ତୋର ଇଚ୍ଛା ହେଲା ତୁ ଆସିଲୁ ଆଉ ମୋ ଶରୀରକୁ ମନଭରି ଉପଭୋଗ କଲୁ ଆଉ ସକାଳୁ ଚାଲିଗଲୁ ଆଉ ମୁ ତତେ ବାହାହେବାକୁ କଥା କହିଲା ବେଳକୁ ତୁ ମୋତେ କହୁଛୁ ତୁ ମୋର ଭିଡ଼ିଓ ଭାଇରଲ କରିଦେବୁ | ମୋତେ କିଛି ଦରକାର ନାହିଁ ମୋତେ କେବଳ ତୁହିଁ ଦରକାର ହଁ ଆଂଜ୍ଞା ଏମିତି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା |
ମହିଳା ଜଣଙ୍କ ଅଭିଯୋଗ ଅନୁଯାଇ ମହିଳା ଜଣଙ୍କ ପ୍ରେମିକ କୁଆଡେ ତାକୁ ଧୋକା ଦେଇଛି ତାହାସହିତ ସବୁକିଛି କରିଥିବାର ଭିଡ଼ିଓ କରିଦେଇଛି ସେହି ମହିଳାଙ୍କ ପ୍ରେମିକ ଜଣଙ୍କ | ଆଉ ଏବେ ମହିଳାଙ୍କ ପ୍ରେମିକ ଜଣଙ୍କ ଧମକ ଦୋଉଛି ତୁ ମୋତେ ଲକ୍ଷେ ଟଙ୍କାଦେ ନହେଲେ ମୁଁ ତୋର ଭିଡ଼ିଓ ଭାଇରଲ କରିଦେବି |
ତେବେ ଏନେଇ ମହିଳା ଜଣଙ୍କ କହିବା ଅନୁସାରେ ମହଳାଙ୍କୁ ଭଲ ପାଉଛି ବୋଲି କହିଲା ଜଗନ ବାହା ହେବବୋଲି ମଧ୍ୟ ପ୍ରତିଶୁତି ଦେଲା ଆଉ ମହିଳା ଜଣଙ୍କ ସହିତ ବାରମ୍ବାର ଖରାପ ସମ୍ପର୍କ ରଖିଲା ଜଗନ | ଆଉ ସମ୍ପର୍କ ରଖିବାର ଭିଡ଼ିଓ କରିଥିଲା ଜଗନ ଏବେ ମହିଳା ଜଣଙ୍କୁ ଧମକ ଡେଉଁଛିଯେ ତୁ ଯଦି ମୋତେ ଲକ୍ଷେ ଟଙ୍କା ନଦେବୁ ମୁ ତୋର ଭିଡ଼ିଓ ଭାଇରାଲ କରିଦେବି |
ତେବେ ଭଲ ପାଇବାର ଛଳନା କରି ମହିଳାଙ୍କୁ ବ୍ଲାକମେଲ କରୁଥିବା ଯୁବକ ମାନଙ୍କୁ କେମିତିକା ଦଣ୍ଡ ଦେବା ଆବଶ୍ୟକ ଆପଣଙ୍କ ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଦିଅନ୍ତୁ |