୮ ଏପ୍ରିଲ ଆଜି ରାତିରେ ଲାଗିବ ବିରଳ ସୂର୍ଯ୍ୟ ପରାଗ ୫ଟି ରାଶି ସାବଧାନ ରୁହନ୍ତୁ ,ସ୍ୱାମୀ -ସ୍ତ୍ରୀ ନିହାତି ଦେଖନ୍ତୁ ଭୟଙ୍କର କଥା ଜାଣିରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆଜି ସଂଘଟିତ ହେବାକୁ ଯାଉଛି ଏକ ବିରଳ ସୂର୍ଯ୍ୟପରାଗ ଦୀର୍ଘ 54 ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲଭ ମହାସଂଯୋଗ ସୂର୍ଯ୍ୟପରାଗର ଏହି ମହାସଂଯୋଗ ଯାହାକି 5 ଘଣ୍ଟା 25 ମିନିଟ ଲମ୍ବା ସମୟ ଧରି ଚାଲିବ ଏହି ସୂର୍ଯ୍ୟପରାଗ ଏହି ମହା ଜାଗତିକ ଦୃଶ୍ୟ ଯୁକ୍ତରାଷ୍ଟ୍ର ଆମେରିକା ,କାନାଡ଼ା ଏବଂ ମ୍ୟାକ୍ସିକୋରେ ପୂର୍ଣ୍ଣ ଭାବରେ ଦେଖାଦେବ ଏହାର ପାଖ ଅଞ୍ଚଳରେ ଆଂଶିକ ରୂପରେ ଏହି ସୂର୍ଯ୍ୟପରାଗ ଦେଖାଯିବ |ଭାରତୀୟ ସମୟ ରାତି 9 ଘଣ୍ଟା 12 ମିନିଟ ସମୟରେ ସୂର୍ଯ୍ୟଗ୍ରହଣ ଆରମ୍ଭ ହୋଇ ତାପର ଦିନ ଦୁଇ ଘଣ୍ଟା 22 ମିନିଟ ସମୟରେ ଶେଷ ହେବ |

ସର୍ବାଧିକ ପରାଗ ରାତି 11 ଘଣ୍ଟା 45 ମିନିଟ ସମୟରେ ରହିବ |ସୂର୍ଯ୍ୟପରାଗ ସମୟରେ ପୃଥିବୀ ଏବଂ ସୂର୍ଯ୍ୟ ମଝିରେ ଏକ ସରଳ ରେଖାରେ ଆସି ଯାଇଥାଆନ୍ତି ଯାହା ଫଳରେ ଚନ୍ଦ୍ରଙ୍କ ଛାଇ ପୃଥିବୀ ଉପରେ ପଡ଼ିଥାଏ ଏହି ସମୟରେ କିଛି ଲୋକମାନେ ଦିନରେ ମଧ୍ୟ ସୂର୍ଯ୍ୟଙ୍କୁ ଦେଖି ପାରନ୍ତି ନାହିଁ ଓ ରାତିର ଭ୍ରମ ସୃଷ୍ଟି ହୋଇଥାଏ |ଏହି ସୂର୍ଯ୍ୟପରାଗ ଭାରତ କିମ୍ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ ଭାରତରେ ଏହାର କୌଣସି ସୂତକ ନିୟମ ପାଳନ କରାଯିବ ନାହିଁ |

ତେବେ ଆସନ୍ତୁ ଜାଣିବା ଏହି ସୂର୍ଯ୍ୟପରାଗ ଦ୍ୱାରା କେଉଁ ରାଶି ମାନଙ୍କ ଶୁଭ ପ୍ରଭାବ ଏବଂ କେଉଁ ମାନଙ୍କ ପାଇଁ ଅଶୁଭ ପ୍ରଭାବ ପଡ଼ିବାକୁ ଯାଉଛି |ମେଷ ରାଶି ,କନ୍ୟା ରାଶି ,ତୁଳା ରାଶି ,କୁମ୍ଭ ରାଶି ଏବଂ ମୀନ ରାଶି ଆପଣଙ୍କ ପାଇଁ ଏହି ଗ୍ରହଣ ସେତେଟା ଭଲ ରହିବ ନାହିଁ ଆପଣ ଏହି ସମୟରେ ଅଧିକ ସାବଧାନ ରୁହନ୍ତୁ ଆପଣଙ୍କୁ ପ୍ରତ୍ୟକ କ୍ଷେତ୍ରରେ କିଛି ନା କିଛି ସତର୍କ ରହିବାକୁ ପଡ଼ିବ |

ଏହି ଗ୍ରହଣ ସପ୍ତାହରେ ଆପଣ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଯେହେତୁ ଏହି ସୂତକ ଆମ ପାଇଁ ଲାଗୁ ହୋଇ ନାହିଁ ଗ୍ରହଣ ସପ୍ତାହ ମଧ୍ୟ ଦେଖାଯିବ ନାହିଁ କିନ୍ତୁ ବିଶେଷ କରି ଏହି ରାଶି ମାନେ ସାବଧାନ ରୁହନ୍ତୁ |ଏହି ସୂର୍ଯ୍ୟପରାଗ ଭାରତରେ କୌଣସି ପ୍ରଭାବ ପକାଇବ ନାହିଁ କି ଏହାର କୌଣସି ମାନ୍ୟତା ରହିବ ନାହିଁ ଆପଣଙ୍କୁ କୌଣସି ନିୟମ କିମ୍ବା ସୂତକ ସମୟ ପାଳିବାର ନାହିଁ |

Leave a Reply

Your email address will not be published. Required fields are marked *