Odia Vastu: ଦୁଆର ମୁହଁରେ ରଖନ୍ତୁ ନାହିଁ ଏହି ୫ ଜିନିଷ, ଭାଗ୍ୟ ବଦଳିଯିବ, ରାତାରାତି ହୋଇଯିବେ କୋଟିପତି, କେବେବି ଆଉ ଅଭାବରେ ପଡିବେ ନାହିଁ

ନମସ୍କାର ବନ୍ଧୁଗଣ ଯଦି ଆପଣଙ୍କ ଘରର ପ୍ରବେଶ ଦ୍ଵାରରେ ରଖିଥାନ୍ତି ଏହି ୫ଟି ଜିନିଷରୁ କେଉଁ ଗୋଟିଏ ବସ୍ତୁ ତେବେ ସେହିଘରେ କେବେବି ସୁଖ ସମୃଦ୍ଧିର ବୃଦ୍ଧି ହୋଇନଥାଏ ଘରକୁ ଧନର ଆଗମନ ମଧ୍ୟ ହୋଇନଥାଏ ମାତା ଲକ୍ଷ୍ମୀ ସେହି ଘରକୁ କେବେବି ପ୍ରବେଶ କରନ୍ତି ନାହିଁ ସେହି ଘରର ଲୋକେ ସବୁବେଳେ ଟେନ୍ସନ୍ ରେ ରହିଥାନ୍ତି ଦୁଃଖୀ ରହିଥାନ୍ତି ଏବଂ ଚିନ୍ତା ବଢ଼ିବଢ଼ି ଚାଲିଥାଏ ଆଜି ଆସନ୍ତୁ ଜାଣିବା ଘରେ ସକାରାତ୍ମକତା ବଢ଼ାଇବା ପାଇଁ ସୁଖ ସମୃଦ୍ଧି ପାଇଁ ଘରର ଲୋକେ ଖୁସି ରହିବା ପାଇଁ ଏଥିପାଇଁ ସବୁ ଘରର ମୁଖ୍ୟ ଦ୍ଵାରରେ କେଉଁ କେଉଁ ଜିନିଷ ରଖିବା ଉଚିତ୍ ଓ ଆଉ କିପରି ରଖିବା ଉଚିତ୍।

ଘରର ଭିତରକୁ ଯିବାପାଇଁ ଯେଉଁ ଦ୍ଵାର ହୋଇଥାଏ ତାହା ଏକ ପ୍ରମୁଖ ସ୍ଥାନ ହୋଇଥାଏ ତାରି ମାଧ୍ୟମରେ ଘରକୁ ଶୁଭ ଅଶୁଭ ଶକ୍ତି ଓ ଭଲ ଏବଂ ଖରାପ ଲୋକ ପ୍ରବେଶ କରିଥାନ୍ତି ଯଦି ମୁଖ୍ୟ ଦ୍ଵାରର ବାସ୍ତୁ ଠିକ୍ ହୋଇନଥିବ କି ମୁଖ୍ୟ ଦ୍ଵାରରେ କିଛି ଏମିତି ଜିନିଷ ରଖିଥିବେ ଯାହା ଘରକୁ ନକାରାତ୍ମକ ଉର୍ଜାକୁ ନିଜ ଆଡକୁ ଆକର୍ଷିତ କରିଥାଏ ବା କିଛି ଏମିତି ଜିନିଷ ଯାହାକୁ ଘରର ମୁଖ୍ୟ ଦ୍ଵାରରେ ରଖିବାର ଠିକ୍ ସ୍ଥାନ ହୋଇନଥାଏ ଏମିତି ଜିନିଷରେ ଘରକୁ ନକାରାତ୍ମକ ଉର୍ଜା ନକାରାତ୍ମକ ଶକ୍ତିର ବାସ ହୋଇଥାଏ ଘରେ ଝଗଡ଼ାଝାଟି ପ୍ରତିଦିନ ହୋଇଥାଏ ଧନର ହାନୀ ହୋଇଥାଏ ଘରର ଲୋକେ ବିଭିନ୍ନ ପ୍ରକାର ଟେନ୍ସନ୍ ରେ ରହିଥାନ୍ତି ଏଥିଲାଗି ଘରର ମୁଖ୍ୟ ଦ୍ଵାର ଉପରେ ବୋହୁତ ଅଧିକା ଧ୍ୟାନ ଦେବା ଉଚିତ୍ ଘରର ମୁଖ୍ୟ ଦ୍ଵାରକୁ ଏମିତି ରଖିବା ଉଚିତ୍ ଯାହାଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତିର ବୃଦ୍ଧି ହେବ ଓ ସକାରାତ୍ମକ ଉର୍ଜା ମଧ୍ୟ ପ୍ରବେଶ କରିବ।

