SBI ଗ୍ରାହକ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ଆକାଉଣ୍ଟରେ ଖାତା ଥିଲେ ଆପଣଙ୍କୁ ମଧ୍ୟ ମିଳିବ ଟଙ୍କା ,ଜାଣନ୍ତୁ କିପରି ଉଠାଇବେ ଲାଭ

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କର SBI ରେ ଆକାଉଣ୍ଟ ଅଛି ତେବେ SBI ଆକାଉଣ୍ଟରେ ଆପଣଙ୍କୁ ମିଳିପାରିବ ସିଧାସଳଖ 11,000 ଟଙ୍କା ତେବେ SBI ନେଇ ଆସିଛି ନିଜ ଗ୍ରାହକ ମାନଙ୍କ ପାଇଁ ନୂଆ ସୁବିଧା ତେବେ କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଖବର ଆମେ ଆପଣଙ୍କୁ ଦେବାକୁ ଯାଉଛୁ ଯଦି ଆପଣଙ୍କର SBI ରେ ଖାତା ଅଛି ତେବେ ଆଜିର ବିଷୟଟି ଶେଷ ପର୍ଯ୍ୟନ୍ତ ନିହାତି ଭାବରେ ଦେଖନ୍ତୁ |ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସମୟ ସମୟରେ ବ୍ୟାଙ୍କ ପକ୍ଷରୁ ଅନେକ ଲୋଭନୀୟ ସ୍କିମ ଉପରେ ଘୋଷଣା କରାଯାଏ |

ବର୍ତ୍ତମାନ ଏହି ଭଳି ଯୋଜନା ଆଣିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଜିର ବିଷୟରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ପାଇଯାଇପାରିବେ ଯଦି ଆପଣ ଜଣେ SBI ଗ୍ରାହକ ତେବେ ଏହି ଖବରଟି ଆପଣଙ୍କ ପାଇଁ ଉତ୍କୃଷ୍ଟ ସମସ୍ତ ସରକାରୀ ବ୍ୟାଙ୍କ ମଧ୍ୟରେ ସର୍ବ ଶ୍ରେଷ୍ଠରେ ରହିଛି SBI ବ୍ୟାଙ୍କ କାରଣ ଏହି ବ୍ୟାଙ୍କ ସୁଲଭ ମୂଲ୍ୟରେ ସୁଧ ପ୍ରଦାନ କରିଥିବା ବେଳେ ଅନେକ ଯୋଜନାର ସ୍କିମ ଘୋଷଣା କରିଥାଏ |

ଏହି ବ୍ୟାଙ୍କରେ ସଞ୍ଚୟ ହେଉ କିମ୍ବା ଦୀର୍ଘ ସଞ୍ଚୟ ସବୁ କ୍ଷେତ୍ରରେ ନିଜ ଗ୍ରାହକ ମାନେ ଲାଭ ପାଇଥାଆନ୍ତି |ବର୍ତ୍ତମାନ ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ଲୋଭନୀୟ ପ୍ଲାନ ଘୋଷଣା କରିଛି SBI ଏହି ଯୋଜନାରେ ବ୍ୟାଙ୍କ ପକ୍ଷରୁ 11,000 ଟଙ୍କା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇପାରିବ |

ତେବେ ଏହି ଯୋଜନା ହେଉଛି SBI ର ସ୍ୱଳ୍ପ ସଞ୍ଚୟ ଯୋଜନା ବା RD ସ୍କିମ ଏହି ନିୟମ ଅନୁଯାଇ ଅନ୍ତରାଳୟରେ ଆପଣଙ୍କୁ ଏକ ନିର୍ଦିଷ୍ଟ ରାଶି ଜମା କରିବାକୁ ପଡ଼ିବ ଏକ ନିର୍ଧାରିତ ସମୟ ଅନୁସାରେ ଆପଣଙ୍କୁ ଏହି ଯୋଜନାରେ ଆପଣଙ୍କୁ ନିୟମିତ ଜମା କରିବାକୁ ପଡ଼ିବ |

Leave a Reply

Your email address will not be published. Required fields are marked *