ଭଗବାନଙ୍କୁ ସ୍ମରଣ କରି ବାଛନ୍ତୁ ଗୋଟିଏ ରଙ୍ଗର ସ୍ୱସ୍ତିକ ଚିହ୍ନ ଏବଂ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ କିପରି ରହିବ

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଜାଣିବା ଆପଣଙ୍କ ଭବିଷ୍ୟତ ବିଷୟରେ ଏହି ବିଷୟଟି ଆପଣଙ୍କ ପ୍ରଶ୍ନ ଭବିଷ୍ୟତ ଉପରେ କାର୍ଯ୍ୟକ୍ରମ ଅଟେ ଯାହାକି ଏପରି ଏକ ବିଷୟ ଆମେ ଆଗରୁ ନେଇକି ଆସିଥିଲୁ କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ନୂଆ ବିଷୟ ବସ୍ତୁ ଅଟେ ଯାହାକି ଆପଣ ଯେଉଁ ତିନୋଟି ନୂଆ ସ୍ୱସ୍ତିକ ଚିହ୍ନ ଦେଖୁଛନ୍ତି ଗୋଟିଏ ହେଉଛି ବାଇଗଣୀ ରଙ୍ଗ ,ଗୋଟେ ହେଉଛି ହଳଦିଆ ରଙ୍ଗ ଏବଂ ଅନ୍ୟଟି ହେଉଛି ହନୁମାନ କଲର ଏହି ତିନୋଟି ରଙ୍ଗ ମଧ୍ୟରୁ ଆପଣ କେଉଁ ରଙ୍ଗଟିକୁ ବାଛିବେ ପ୍ରଥମେ ଆପଣ ତାହାକୁ ଭଲ ଭାବରେ ବିଚାର କରନ୍ତୁ ଏବଂ ଗୋଟିଏ ରଙ୍ଗକୁ ହିଁ ବାଛନ୍ତୁ |ଯଦି ଆପଣଙ୍କର ଏହି ସ୍ୱସ୍ତିକ ଚିହ୍ନ ଉପରେ ବିଶ୍ୱାସ ରହିଥାଏ ତ ଆପଣ ଏହି ତିନୋଟି ବୁଲୁ ଥିବା ସ୍ୱସ୍ତିକ ଚିହ୍ନକୁ ଆଖି ବନ୍ଦ କରି ମଧ୍ୟ ବାଛି ପାରିବେ ଏପରି କରିବା ଦ୍ୱାରା ଆପଣ ନିଜ ଭବିଷ୍ୟତ ସହିତ ଜଡ଼ିତ କଥା ଜାଣିପାରିବେ ଏହା ପ୍ରଶ୍ନ ଭବିଷ୍ୟତ ଉପରେ ଏକ କାର୍ଯ୍ୟକ୍ରମ ଅଟେ ଆପଣଙ୍କ ଆଗାମୀ ଭବିଷ୍ୟତ କିପରି ରହିବ ଏସବୁ ବିଷୟରେ ଆମେ ଚିନ୍ତା କରିବା |

ପ୍ରଥମେ ଆମେ ଜାଣିବା ବାଇଗଣୀ ରଙ୍ଗର ସ୍ୱସ୍ତିକ ଚିହ୍ନ ବାଛିଛନ୍ତି ତ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ସହିତ ଏବଂ ବର୍ତ୍ତମାନର ସ୍ଥିତି ବିଷୟରେ କିଛି ଆପଣଙ୍କ ମନ କଥା ବର୍ତ୍ତମାନ ଆମେ ଜାଣିପାରିଛୁ ଆପଣ ଗୋଟିଏ ସୈତାନ ମଣିଷ ହାବୁଡ଼ରେ ପଡ଼ି ଯାଇଛନ୍ତି ଯାହାକି ଆପଣ ବର୍ତ୍ତମାନ ବହୁତ ଚିନ୍ତାରେ ଅଛନ୍ତି କିନ୍ତୁ ଏହା କିଛି ସମୟ ପାଇଁ ରହିବ ପରେ ସବୁ କିଛି ଠିକ ହୋଇଯିବ |ମିତ୍ର ଜନ ମାନେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି ଶତ୍ରୁ ପ୍ରବଳ ହେଉଛନ୍ତି ରାଜ କାର୍ଯ୍ୟରେ ନିଷ୍ପଳ ମିଳୁଛି ରାଜ କାର୍ଯ୍ୟରେ ଆପଣ ସଫଳତା ପାଇ ପାରୁ ନାହାଁନ୍ତି ସମସ୍ତ କର୍ମରେ ଲାଭ କମ କ୍ଷତି ଅଧିକ ମିଳୁଛି ଯେତେ ପରିମାଣରେ ନିବେଶ କଲେ ମଧ୍ୟ ସେଥିରେ କ୍ଷତି ସହିବାକୁ ପଡୁଛି ପରିବାର ବର୍ଗ ଆପଣଙ୍କୁ ବହୁତ କ୍ଷତି କରାଉଛନ୍ତି ଆପଣ ଆପଣଙ୍କ ସ୍ତ୍ରୀଙ୍କ କଥା ଆଦୌ ଶୁଣୁ ନାହାଁନ୍ତି ଏହା ଭୁଲ ଅଟେ ଆପଣ ନିଜ ସ୍ତ୍ରୀଙ୍କ କଥାରେ ଚାଲିଲେ ଦେଖିବେ ସବୁ କିଛି ଠିକ ଠାକ ହୋଇଯିବ |ଆପଣ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ ଶ୍ରଦ୍ଧାର ସହିତ ତାଳ ଦେଇ ଚାଲନ୍ତୁ ଦେଖିବେ ଶୁଭ ଫଳ ନିଶ୍ଚୟ ପ୍ରାପ୍ତ ହେବ |