ପ୍ରଥମତଃ ଆପଣ ଘରର ମୁଖ୍ୟ ଦ୍ଵାରକୁ ସବୁବେଳେ ସଫା ସୁତୁରା ରଖିବା ଉଚିତ୍ ଲୋକେ ଘରର ମୁଖ୍ୟ ଦ୍ଵାର ଆଗରେ ଗଛ ଲଗାଇ ଦେଇଥାଆନ୍ତି ଯାହା ବୋହୁତ ବଡ ହୋଇଥାଏ ଓ ତାର ଛାଇ ଘରର ଦ୍ଵାର ଉପରେ ପଡ଼ିଥାଏ ଲୋକେ ଘରର ମୁଖ୍ୟ ଦ୍ଵାରରେ ଜୋତା ଚପଲ ରଖିଦେଇ ଥାଆନ୍ତି ଏବଂ କିଛି ଲୋକେ ଘରର ମୁଖ୍ୟ ଦ୍ଵାର ପାଖରେ ଦଷ୍ଟବିନ ବି ରଖିଥାନ୍ତି ଏମିତି ସବୁ ବିଲକୁଲ୍ ବି କରିବେ ନାହିଁ ଘରର ମୁଖ୍ୟ ଦ୍ଵାର ବୋହୁତ ସଫା ସୁତୁରା ହେବା ଉଚିତ୍ ଘରକୁ ପ୍ରବେଶ କରୁଥିବା ମୁଖ୍ୟ ଦ୍ଵାର ପାଖରେ ଆପଣ ରଙ୍ଗୋଲି ବନାନ୍ତୁ ଶୁଭ ଲାଭ ଲେଖନ୍ତୁ ସ୍ନାନ କରିସାରିବା ପରେ ପ୍ରତିଦିନ ଘରର ମୁଖ୍ୟ ଦ୍ଵାର ଉପରେ ଆପଣ ଗଙ୍ଗା ଜଳକୁ ଟିକେ ଛିଞ୍ଚି ଦିଅନ୍ତୁ ଯାହାଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ।

ଯଦି ଆପଣ ଘରର ମୁଖ୍ୟ ଦ୍ଵାର ପାଖରେ ଜୋତା ଚପଲର ଷ୍ଟାଣ୍ଡ ରଖିଥିବେ ତ ତାକୁ ସବୁବେଳେ ଘୋଡାଇକି ରଖିବେ ଘରର ମୁଖ୍ୟଦ୍ୱାର ଉପରେ ଅଶୋକ ପତ୍ରର ହାର ଲଗାଇ ଦେବେ ଘରର ମୁଖ୍ୟ ଦ୍ଵାରକୁ ଫୁଲ ମାଳରେ ସଜାଇବେ ଏମିତି କରିବା ଦ୍ଵାରା ସକାରାତ୍ମକ ଉର୍ଯା ଆପଣଙ୍କ ଘରକୁ ପ୍ରବେଶ କରିଥାନ୍ତି ସକାରାତ୍ମକ ଶକ୍ତି ଆପଣଙ୍କ ଘର ଆଡ଼କୁ ଆକର୍ଷିତ ହୋଇଥାନ୍ତି ଘରର ମୁଖ୍ୟ ଦ୍ଵାରକୁ କେବେବି ଅନ୍ଧାର ରଖିବେ ନାହିଁ ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ଵାର ଅନ୍ଧାର ରହିଥାଏ ତେବେ ସେଠାରେ ଏକ ଲାଇଟ୍ ଲଗାନ୍ତୁ ସବୁବେଳେ ଘରର ମୁଖ୍ୟ ଦ୍ଵାରକୁ ଆଲୋକିତ ରଖିବେ ଯାହାଦ୍ଵାରା ସେଠାରେ ନକାରାତ୍ମକ ଶକ୍ତି ପ୍ରବେଶ କରି ପାରିବେ ନାହିଁ ଯେଉଁଠାରେ ଅନ୍ଧକାର ହୋଇଥାଏ ସେଠାରେ ନକାରାତ୍ମକ ଉର୍ଯା ସହଜରେ ପ୍ରବେଶ କରିଥାଏ।

