ସୁଟିଙ୍ଗ ସେଟରୁ ଭଲ ପାଇ ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଥିବା ଓଡ଼ିଆ Hero ହିରୋଇନ ମାନଙ୍କୁ ଆଗରୁ କେବେ ଦେଖିନଥିବେ

ନମସ୍କାର ଦର୍ଶକବନ୍ଧୁ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ସାରା ଅଭିନେତା ଅଭିନେତ୍ରୀ ଅଟନ୍ତି ଯେଉଁ ମାନେ କି ସୁଟିଙ୍ଗ ସେଟରୁ ଭଲ ପାଇଛନ୍ତି ଆଉ 2024 ମସିହାରୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ତାହେଲେ ଆଜିର ବିଷୟରେ ଆମେ ମାନେ ଏହି ଯୋଡ଼ି ମାନଙ୍କ ବିଷୟରେ ଜାଣିବା |

ପ୍ରଥମ ଲିଷ୍ଟରେ ଆସୁଛନ୍ତି ମୋନାଲିସା ଏବଂ ଚିକୁ ଏହି ଅଭିନେତା ଏବଂ ଅଭିନେତ୍ରୀ ଯାତ୍ରା ଜଗତରେ ନିଜ ଜବରଦସ୍ତ ଅଭିନୟ ଦେଖୁଥିବାର ନଜର ଆସିଛନ୍ତି ପୂର୍ବରୁ ସେମାନେ ଓଡ଼ିଆ ସିରିଏଲରେ କାମ କରୁଥିଲେ ସୁଟିଙ୍ଗ ସେଟରୁ ଭଲ ପାଇ ଆଗାମୀ ଦିନ ମାନଙ୍କରେ ଦୁହେଁ ବିବାହ କରିବାକୁ ଯାଉଛନ୍ତି |

ଏହା ପରେ ଆସୁଛନ୍ତି ଓଡ଼ିଆ ଅଭିନେତା ଆଶିଷ ଏବଂ ପ୍ରିୟଙ୍କା ଦୁହେଁ ପରସ୍ପରକୁ ଦୀର୍ଘ ଦିନ ହେଲା ଡେଟ କରି ଆସୁଛନ୍ତି ଦୁହେଁ ଓଡ଼ିଆ ସିରିଏଲରେ ଏକାଠି ଡେଟ କରୁଥିଲେ ଆଉ ଓଡ଼ିଆ ସିରିଏଲରେ ଏକାଠି ଅଭିନୟ କରିବା ବେଳେ ଦୁହେଁ ପରସ୍ପରକୁ ଭଲ ପାଇ ଯାଇଛନ୍ତି ଆଉ ଆଗାମୀ ଦିନରେ ଦୁହେଁ ପରସ୍ପରଙ୍କୁ ବିବାହ କରିବାକୁ ଯାଉଛନ୍ତି

ଏହା ପରେ ଆସୁଛନ୍ତି ଓଡ଼ିଆ ଅଭିନେତା ସୁମନ ଏବଂ ସାପ୍ଳିନ ଆପଣମାନେ ଜାଣିଥିବେ ତାରିଣୀ ଆଖିର ତାରା ସିରିଏଲରେ ଦୁହେଁ ଏକାଠି ଅଭିନୟ କରୁଥିଲେ ସ୍ୱାମୀ ସ୍ତ୍ରୀ ଭୂମିକାରେ ଏକାଠି ନଜର ଆସୁଥିଲେ ସୁମନ ଏବଂ ସାପ୍ଳିନ ସୁଟିଙ୍ଗ ସେଟରୁ ଭଲ ପାଇ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି |

ଏହା ପରେ ଆସୁଛନ୍ତି ଓଡ଼ିଆ ଅଭିନେତା ସୃତିରଞ୍ଜନ ଏବଂ ବର୍ଷା ଦୁହେଁ ଓଡ଼ିଆ ସିରିଏଲରେ ଅଭିନୟ କରନ୍ତି ସୁଟିଙ୍ଗ ସେଟରୁ ଭଲ ପାଇଁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି

Leave a Reply

Your email address will not be published. Required fields are marked *