ଅଯୋଧ୍ୟାରେ ହଠାତ ରାବଣ ଉଠି ଆସି ମନ୍ଦିର ଭାଙ୍ଗିବାର ଧମକ ଦେଲେ ,ପ୍ରକୃତ ସତ୍ୟତା ଜାଣିଲେ ଆପଣ ହାତ ଯୋଡ଼ିଦେବେ

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଏକ ସତ୍ୟ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ! ଏହି ଘଟଣାଟି ହେଉଛି ଅଯୋଧ୍ୟାର ରାମମନ୍ଦିରେ ଯେତେବେଳେ ଲୋକମାନେ କାମ କରୁଥାଆନ୍ତି ମୂର୍ତ୍ତିକୁ ଅକର୍ଡାଉଥନ୍ତି ସେତେବେଳେ ଜଣେ ବାବା ମନ୍ଦିର ଭିତରକୁ ଯାଇ ଜଣଙ୍କ ସହିତ କଥା ହେଉଥାନ୍ତି |

ସେତେବେଳେ ମନ୍ଦିର ଭିତରକୁ ସାଧୁ ସନ୍ଥ ଯିବ ଗୋଟେ ସାଧାରଣ କଠାଥିଲା କାରଣ ତାର କିଛି ଦିନ ପରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାର ଥିଲା ମନ୍ଦିର ପ୍ରଶାସନ ତରଫରୁ ଜଣେ ପ୍ରଶାସକ ଯାଇ ସେ ବାବାଙ୍କ ପାଖକୁ ଯାଇ ଦେଖିଲେ ଯେ ସେ ବାବାଜଣଙ୍କ ଗୋଟେ ଖୁଣ୍ଟ ସହିତ କଥା ହେଉଥିଲେ |

ସେ ପ୍ରଶାସକଜଣଙ୍କ ବାଙ୍କୁ ପଚାରିଲେ ଯେ ଆପଣ କାହା ସହିତ କଥା ହେଉଥିଲେ ସେ ବାବା କହିଲେ ମୁଁ ରାମଙ୍କ ସହିତ କଥା ହେଉଥିଲି ତାଙ୍କୁ ତାଙ୍କ ନାଁ ପଚରିବାରୁ ସେ କହିଲେ ମୁଁ ବଶିଷ୍ଠ ଏତିକି କହି ସେ ବାବା ସେଠାରୁ ଅନ୍ତର୍ଦ୍ଧାନ ହୋଇ ଗଲେ

ତାପରେ ସେ ପ୍ରଶାସକଜଣଙ୍କ ସେ ବାବାଙ୍କୁ ବହୁତ୍ ଖୋଜିଲେ କିନ୍ତୁ ତାଙ୍କୁ ଆଉ ପାଇଲେ ନାହିଁ । ଆପଣ ମାନଙ୍କୁ କଣ ଲଗୁଛି କଣ ସେ ସତରେ ଗୁରୁ ବୈଶିଷ୍ଟ୍ୟ ଥିଲା , କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ।

Leave a Reply

Your email address will not be published. Required fields are marked *