ବନ୍ଧୁଗଣ ଲୋକେ ଘରର ମୁଖ୍ୟ ଦ୍ଵାରରେ ଭଗଵାନ ଶ୍ରେ ଗଣେଶଙ୍କ ଫଟୋ ଲଗାଇଦେଇ ଥାଆନ୍ତି ମାତା ଲକ୍ଷ୍ମୀଙ୍କ ଫଟୋ ଲଗାଇ ଥାଆନ୍ତି ବା ତାଙ୍କ ଚରଣର ପାଦୁକା ଲଗାଇ ଥାଆନ୍ତି ଏହା ସବୁ ଲଗାଇବା ଘରାପାଇଁ ବୋହୁତ ଶୁଭ ହୋଇଥାଏ ଏହା ଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ କିନ୍ତୁ ଯଦି ଆପଣ ଭୁଲ୍ ପ୍ରକ୍ରିୟାରେ ଲଗାନ୍ତି ଏହା ବୋହୁତ ଅଶୁଭ ହୋଇଥାଏ ଯଦି ଆପଣ ଭଗଵାନ ଗଣେଶଙ୍କର ଫଟୋ ଲଗାଇଥିବେ ଓ ବାହାର ଆଡ଼କୁ ଲଗାଇଥିବେ ଗଣେଶଙ୍କ ମୁଖ ଘରର ବାହାର ଆଡ଼କୁ ଥିବ ଏବଂ ପିଠି ଆପଣଙ୍କ ଘର ଭିତର ଆଡ଼କୁ ଥିବ ଯାହାକି ଆମେ ଚାହୁଁନାହୁଁ ଆମେ ଚାହୁଁଛୁ କି ପ୍ରଭୁ ଗଣେଶ ଆମ ଘର ଭିତରେ ରୁହନ୍ତୁ ତେବେ ଆପଣ ସେହି ସ୍ଥାନରେ ଯେଉଁଠାରେ ଭଗଵାନଙ୍କ ଫଟୋ ବାହାର ଆଡ଼କୁ ଲଗା ଯାଇଥିଲା ଓ ସେହି ସ୍ଥାନରେ ଆପଣ ଆଉ ଗୋଟେ ଫଟୋ ଲଗାଇ ଦେବେ ଯାହାଙ୍କର ମୁହଁ ଆପଣଙ୍କ ଘରର ଭିତର ଆଡ଼କୁ ରହୁଥିବ ଯେବେ ଗଣେଶ ଙ୍କ ଫୋଟୋ ଯେତେବେଳେ ବାହାର ଆଡୁଆ ଲାଗନ୍ତି ତେବେ ଏହାର ମାନେ ଏହା ହୋଇଥାଏ କି ପ୍ରଭୁ ଗଣେଶ ଆପଣଙ୍କ ଘରୁ ବାହାରକୁ ଯାଉଛନ୍ତି କାହିଁକି ନା ତାଙ୍କର ପିଠି ଆପଣଙ୍କ ଘର ଭିତର ଆଡକୁ ହୋଇଥାଏ ବନ୍ଧୁଗଣ ଯଦି ଆପଣ ଘରର ମୁଖ୍ୟ ଦ୍ୱାରରେ ମାତା ଲକ୍ଷ୍ମୀଙ୍କର ଚରଣ ଲଗାଇଥାନ୍ତି ତ ଏହି ପ୍ରକାରର ଲଗେଇବେ କି ଦେଖିଲାପରେ ଏମିତି ପ୍ରତିତ ହେବ କି ମା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରୁଛନ୍ତି ମାନେ ଚରଣ କୁ ଏମିତି ଲଗାଇବେ ଯାହାର ଆଗ ଆପଣଙ୍କ ଘରର ଭିତର ଆଡକୁ ଥିବ ମାତା

