ଶନି ଚଳନ ୨୦୨୪ ଏହି 5ଟି ରାଶି ହେବେ ମାଲାମାଲ, Sanidebaଙ୍କର ପଡିଲା ଶୁଭ ଦୃଷ୍ଟି, ଦେଖନ୍ତୁ ଆପଣଙ୍କ ରାଶିରେ କଣ ରହିଛି…

ନମସ୍କାର ବନ୍ଧୁଗଣ ୨୯ ଏପ୍ରିଲ ଶୁକ୍ରବାର ଦିନ ଶନି କୁମ୍ଭ ରାଶିକୁ ଚଳନ କରୁଛନ୍ତି ଶନି ଏବେ ମକର ରାଶିରେ ମାର୍ଗୀୟ ଅବସ୍ଥାରେ ଅଛନ୍ତି ଏବଂ ୨୯ ଏପ୍ରିଲକୁ ସେ ନିଜ ମୂଳ ତ୍ରିକୋଣଭାଗ ମାନେ କୁମ୍ଭ ରାଶିରେ ପ୍ରବେଶ କରିବେ। ୨୯.୪.୨୦୨୨ ଶୁକ୍ରବାର ଦିନ ଦିବା ୭ ଘଟିକା ୫୦ ମିନିଟ୍ ସମୟରେ ଶନି ଧନିଷ୍ଠା ନକ୍ଷତ୍ରରେ କୁମ୍ଭ ରାଶିକୁ ଗୋଚର କରିବେ ତେବେ ଆମେ ଆଜି ଜାଣିବା କି କେଉଁ କେଉଁ ରାଶି ମାନଙ୍କ ପାଇଁ ଶନି ଶୁଭ ସାବ୍ୟସ୍ତ ହେବେ କେଉଁ ମାନଙ୍କ ଭାଗ୍ୟ ଚମକିବାକୁ ଯାଉଅଛି। ଦର୍ଶକ ବନ୍ଧୁ ଶନିକୁ ପାପି ଗ୍ରହ ବିଚାର କରାଯାଏ ଏବଂ ନ୍ୟାୟଦାତା ମଧ୍ୟ କୁହାଯାଇଥାଏ ପାପି ଗ୍ରହ ଏଥିପାଇଁ କୁହାଯାଏ କାରଣ ପାପରୁ ସେ ଫଳ ପ୍ରଦାନ କରିଥାନ୍ତି ନ୍ୟାୟଦାତା ଏଥିପାଇଁ କୁହାଯାଏ କାରଣ ସେ ଅନ୍ୟାୟକୁ ବରଦାସ୍ତ କରି ପାରନ୍ତି ନାହିଁ ଏବଂ ସଙ୍ଗେ ସଙ୍ଗେ ତାହାର ପରିଣାମ ଦେଖାଇଥାନ୍ତି। ତେବେ ଶନି କୁମ୍ଭ ରାଶିକୁ ସଂଚାର କରୁଛନ୍ତି ତେବେ କେଉଁ କେଉଁ ରାଶିମାନଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ରହିବ ଆସନ୍ତୁ ଜାଣିବା।

ବୃଷ ରାଶି
ଏହି ରାଶିର ଜାତକଙ୍କର ଭଲ ସମୟ ଆସିବାକୁ ଯାଉଅଛି ଗ୍ରହମାନଙ୍କ ଶୁଭ ସଂଯୋଗ କାରଣରୁ ଏମାନଙ୍କୁ ଅଚାନକ ଧନ ପ୍ରାପ୍ତିର ଯୋଗ ବନୁଅଛି ଏହି ରାଶିର ଲୋକଙ୍କୁ ଅଟକି ରହିଥିବା ଧନ ଫେରିବାର ସମ୍ଭାବନା ବନୁଅଛି ଆସନ୍ତା କାଲିଠାରୁ ଏମାନଙ୍କ ଜୀବନରେ ଖୁସିର ଦିନ ଆସିବାକୁ ଆପଣ ଯେକୌଣସି କାର୍ଯ୍ୟର ଶୁଭାରମ୍ଭ କରିବେ ତ ଏମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଲାଭ ଦେଖିବାକୁ ମିଳିବ ଏବଂ ଆପଣଙ୍କୁ ସୁଖ ପରିଣାମ ବି ପ୍ରାପ୍ତ ହେବ।

