ନିଜ ପ୍ରେମିକା ସହିତ ଏପରି କାଣ୍ଡ କରି ବାହା ହେବାକୁ ମନା କରୁଛି ପ୍ରେମିକ ,କହୁଛି ଏପରି କଥା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ

ତୋର ଇଚ୍ଛା ହେଲା ତୁ ଆସିଲୁ ଆଉ ମୋ ଶରୀରକୁ ମନଭରି ଉପଭୋଗ କଲୁ ଆଉ ସକାଳୁ ଚାଲିଗଲୁ ଆଉ ମୁ ତତେ ବାହାହେବାକୁ କଥା କହିଲା ବେଳକୁ ତୁ ମୋତେ କହୁଛୁ ତୁ ମୋର ଭିଡ଼ିଓ ଭାଇରଲ କରିଦେବୁ | ମୋତେ କିଛି ଦରକାର ନାହିଁ ମୋତେ କେବଳ ତୁହିଁ ଦରକାର ହଁ ଆଂଜ୍ଞା ଏମିତି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା |

ମହିଳା ଜଣଙ୍କ ଅଭିଯୋଗ ଅନୁଯାଇ ମହିଳା ଜଣଙ୍କ ପ୍ରେମିକ କୁଆଡେ ତାକୁ ଧୋକା ଦେଇଛି ତାହାସହିତ ସବୁକିଛି କରିଥିବାର ଭିଡ଼ିଓ କରିଦେଇଛି ସେହି ମହିଳାଙ୍କ ପ୍ରେମିକ ଜଣଙ୍କ | ଆଉ ଏବେ ମହିଳାଙ୍କ ପ୍ରେମିକ ଜଣଙ୍କ ଧମକ ଦୋଉଛି ତୁ ମୋତେ ଲକ୍ଷେ ଟଙ୍କାଦେ ନହେଲେ ମୁଁ ତୋର ଭିଡ଼ିଓ ଭାଇରଲ କରିଦେବି |

ତେବେ ଏନେଇ ମହିଳା ଜଣଙ୍କ କହିବା ଅନୁସାରେ ମହଳାଙ୍କୁ ଭଲ ପାଉଛି ବୋଲି କହିଲା ଜଗନ ବାହା ହେବବୋଲି ମଧ୍ୟ ପ୍ରତିଶୁତି ଦେଲା ଆଉ ମହିଳା ଜଣଙ୍କ ସହିତ ବାରମ୍ବାର ଖରାପ ସମ୍ପର୍କ ରଖିଲା ଜଗନ | ଆଉ ସମ୍ପର୍କ ରଖିବାର ଭିଡ଼ିଓ କରିଥିଲା ଜଗନ ଏବେ ମହିଳା ଜଣଙ୍କୁ ଧମକ ଡେଉଁଛିଯେ ତୁ ଯଦି ମୋତେ ଲକ୍ଷେ ଟଙ୍କା ନଦେବୁ ମୁ ତୋର ଭିଡ଼ିଓ ଭାଇରାଲ କରିଦେବି |

ତେବେ ଭଲ ପାଇବାର ଛଳନା କରି ମହିଳାଙ୍କୁ ବ୍ଲାକମେଲ କରୁଥିବା ଯୁବକ ମାନଙ୍କୁ କେମିତିକା ଦଣ୍ଡ ଦେବା ଆବଶ୍ୟକ ଆପଣଙ୍କ ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଦିଅନ୍ତୁ |

Leave a Reply

Your email address will not be published. Required fields are marked *