ଲକ୍ଷ୍ମୀଙ୍କର ଚରଣ ଏମିତି ସ୍ଥାନରେ ଭି ଲଗାଇବେ ନାହଁ କି ଯିବା ଆସିବା କରୁଥିବା ଲୋକଙ୍କ ପାଦ ତା ଉପରେ ପଡୁଥିବ ମାତା ଲକ୍ଷ୍ମୀଙ୍କର ଚରଣ ସବୁବେଳେ ସଫା ସୁତୁରା ସ୍ୱଚ୍ଛ ସ୍ଥାନରେ ଲଗାଇବେ ବନ୍ଧୁଗଣ ଲୋକେ ନିଜ ମୁଖ୍ୟ ଦ୍ୱାରା କୁ ସଜାଇବା ପାଇଁ ବିଭିନ୍ନ ପ୍ରକାରର ଗଛ ଫୁଲ ଗଛ ଲଗାଇଥାନ୍ତି ଯାହାଦ୍ୱାରା ତାଙ୍କ ଘର ଆକର୍ଷିତ ଲାଗିବ କିନ୍ତୁ ଯଦି ଆପଣ ଘରର ମୁଖ୍ୟ ଦ୍ୱାରରେ ଭୁଲ ଗଛ ଲଗାଇବେ ତ ତାହାର ଭୁଲ ପ୍ରଭାବ ପଡିଥାଏ ଯେମିତି ଆପଣ ଘରର ମୁଖ୍ୟ ଦ୍ୱାରରେ ଗୋଲାପ ର ଗଛ ଲଗାଇ ଦେଇଥାନ୍ତି ଏମିତି କଣ୍ଟା ଜାତୀୟ ଫୁଲ ଗଛକୁ ଲଗାଇବା ଉଚିତ ହୋଇ ନଥାଏ ମନି ପ୍ଲାଣ୍ଟ କୁ ଭି ଆମେ ଘରର ଭିତରେ ଲଗାଇବାକୁ ଚାହୁଁଥାଉ ଯାହା ଦ୍ୱାରା ଆମ ଘରକୁ ପଇସା ଆସିବ ମନି ପ୍ଲାଣ୍ଟ କୁ ପଇସା ଦେବାବାଲା ଗଛ ମଧ୍ୟ କୁହାଯାଏ ଏଥିଲାଗି ତାକୁ ସବୁବେଳେ ଘରର ଭିତରେ ଲଗାଇବା ଉଚିତ ଘରର ବାହାରେ ନୁହେଁ ଘରର ବାସ୍ତୁ କୁ ଠିକ ରଖିବା ପାଇଁ ଘରର ମୁଖ୍ୟ ଦ୍ୱାରା ପାଖରେ ତୁଳସୀ ଗଛ ଲଗାଇବା ଉଚିତ ହୋଇଥାଏ ଏମିତି ମାନିନିଆଯାଏ କି ଯେଉଁଠାରେ ମା ତୁଳସୀଙ୍କର ଗଛରେ ହୋଇଥାଏ ସେଠାରେ ସକାରାତ୍ମକ ଉର୍ଜା ସକାରାତ୍ମକ ଶକ୍ତି ସବୁ ବାସ କରିଥାଏ ଏବଂ ସମସ୍ତ ପ୍ରକାରର ବସ୍ତୁ ଦୋଷ ଭି ନିବାରଣ ହୋଇଥାଏ ଏଥିଲାଗି ଘରର ପ୍ରବେଶ ଦ୍ୱାର ପାଖରେ ମା ତୁଳସୀ ଙ୍କ ଗଛ ଅବଶ୍ୟ ହିଁ ଲଗାନ୍ତୁ ଯେଉଁ ଫୁଲ ବାସ୍ନା ଦେଉଥିବା ସେଇ ଫୁଲର ଗଛ କୁ ଘରର ମୁଖ୍ୟ ଦ୍ୱାରା ପାଖରେ ଲଗାଇବେ ଏହା ସହ ସହ ଘରର ପ୍ରବେଶ ଦ୍ୱାର ଲାଇଟ କଲର ବା ହଲକା କଲର ହୋଇଥିବା ଉଚିତ ଆପଣ ସିଲଭର ଗୋଲଡେନ ଧଳା ଗୋଲାପୀ ଇତ୍ୟାଦି କୌଣସି ଭି ରଙ୍ଗ ପ୍ରବେଶ ଦ୍ୱାରରେ ଲଗାଇ ପାରନ୍ତି କଳା ରଙ୍ଗ ଭୁଲ ରେ ଭି ପ୍ରବେଶ ଦ୍ୱାରରେ ଲଗାଇବେ ନାହିଁ ଘରର ଡୋର କୁ ଖୋଲିବା

