ରାସନ କାର୍ଡ ଧାରୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,Ration ରେ ନାମ କଟିଥିଲେ ଯୋଡ଼ି ପାରିବେ ନିଜର ନାଁ ,କିପରି କରିବେ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ରାସନ କାର୍ଡକୁ ନେଇ ଆସିଲା ବହୁତ ବଡ଼ ଅପଡେଟ ଯଦି ଆପଣଙ୍କର ରାସନ କାର୍ଡ ଅଛି ତେବେ ଆଜିର ବିଷୟଟି ନିହାତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ |ଆଜିକା ଦିନରେ ଅନେକ ଉତ୍କୃଷ୍ଟ ଯୋଜନା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି ଯେଉଁଥିରୁ ଲୋକମାନେ ଅନେକ ସୁବିଧା ପାଇପାରୁଛନ୍ତି ଦାରିଦ୍ର୍ୟ ବର୍ଗ ଲୋକଙ୍କୁ ମାଗଣା ରାସନ ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ମଧ୍ୟ କାର୍ଯ୍ୟ ଚାଲୁ ରହିଛି |କରୋନା ଭାଇରସ ସଂକ୍ରମଣ ସମୟରେ ସରକାର ମାଗଣା ରାସନ ଯୋଗାଇ ଆସୁଛନ୍ତି ଯେଉଁଥି ପାଇଁ ସମସ୍ତେ ବଡ଼ ଲାଭ ମଧ୍ୟ ପାଇପାରୁଛନ୍ତି |

ଯଦି ଆପଣଙ୍କର ଏକ ରାସନ କାର୍ଡ ଅଛି ତେବେ ଏହା ଏକ ଭଲ ଡକମେଣ୍ଟ |ଯଦି କୌଣସି କାରଣ ବଶତଃ ଆପଣଙ୍କ ନାମ ରାସନ ସ୍କିମରୁ କଟି ଯାଇଛି ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏକ ନିୟମ ପ୍ରସ୍ତୁତ କରାଯାଇଛି ଯାହା ଦ୍ୱାରା ଆପଣ ଏହି କାର୍ଯ୍ୟକୁ ପୁନର୍ବାର କରି ନେଇପାରିବେ ଏକ ସରଳ ଉପାୟରେ ଆପଣ ଆପଣଙ୍କ ଏକ ନାମକୁ ତୁରନ୍ତ ଅପଡେଟ ମଧ୍ୟ କରି ନେଇପାରିବେ |

ଯାହା ଏକ ସୁବର୍ଣ୍ଣ ସୁଯୋଗ ରହିଛି ରାସନ କାର୍ଡ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯଦି ଆପଣ ଦାରିଦ୍ର୍ୟ ଗୋଷ୍ଠିର ଆପଣଙ୍କ ନାମ ସ୍କିମରୁ ହଟି ଯାଇଛି ତେବେ ଏହି ଖବର ଉପଯୋଗୀ ପ୍ରମାଣିତ ହେବାକୁ ଯାଉଛି ସେଥିପାଇଁ ଆପଣଙ୍କୁ ରାସନ କାର୍ଡର ଅଫିସିଆଲ ୱେବସାଇଟରେ ଭିଜିଟ କରି ଆପଣ ଆପଣଙ୍କ ନାମକୁ ପୁନର୍ବାର ଯୋଡ଼ି ନେଇପାରିବେ |

ନେହେଲେ ଆପଣ ଆପଣଙ୍କ ଗାଁ ନିକଟରେ ଜନସେବା କେନ୍ଦ୍ରକୁ ଯାଇ ସେ ନାଁ ଆପଣ ପୁନର୍ବାର ଯୋଡ଼ି ନେଇପାରିବେ |ରାସନ କାର୍ଡ ଲିଷ୍ଟରେ ଆପଣଙ୍କ ନାମ ଖୋଜିବାକୁ ହେଲେ ରାସନ କାର୍ଡର ଅଫିସିଆଲ ୱେବସାଇଟକୁ ଯାଇ ସେଥିରେ ଆପଣ ଆପଣଙ୍କ ରାଜ୍ୟ ,ଜିଲ୍ଲା ଏବଂ ପରେ ପଞ୍ଚାୟତର ନାମ ଲେଖିବାକୁ ପଡ଼ିବ |

ତାପରେ ଆପଣଙ୍କ ଡିଲର ଆପଙ୍କ ରାସନ କାର୍ଡ ପ୍ରକ୍ରିୟାକୁ ଚୟନ କରିବାକୁ ପଡ଼ିବ କିଛି ସମୟ ପରେ ରାସନ କାର୍ଡ ତାଲିକା ଆପଣଙ୍କ ସାମ୍ନାରେ ଆସିଯିବ ତାପରେ ଆପଣ ଆପଣଙ୍କ ନାମ ଜାଞ୍ଜ କରି ନେଇପାରିବେ |ଯଦି ଆପଣଙ୍କ ରାସନ କାର୍ଡରୁ ନାମ କଟି ଯାଇଛି ଆପଣ ଚାହିଁଲେ ପୁନର୍ବାର ନାମ ଯୋଡ଼ି ପାରିବେ |

Leave a Reply

Your email address will not be published. Required fields are marked *