ଘର ପଛ ବାରି ପଟେ ପୁରୁଣା ପ୍ରେମିକକୁ ଡାକି ଘରେ ଲୁଚି ଲୁଚି ଏଭଳି କାଣ୍ଡ କରୁଥିଲା ପ୍ରେମିକା ,ଆଉ ତା ପରେ ଯାହା ହେଲା …ଦେଖନ୍ତୁ

ମୋ ସ୍ୱାମୀ ଆଜ୍ଞା ରାଜ୍ୟର ବାହାରେ କାମକରନ୍ତି ଆଉ ମୁ ରାତିହେଲେ ମୁ ଆମ ବାରିପଟ କବାଟ ଖୋଲା ରଖେ ଆଉ ସେହି ବାରିପଟ ଦେଇଆସେ ମୋ ପୁରୁଣା ପ୍ରେମିକ | ଆଉ ଆମେ ଦୁଇଜଣ ମିଶି ରାତିସାରା ବହୁତ ରୋମାନ୍ସ ଓ ମସ୍ତିରେ ପୁରାପୁରି ବେସ୍ତ ଥାଉ |

ସ୍ୱାମୀ ବର୍ଷେ ହେବ ଘରକୁ ଆସୁନଥିବା ବେଳେ ମୁ ମୋର ପୁରୁଣା ପ୍ରେମିକ ରାତିହେଲେ ଘରକୁ ଡାକେ ଆଉ ତାହା ସହ ଆମେ ଦୁହେଁ ମିଶି ରୋମାନ୍ସ କରୁ | କିନ୍ତୁ ଆମ ଗାଁର ଲୋକମାନେ ଠିକ ରାତି 2ଟା ସମୟରେ ଆମ ଘରଭିତରକୁ ପଶି ଆସି ଆମକୁ ଧରିପକାଇଲେ |

ଆଉ ଦୁଇପ୍ରେମୀଯୁଗଳଙ୍କ ଏପରି ଅବସ୍ଥାରେ ଲୋକେ ଦେଖି ସେହି ଦୁଇ ପ୍ରେମୀ ଯୁଗଳଙ୍କୁ ରାତିସାରା ରଶିରେ ବାନ୍ଧି ଦେଇଥିଲେ | ତେବେ ମହିଳା ଜଣଙ୍କ ସ୍ୱାମୀକୁ ଘରୁ ବାହାରକୁ ପଠାଇଦେଇ ଟଙ୍କା ରୋଜଗାର କରିବାକୁ |

ମହିଳା ଜଣଙ୍କ ପର ପୁରୁଷ ସହିତ ଖରାପ ସମ୍ପର୍କ ରଖିବା କଣ ଠିକ ଆପଣଙ୍କୁ କଣ ଲାଗୁଛି ଏହି ମହିଳା ଜଣଙ୍କ ଏପରି କରି ଠିକ କରିଛନ୍ତିନା ମହିଳଜଣଙ୍କ ଭୁଲ କରିଛନ୍ତି ଆପଣମାନଙ୍କୁ ଯାହାକିଛି ଲାଗୁଛି ଆପଣଙ୍କ ମତାମତ କମେଣ୍ଟ ବକ୍ସରେ ଜଣାନ୍ତୁ |

Leave a Reply

Your email address will not be published. Required fields are marked *