ବା ବନ୍ଦ କରିବା ସମୟରେ ଏହି କଥାର ଧ୍ୟାନ ରଖିବେ କି ସେଥିରୁ ଯଦି ଆବାଜ କିମ୍ବା ସାଉଣ୍ଡ ଆସୁନଥିବ କାହିଁକି ନା ଏହା ନକାରାତ୍ମକ ଧ୍ୱନି ଉତ୍ପନ କରିଥାଏ ଏବଂ ଏହି ଧ୍ୱନି ଆପଣଙ୍କର ପ୍ରବେଶ ଦ୍ୱାର ମାଧ୍ୟମରେ ଆପଣଙ୍କ ଘରେ ପ୍ରବେଶ କରିଥାଏ ଘରର ମୁଖ୍ୟ ଦ୍ୱାର କବାଟ କୁ ଖୋଲିବା ବା ବନ୍ଦ କଲାବେଳେ କଣ କଣ ନହେବା ଦରକାର ତାହା କୌଣସି ଜାଗାରେ ଭାଙ୍ଗିନେଥିବ ଦରକାର ଯଦି ଏମିତି ହୋଇଥାଏ ତ ଏହାକୁ ଶୀଘ୍ର ଠିକ କରନ୍ତୁ ଖୋଲିବା ଓ ବନ୍ଦ କଲାବେଳେ ଯେଉଁଠାରେ ସାଉଣ୍ଡ ଆସୁଥିବ ଆପଣ ସେଠାରେ ତେଲ ବା ଆଉକିଛି ଲଗାଇକି ଯଦି ଠିକ କରିବେ ଯାହା ଦ୍ୱାରା ତାହା ଠିକ ହୋଇଯିବ ବନ୍ଧୁଗଣ ଘରର ମୁଖ୍ୟ ଦ୍ୱାରରେ କଳିଙ୍ଗ ବେଲ ଲାଗିଥାଏ ତାହାର ଧ୍ୱନି ଭି ମଧୁର ହେବ ଦରକାର ବା ଓଁ ର ଉଚ୍ଚାରଣ ବା କୌଣସି ଭଜନ ଵାଲା କଳିଙ୍ଗ ବହୁତ ଶୁଭ ହୋଇଥାଏ ଏଥିରୁ ଯେଉଁ ଧ୍ୱନି ବାହାରିଥାଏ ସେଥିରୁ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ ବନ୍ଧୁଗଣ ଘରର ମୁଖ୍ୟ ଦ୍ୱାରରେ ଗୋଟେ ଜିଣିଛ ନିହାତି ରଖିବେ ତାହାହେଲା ପାଆପୋଛା ଘରକୁ ଆସୁଥିବା କେତେଗୁଡିଏ ସମସ୍ୟା ର ନିବାରଣ କରିଥାଏ ପ୍ରଥମତହ ଯିଏ ଭି ଘରକୁ ଆସୁଥାଏ ତାହା ପାଦରେ ଯା ଆସନ ଥାଏ ବା ନାକରାତ୍ମକ ଶକ୍ତି ର ଚିହ୍ନ ଥାଏ ତାହା ପାଆପୋଛା ଜରିଆରେ ସେଠାରେ ସଫା ହୋଇଯାଇଥାଏ ଏବଂ ଘରେ ନକାରାତ୍ମକ ଉର୍ଜା ପ୍ରବେଶ କରିନଥାଏ ବନ୍ଧୁଗଣ ଘରର ମୁଖ୍ୟ ଦ୍ୱାର ସବୁବେଲାଏ ପୂର୍ବ ଓ ଉତ୍ତର ଦିଗରେ ରହିବ ଉଚିତ ଏହା ହେବ ଦ୍ୱାରା ଘରକୁ ସବୁବେଳେ ସୁଖ ସମୃଦ୍ଧି ଆସିଥାଏ ସବୁ ଶୁଭ ଶକ୍ତି ସକାରାତ୍ମକ ଶକ୍ତି ଆସିଥାଏ ଘରେ ଦେବତା ଓ ଦେବୀ ମାନଙ୍କର ବାସ ହୋଇଥାଏ ଘରେ ଧନର ବୃଦ୍ଧି ହୋଇଥାଏ।

Leave a Reply

Your email address will not be published. Required fields are marked *