ହଳଦିଆ ରଙ୍ଗ -ଆପଣ ଯଦି ଏହି ରଙ୍ଗର ସ୍ୱସ୍ତିକ ଚିହ୍ନ ବାଛିଛନ୍ତି ତ କଣ କହୁଛି ଆପଣଙ୍କ ପ୍ରଶ୍ନ ଭବିଷ୍ୟତ ଆପଣଙ୍କ ମନ୍ଦ ଦଶା ବିଦାୟ ନେବା ପରେ ଶୁଭ ଦଶା ଆରମ୍ଭ ହେଉଅଛି ତେଣୁ ଆପଣଙ୍କୁ ଆଉ ଚିନ୍ତା କୂଳ ପରିସ୍ଥିତିରେ ପଡ଼ିବାକୁ ହେବ ନାହିଁ ଯେଉଁ କାର୍ଯ୍ୟ ନିମନ୍ତେ ଗୁଡ଼ାଏ ଦିନ ଭାବନାରେ ବିତାଉ ଥିଲେ ସେ କାମର ସମାଧାନ କରିବା ପାଇଁ ଆପଣଙ୍କୁ ଆଉ ଅଳ୍ପ ଦିନ ସମୟ ଲାଗିବ ମିଳି ମିଶି କାମ କରିବାରେ ଆପଣଙ୍କ ଶକ୍ତି ବଢ଼ିବ ସମସ୍ତ ପ୍ରକାର ଚିନ୍ତା ଆପଣଙ୍କର ଦୂର ହେବ ଯାହାବି କିଛି ମାନସିକ ଚିନ୍ତା କଠିନ ସମସ୍ୟା ଆପଣଙ୍କ ସମୁଖକୁ ଆସୁଅଛି ତାହାର ଆପଣ ସହଜରେ ସମାଧାନ କରିପାରିବେ |ତେବେ ଆପଣ ଏକ ସୋମବାର ଦେଖି 500 ଗ୍ରାମର ଉଷୁନା ଚାଉଳ ,500 ଗ୍ରାମର ବିରି ଏବଂ ସାତ କେରା ଦୂବ ଏକ ଷଣ୍ଢକୁ ଖାଇବାକୁ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କ ଭାଗ୍ୟରେ ଉନ୍ନତି ଆପଣ ନିଜେ ହିଁ ଦେଖିପାରିବେ |

ଆପଣ ଯଦି ତୃତୀୟ ରଙ୍ଗର ସ୍ୱସ୍ତିକ ବା ହନୁମାନ ରଙ୍ଗଟିକୁ ବାଛିଛନ୍ତି ଦେଖନ୍ତୁ ଏହା ମଧ୍ୟରେ ଆପଣ ବହୁ ଖର୍ଚ୍ଚାନ୍ତରେ ପଡ଼ି ଯାଇ ଶେଷ ଭାଗରେ ଉବୁ ଟୁବୁ ହେଉଛନ୍ତି କିଏ ଜାଣିଥିଲା ଯେ ଆପଣଙ୍କ ଭଳି ଏକ ସରଳ ରଲ ଏଭଳି ମରଣାତ୍ମକ ସମସ୍ୟାରେ ପଡ଼ିଯିବ ଆପଣ ଏପରି ଏକ ବିପଦରେ ପଡ଼ି ଯାଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ସେ ବିପଦର ଭୟ ଆପଣଙ୍କ ମନରେ ଦୂର ହୋଇ ନାହିଁ ଆପଣ ଉପକାର କରୁ କରୁ ଅପକାରରେ ପଡ଼ି ଯାଇଛନ୍ତି ଆପଣ ସତ୍ୟତାର ଆଶ୍ରୟ ନେଲେ ହେଲେ ଗ୍ରହ ଦଶା ଆପଣଙ୍କୁ ବିପଦରେ ପକାଇ ଦେଇଛି ଏବେ ଆପଣଙ୍କ ସମୟରେ ପରିବର୍ତ୍ତନ ଦେଖାଯାଇଛି ସମସ୍ତ ବିପଦ ଆପଣଙ୍କ ଖଣ୍ଡନ ହେବ ଆପଣ ପ୍ରତି ମଙ୍ଗଳବାର ଏବଂ ଶନିବାର ହନୁମାନ ପ୍ରଭୁ ହନୁମାନଙ୍କ ଚାଳିଶା ପାଠ କରନ୍ତୁ ସବୁ ସମସ୍ୟା ଆପଣଙ୍କ ଦୂର ହେବ |

Leave a Reply

Your email address will not be published. Required fields are marked *