୩ ପରାଜୟ ପରେ ବିଜୟର ସ୍ବାଦ ଚାଖୁଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀକୁ ୨୯ ରନରେ ଦେଲା ମାତ ଭାଙ୍ଗି ପଡ଼ିଲେ ରିସବ ପନ୍ଥ

ଗତ ତିନୋଟି ମ୍ୟାଚ୍ ହାରିବା ପରେ ମ୍ୟାଚ୍ ଜିତିବାର ସ୍ଵାଦ ପାଇଲା ମୁମ୍ବାଇ ଇଣ୍ଡିଆନ ଦିଲ୍ଲୀକୁ ଲଜୟାଜନକ ଭାବରେ ପରାସ୍ତ କରି ଖୋଲିଲା ପଏଣ୍ଟ ଟେବୁଲ୍ ଖାତା । ହଁ ଦର୍ଶକ ବନ୍ଧୁ ଲଗାତାର ତିନୋଟି ମ୍ୟାଚ୍ ହାରିବା ପରେ ପ୍ରଥମ ମ୍ୟାଚ୍ ଜିତିବାର ସ୍ଵାଦ ଚାଖିଲା ମୁମ୍ବାଇ ଇଣ୍ଡିଆନ ବ୍ୟାଟ୍ସମ୍ୟାନ୍ ମାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ IPL ୨୦୨୪ ର ପ୍ରଥମ ବିଜୟ ହାସଲ କରିଛି |

ମୁମ୍ବାଇ ମୁମ୍ବାଇ ଦ୍ଵାରା ଧାର୍ଯ୍ୟ ହୋଇଥିବା ୨୩୫ ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦିଲ୍ଲୀ କ୍ୟାପିଟାଲ ୮ ୱିକେଟ୍ ହରାଇ ୨୦୫ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ ୫ ୱିକେଟ୍ ହରାଇ ୨୩୪ ରନ୍ ସଂଗ୍ରହ କରିଥିଲା ମୁମ୍ବାଇ ପକ୍ଷରୁ ରୋହିତ ସର୍ବାଧିକ ୪୯ ରନ୍ ସଂଗ୍ରହ କରିଥିଲେ |

ମୁମ୍ବାଇ ଟିମ୍ ରନ୍ କୁ ପିଛା କରି ଦିଲ୍ଲୀ କ୍ୟାପିଟାଲର ପୃଥିବୀ ସର୍ବାଧିକ ୬୬ ରନ୍ ସଂଗ୍ରହ କରି ଆଉଟ୍ ହୋଇ ଯାଇଥିଲେ ମୁମ୍ବାଇ ଟିମ୍ ବିଲର୍ ମାପି ଚୁପି ବୋଲିଂ କରି ଦିଲ୍ଲୀର ସମସ୍ତ ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ଆଉଟ୍ କରି ଦେଇ ଥିଲେ |

ଯାହା ଫଳରେ ଦିଲ୍ଲୀ ୩୦ ରନ୍ ବ୍ୟବଧାନରେ ମୁମ୍ବାଇ ଇଣ୍ଡିଆନ ଠାରୁ ପରାସ୍ତ ସମ୍ମୁଖୀନ ହୋଇଥିଲା । ଦର୍ଶକ ବନ୍ଧୁ ଆପଣଙ୍କୁ IPL ର କେଉଁ ଟିମ୍ ସବୁଠାରୁ ଅଧିକ ଭଲ ଲାଗେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ।

Leave a Reply

Your email address will not be published. Required fields are marked *