ କଳି ଶେଷ ଦେଖିବ ପୁଣ ଯାହା ଏହି ଆଖି ଦେଖିନି କଳିରେ ତାହା ଦେଖିବ |

ଏହି ଆଖି ଆଗରୁ ଦେଖିଥିଲେ କଳା କାଉ ଏବେ ଧଳା କାଉ ମାତି ଲେଣି ଯାହା କାନ ଶୁଣିଛି ତାହା ଘଟୁଛି ଯାହା ଅସମ୍ଭବ ତାହା ସମ୍ଭବ ହେଉଛି ଯଶବନ୍ତ ଦାସ କହୁଛନ୍ତି ବାବୁରେ କଳିଯୁଗରେ ଯାହା ସମ୍ଭବ ନୁହେଁ ତାହା ସମ୍ଭବ ହେବ |

Leave a Reply

Your email address will not be published. Required fields are marked *