ମାଟ୍ରିକ ରେଜଲ୍ଟକୁ ନେଇ ଆସିଲା ବଡ଼ ଖବର ,ଏହି ଦିନ ପ୍ରକାଶିତ ପାଇବ ଦଶମ ଶ୍ରେଣୀର ଫଳାଫଳ ସବୁ ଛାତ୍ର ଛାତ୍ରୀ ମାନେ ଜାଣି ରଖିବା ଜରୁରୀ

ନମସ୍କାର ଦର୍ଶକବନ୍ଧୁ ସରିଲା ମାଟ୍ରିକ ପିଲାଙ୍କ ଖାତା ଦେଖା ବହୁତ ଜଲ୍ଦି ବାହାରିବାକୁ ଯାଉଛି ମାଟ୍ରିକ ପିଲାଙ୍କ ପରୀକ୍ଷା ଫଳ କେବେ ବାହାରିବ ରେଜଲ୍ଟ ଏନେଇ ଏକ ବହୁତ ବଡ଼ ଅପଡେଟ ସାମ୍ନାକୁ ଆସିଛି |ସରିଲା ମାଟ୍ରିକ ପିଲାଙ୍କ ଖାତା ଦେଖା ଗତ ମାର୍ଚ୍ଚ 15 ତାରିକରୁ 55 ଟି କେନ୍ଦ୍ରରେ ଚାଲିଥିଲା ମାଟ୍ରିକ ଖାତା ଦେଖା ଖାତା ଦେଖା ପରେ କଢ଼ା ସୁରକ୍ଷା ବଳୟ ମଧ୍ୟରେ ଖାତା ଗୁଡ଼ିକୁ ଆଣି କଟକ ବଜ୍ରକବାଟି ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଖାତା ଗୁଡ଼ିକ ରଖାଯାଇଛି |

ତେବେ ଖାତା ଦେଖା ସରିଥିବା ବେଳେ କେତେକ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଏବଂ ସଂସ୍କୃତ ଖାତା ମୂଲ୍ୟାୟନକୁ ନେଇ ଦ୍ୱନ୍ଦ୍ୱ ଉପୁଜି ଥିବା ସୂଚନା ମିଳିଛି |ଏପରେ ସ୍ଥଳେ ପାଖାପାଖି 5,000 ପରୀକ୍ଷା ଖାତାକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ଅଧୀନରେ ପୁନଃ ଅଧୟନ କରାଯିବ ବୋଲି ନିଷ୍ପତି ନିଆଯାଇଛି |ପରୀକ୍ଷା ଖାତା ମୁଲ୍ୟାୟନ ସରିଥିବା ବେଳେ ଖୁବ ଶୀଘ୍ର ବୋର୍ଡ ପକ୍ଷରୁ ଆରମ୍ଭ ହେବ ଟ୍ୟାବୁଲେସନ ପ୍ରକ୍ରିୟା |

ଶହେ ନମ୍ବର ବିଶିଷ୍ଟ ହୋଇଥିବା ମାଟ୍ରିକ ପରୀକ୍ଷାରେ ଶିକ୍ଷାର୍ଥୀ ମାନେ 50 ନମ୍ବର ସବଜେକ୍ଟିଭ ଉତ୍ତର ଦେଇଥିବା ବେଳେ ଅବଶିଷ୍ଟ 50 ନମ୍ବର ଅବଶିଷ୍ଟ 50 ନମ୍ବର ଅବଜେକ୍ଟିବ ଉତ୍ତର ଦେଇଥିଲେ |ଓ଼ଇ ମାର୍କ ସିଟ କମ୍ପ୍ୟୁଟରରେ ମୂଲ୍ୟାୟନ ହୋଇଥିବା ବେଳେ ସବଜେକ୍ଟିଭ ଖାତା ଗୁଡ଼ିକ 55 ଟି କେନ୍ଦ୍ରରେ ମୂଲ୍ୟାୟନ ହୋଇଛି |

ଯାହାକି ଅପଡେଟ ମୁତାବକ ସୂଚନା ମିଳିଛି ଏହି ଏପ୍ରିଲ ମାସ ଶେଷ ସପ୍ତାହ ସୁଦ୍ଧା ଆପଣ ଦଶମର ରେଜଲ୍ଟ ପାଇ ଯାଇପାରିବେ ତେବେ ଯଦି ଟେବୁଲଏସନ ଟିକେ ବିଳମ୍ବ ହୁଏ ତେବେ ମେ ମାସର ପ୍ରଥମ ସପ୍ତାହରେ ଦଶମ ଶ୍ରେଣୀ ପିଲାଙ୍କ ରେଜଲ୍ଟ ପ୍ରକାଶ ପାଇବ |

Leave a Reply

Your email address will not be published. Required fields are marked *