କନ୍ୟା ରାଶି
ଏହି ରାଶିର ଜାତକ ପାଇଁ ମଧ୍ୟ ଆସନ୍ତା କାଲିଠାରୁ ଶୁଭ ସଂଯୋଗ ବନୁ ଅଛି ଏମାନଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ଦେଖିବାକୁ ମିଳୁଛି ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏମାନଙ୍କୁ ପରିବାରର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ ଏବଂ ସମସ୍ତ କାର୍ଯ୍ୟ ପୂରଣ ହେବ ଏହି ଲୋକମାନେ ନୂଆ ଲୋକଙ୍କ ସହିତ ମିଶିବେ ଯାହାକି ଆଗକୁ ଯାଇ ଏମାନଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ଏମାନଙ୍କର ଅଟକି ରହିଥିବା କାର୍ଯ୍ୟ ପୂର୍ବ ହେବ ଅଟକି ରହିଥିବା ଧନ ବି ପାଖକୁ ଫେରି ଆସିବ।

ତୁଳା ରାଶି
ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଶନି ମହାରାଜାଙ୍କର ବିଶେଷ କୃପା ଦୃଷ୍ଟି ରହିବ ଏମାନଙ୍କୁ ପ୍ରତି କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ ଏବଂ ତାହା ସହିତ ଏମାନଙ୍କ ଆର୍ଥିକ ସ୍ଥିତି ମଜବୁତ୍ ରହିବ ଏହି ଲୋକମାନେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବେ ତ ସେଥିରେ ସଫଳତା ପ୍ରାପ୍ତ କରିବେ। ଏହି ରାଶିର ଜାତକ ମାଲାମାଲ୍ ହେବାକୁ ଥିବା ଏମାନଙ୍କ ସମସ୍ତ କାର୍ଯ୍ୟ ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ଶୀଘ୍ର ପୂରଣ ହୋଇଯିବ।

ସିଂହ ରାଶି
ସିଂହ ରାଶିର ବ୍ୟକ୍ତି ବିଶେଷଙ୍କର ଲାଭ ଯୋଗ ମଧ୍ୟ ଵନୁଅଛି ଆପଣଙ୍କ ଦ୍ଵାରା ନିଆଯାଇଥିବା କେତେ ଗୋଟି ନିର୍ଣ୍ଣୟ ଶୁଭ ସାବ୍ୟସ୍ତ ମଧ୍ୟ ହୋଇଯିବ ବାହାନା ସୁଖ ମଧ୍ୟ ପ୍ରାପ୍ତି ହେବ ନୂତନ ଘର ମଧ୍ୟ କ୍ରୟ କରି ପାରନ୍ତି ପିତାଙ୍କ ଶରୀରରେ କିଛି ଅସୁବିଧା ମଧ୍ୟ ଦେଖା ଯାଇପାରେ କିନ୍ତୁ ଆପଣ ନିଜ ଲକ୍ଷ୍ୟକୁ ନେଇ ଭଲ ନିର୍ଣ୍ଣୟ ନେବେ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ।

କୁମ୍ଭ ରାଶି
କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଶନି ଦେବଙ୍କ ଚଳନ ଅତ୍ୟନ୍ତ ଲକି ସାବ୍ୟସ୍ତ ହେବ ସନ୍ତାନ ପ୍ରାପ୍ତିର ବି ଯୋଗ ବନୁଅଛି ବରିଷ୍ଠ ଅଧିକାରୀ ମାନଙ୍କ ସହିତ ସମ୍ବନ୍ଧ ମଧ୍ୟ ଭଲ ରହିବ ପୂଜାପାଠରେ ମନ ରହିବ ଧନ ଐଶୌର୍ଜ ଆପଣ ପ୍ରାପ୍ତ କରିବେ ସମାଜରେ ମାନସମ୍ମାନ ମିଳିବ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହିତ ଆର୍ଥିକ ସମସ୍ୟା ଦୂର ହେବ।

Leave a Reply

Your email address will not be published. Required fields are marked *